• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Prabeen Togadia
‘ହିନ୍ଦୁଙ୍କୁ ଦିଆଯିବ ସବୁ ପ୍ରକାର ସହଯୋଗ, ଜାରି ହେବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର’

ହିନ୍ଦୁଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଜାରି କରାଯିବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର । ହିନ୍ଦୁଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିୟୋଜିତ ହେବେ ୧୦ ହଜାର ଡାକ୍ତର ।

Nayagarh Youth Trains
ଇଏ ଏମିତି ଜଣେ ଯବାନ, ଯିଏ ଛୁଟିରେ ଆସିଲେ ବି ଗାଁ ଟୋକାକୁ ଦିଅନ୍ତୁ ଆର୍ମିଂ ଟ୍ରେନିଂ

ଇଏ ଏମିତି ଜଣେ ଯବାନ ଯାହାଙ୍କ କାମକୁ ନେଇ ପୂରା ଦେଶରେ ଚର୍ଚ୍ଚା। ଦିଲ୍ଲୀରେ ଅର୍ଦ୍ଧସାମରୀକ ବାହିନୀରେ କାମ କରୁଛନ୍ତି..ହେଲେ ଛୁଟିରେ ଯେତେବେଳେ ଆସନ୍ତି, ଗାଁ ଟୋକାଙ୍କୁ ସ୍କୁଲ ପଡ଼ିଆରେ ଏମିତି ଟ୍ରେନିଂ ଦିଅନ୍ତି। ଟ୍ରେନିଂ ପାଇବା ପରେ ଅନେକ ପିଲା ସେନାରେ ଚାକିରି ମଧ୍ୟ କରିଛନ୍ତି.

Amazon
ଏଣିକି ଆମାଜନ୍‌ରେ ତେନ୍ତୁଳି ମିଳିବ, ରେଟ୍‌....

ଆଉ ଅଭାବୀ ବିକ୍ରିର ଶିକାର ହେବେନି ତେନ୍ତୁଳି ତୋଳାଳି। ଏଣିକି ଆମାଜନ୍‌ରେ ଅନଲାଇନ୍‌ ଅର୍ଡ଼ର କଲେ ଆପଣଙ୍କ ଘର ପାଖରେ ପହଞ୍ଚିଯିବ ତେନ୍ତୁଳି। ଦାମ୍‌ ରହିଛି ମାତ୍ର ଏତିକି.

Youngest ted talk speaker Oviya Singh
୧୧ ବର୍ଷରେ ଉପଲବ୍ଧି; ସାଜିଲେ ସମସ୍ତଙ୍କ ପ୍ରେରଣା

ବୟସ ମାତ୍ର ୧୧, କିନ୍ତୁ ସଫଳତା ବହୁର ବଡ। ଓଭିୟା ନାମକ ଏହି ଝିଅଟି ଅଳ୍ପ ବୟସରେ ହାସଲ କରିଥିବା ଉପଲବ୍ଧି ପ୍ରତ୍ୟେକ ଝିଅ ଓ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯାଇଛନ୍ତି।

World oldest woman kane tanaka dies
ଚାଲିଗଲେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି

ଆଉ ନାହାଁନ୍ତି ଦୁନିଆର ସବୁଠୁ ବୟସ୍କ ମହିଳା କେନ୍ ତନାକା । ଜାପାନର ବାସିନ୍ଦା କେନ୍ ୧୧୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Man with 9 wives shares problems in romantic life
୯ ସ୍ତ୍ରୀଙ୍କ ପତି ହୋଇ ବି ରୋମାନ୍ସ ଲାଇଫ୍‌ରେ ଅସନ୍ତୁଷ୍ଟ ଯୁବକ

୯ ପତ୍ନୀଙ୍କୁ ଏକାଠି ଖୁସି ରଖିବା ପାଇଁ ଯୁବକ ବିବାହ ପରେ ଏକ ରୁଟିନ୍ କଲେ। ଏଥିରେ ସେ କାହାକୁ ବି ଏକାକୀ ଅନୁଭବ ନ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ବର୍ତ୍ତମାନ ଆର୍ଥର୍ ନିଜ ରୁଟିନ୍‌ରେ ବିରକ୍ତ ହେଉଛନ୍ତି।

Jeypore Airport
ଜୁନ୍‌ ପ୍ରଥମ ସପ୍ତାହରେ ଜୟପୁରରୁ ଉଡ଼ିବ ବିମାନ

ମିଶନ ଶକ୍ତି ଦ୍ୱାରା ର୍ନିମାଣ ହୋଇଥିବା ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଉଷା ପାଢ଼ୀ ।

Srimandir Parikrama Project
ଆନ୍ଦୋଳନକୁ ମିଳିଲାନି ଅନୁମତି, ତଥାପି ଜିଦ୍‌ରେ ଅଟଳ ଅପରାଜିତା ! ବାତିଲ ହେବନି ପୁରୀ ଗସ୍ତ

ଐତିହ୍ୟ କରିଡର ନାଁରେ ଶ୍ରୀମନ୍ଦିର ଚାରିପାଖେ ବେଆଇନ୍ ଖନନକୁ ବିରୋଧ କରି ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବାକୁ ସଜବାଜ ହୋଇଥିବା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆଇନଶୃଙ୍ଖଳାକୁ ସମ୍ମାନ ଜଣାଇ ଆସନ୍ତାକାଲିର ଶୋଭାଯାତ୍ରାକୁ ସ୍ଥଗିତ ରଖିଛି ।

