Sri Mandir
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପ କାମକୁ ନେଇ ବଢୁଛି ବିବାଦ। କିଏ କହୁଛି କର, ତ କିଏ କହୁଛି ବନ୍ଦ କର। ଆଉ ଏସବୁ ଭିତରେ ଆସନ୍ତା ୨୭ରେ ପ୍ରକଳ୍ପ ବିରୋଧରେ ଶୋଭାଯାତ୍ରା ପାଇଁ ସଜବାଜ ହେଉଛି ଶ୍ରୀମନ୍ଦିର ବଞ୍ଚାଓ ଆନ୍ଦୋଳନ କମିଟି। ଯଦିଓ ଏହାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇନାହିଁ, ତେବେ ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମିଲ ହେବା ନେଇ ସୂଚନା ମିଳୁଛି। ଆଉ ଏଭଳି ରାଲି ଓ ଶୋଭାଯାତ୍ରାକୁ ବିରୋଧ କରୁଛନ୍ତି ଖୋଦ୍ ବିଜେପି ନେତା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)