ଲେମ୍ବୁର ଭାଉ କିଛି କମ୍ ନୁହେଁ। ଦର ଏତେ ଅଧିକ ହେଲାଣି ଯେ, ଏବେ ମୋବାଇଲ ଦୋକାନରେ ୧୦ ହଜାରିଆ ମୋବାଇଲ କିଣିଲେ ମିଳିବ ଫ୍ରୀ ଲେମ୍ବୁ। ଆଉ ଯଦି...
Published: Pallipuspa Samal
Last updated: 26 April 2022, 11:46 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।