• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଲାଗି ନିଷିଦ୍ଧାଞ୍ଚଳରେ ନିର୍ଣାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI । ଏନେଇ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ତଥ୍ୟ । ଆବେଦକ କ୍ଷିତୀଶ ରୋଶନ ସିଂହ ଏ ସମ୍ପର୍କରେ ASIକୁ ଆରଟିଆରେ ତଥ୍ୟ ମାଗିଥିବା ବେଳେ ଏକଥା ପଦାକୁ ଆସିଛି । ଏଥିପାଇଁ ASI ଭୁବନେଶ୍ୱର ସର୍କଲ ପକ୍ଷରୁ କୌଣସି ଉପଦେଶ, ନୀତିନିୟମ ଓ ନିର୍ଦ୍ଦେଶିକା ରାଜ୍ୟ ସରକାରଙ୍କୁ ଦିଆଯାଇନି ବୋଲି ଉତ୍ତର ରଖିଛି ASI ।

OTV is now on Whatsapp

Join and get latest news update delivered to you via whatsapp

Join Now