ଆପଣ ଅନେକ ବାହାଘର ଦେଖିଥିବେ। କେଉଁଠି ବର ଘୋଡା ଚଢି ଆସେ ତ ଆଉ କେଉଁଠି ଗାଡିରେ। ହେଲେ ଏବେ କନିଆର ମଣ୍ଡପ ଏଣ୍ଟ୍ରି ନିଆରା ହୋଇ ପଡିଛି। ଦେଖନ୍ତୁ ଏ ଭିଡିଓ... କେମିତି ବେଲୁନରେ ଉଡି ଉଡି ଆସିଲା କନିଆ...
Published: Pallipuspa Samal
Last updated: 25 April 2022, 01:47 PM IST
ଏବେ ଯେପରି ଗରମ ଓ ଗୁଳୁଗୁଳି ହେଉଛି ଲାଗୁଛି କେବେବି ତାପମାତ୍ରା 50 ଡିଗ୍ରୀ ପାର ହୋଇଯିବ। ଘନ ଘନ ଚାଲୁଛି AC ଓ ବିଲ୍ ଦେଇଦେଇ ଗ୍ରାହକ ହୋଇଗଲେଣି ଅତିଷ୍ଠ। ଆଉ ACରୁ ବାହାରକୁ ବାହାରିଲେ ଦେହହାତ ପୋଡି ଯାଉଛି। ଏ ସମସ୍ୟାର ଏକ ପରମାନେଟ୍ ସଲ୍ୟୁସନ୍ ବାହାର କରିଛନ୍ତି ଜଣେ ଯୁବତୀ ଓ ନିର୍ମାଣ କରିଛନ୍ତି ବିନା ସିମେଣ୍ଟର ଘର ।