ଆର୍ଥିକ ଅନାଟନ ଭାଙ୍ଗି ଦେଇଥିଲା ଘର ସଂସାର। ‘ଆଶାର ଆଲୋକ’ ମିଶେଇ ଦେଲା ଦୁଇ ମନକୁ। ସଂସାର କରି ପୁଣି ଏକାଠି ରହିବାକୁ ନେଲେ ନିଷ୍ପତ୍ତି। ମିଠା ଖାଇ ଆଗକୁ ବଢିବାର ନେଲେ ସଂକଳ୍ପ...
Published: Pallipuspa Samal
Last updated: 25 April 2022, 02:30 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।