ମହାଯୁଦ୍ଧ ବେଳେ ଆମେରିକାକୁ ନାଲିଆଖି ଦେଖାଇଲା ଋଷିଆ। କହିଲା, ୟୁକ୍ରେନକୁ ସାହାଯ୍ୟ କରିବା ଆମେରିକାକୁ ପଡ଼ିବ ମହଙ୍ଗା। ଯଦି ଚେତାବନୀ ପରେ ବି ସାହାଯ୍ୟ ଜାରି ରୁହେ ତେବେ...
Published: Pallipuspa Samal
Last updated: 26 April 2022, 12:13 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।