Srimandir Parikrama Project
ଶ୍ରୀମନ୍ଦିର ଐତିହ କରିଡର ପ୍ରକଳ୍ପକୁ ନେଇ ଛକା ପଞ୍ଝା

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଥମୁନି ଛକାପଞ୍ଛା । ଆଇନଶୃଙ୍ଖଳା ଦୃଷ୍ଟିରୁ ଆସନ୍ତାକାଲି ପୁରୀରେ ହେବାକୁ ଥିବା ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ଶୋଭାଯାତ୍ରା ଓ ଦୀପଦାନ କାର୍ଯ୍ୟରେ ପ୍ରଶାସନ ରୋକ୍ ଲଗାଇଥିଲେ ବି ଭିତରେ ଭିତରେ ଜାରି ରହିଛି ବାଦବିବାଦ ସ୍ଥିତି ।

Elon Musk to acquire Twitter
ଟ୍ୱିଟର୍‌ରେ ଆସିପାରେ ଏହିପରି ବଡ ପରିବର୍ତ୍ତନ, ଜାଣନ୍ତୁ..

ଟ୍ୱିଟର କିଣିବା ପରେ ଏହାର କାୟା ପରିବର୍ତ୍ତନ କରିବାକୁ ଚାହୁଛନ୍ତି ନୂଆ ମାଲିକ ଏଲନ ମସ୍କ। ଏବେ ଟ୍ୱିଟରରେ ଆରମ୍ଭ ହେବାକୁ ଯାଉଛି ମସ୍କ ଯୁଗ । ଟ୍ୱିଟରର ମାଲିକାନା ହାତେଇବା ପରେ ୟୁଜର୍ସଙ୍କ ଡିମାଣ୍ଡ ଗୋଟିଏ ପରେ ଗୋଟିଏ ପୂରଣ କରିବାକୁ ଆରମ୍ଭ କରିଛନ୍ତି ମସ୍କ ।

BUS-TRUCK- BIKE
ବସ୍‌- ଟ୍ରକ୍‌- ବାଇକ୍‌, ଆପେ ଆପେ ଜଳିଗଲା !

ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

Aparajita Sarangi
ଅପରାଜିତାଙ୍କ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନକୁ ଝଟ୍‌କା, ମିଳିଲାନି ଜିଲ୍ଲାପାଳଙ୍କ ଅନୁମତି

ଅନୁମତି ନମିଳିବା ପରେ ଏବେ ଅପରାଜିତା କ’ଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର । 

Sarbe Bhabantu Sukhinaha
ବିବାହର ଲକ୍ଷ ନଥିଲା ଶରୀରର ସମ୍ଭୋଗ, ସଂସାରକୁ ରାମକୃଷ୍ଣଙ୍କ ପରି ସନ୍ତାନଟିଏ ଦେବା....

ବିବାହର କେବେ ଲକ୍ଷ ନଥିଲା ଶରୀରର ସମ୍ଭୋଗ। ବାହାଘରର ଲକ୍ଷ ଥିଲା ସମାଜକୁ ରାମକୃଷ୍ଣ ପରି ସନ୍ତାନଟିଏ ଦେବା

prerana
ଦିନେ ପଡ଼ିଆରେ ଖେଳୁଥିଲେ, ଏବେ ଘରକୁ ଘର ବୁଲି ପେପର ଦେଉଛନ୍ତି...ପରିବାର ଚଳାଉଛନ୍ତି

ଖେଳ ପଡ଼ିଆରୁ ଖବର କାଗଜ ବିତରଣ। ଅନେକ ଆଶା ଆଉ ସ୍ୱପ୍ନ ନେଇ ସକାଳୁ ସକାଳୁ ଗଳିକୁ ଗଳି ବୁଲି ଇଏ ବିତରଣ କରନ୍ତୁ ସମ୍ବାଦପତ୍ର। ଦାରିଦ୍ର ସତ୍ୱେ ହାର ମାନିନାହାନ୍ତି ବରଂ ନିଜେ ପରିଶ୍ରମ କରି ପରିବାର ଚଳାଇବାରୁ ଭାର ନିଜ କାନ୍ଧକୁ ନେଇଛନ୍ତି ଶୋଭାରାଣୀ ଦାସ।

THE GREAT ODISHA POLITICAL CIRCUS
ଆଜି ଟଙ୍କିକିଆ ଚାଉଳ ବାରି, ଥରେ ନେଇ ଆସିଲେ ମାସେ ପର୍ଯ୍ୟନ୍ତ ଆଉ ଟେନସନ୍‌ ନାହିଁ

ଟଙ୍କିକିଆ ଚାଉଳ ଆଣିବାକୁ ମନାକରିବାର ଅର୍ଥ ଡାଇରେକ୍ଟ ମାଆ ଲକ୍ଷ୍ମୀଙ୍କୁ ଇନସଲ୍ଟ। ନବୀନ ବାବୁ ମାତ୍ର ୧ ଟଙ୍କାରେ ଲକ୍ଷ୍ମୀ ଦେଉଛନ୍ତି ତୁମେ ମନା କରୁଛ...ଆରେ କିଲୋ ଚାଉଳକୁ ୧ ଟଙ୍କା, ଲେମ୍ବୁ ଗୋଟାକୁ ୧୦ ଟଙ୍କା…ଖାଇବୁ କ’ଣ?

Taste Of Odisha
ଭାରି ସୁଆଦିଆ କଲରାପତର ମକା ପିଠଉ, ପତ୍ରରେ ମକା ମସଲା ଗୋଳାଇ ଦେଲେ...ବାସ୍‌

ଭାରି ସୁଆଦିଆ କଲରାପତର ମକା ପିଠଉ। ଟିକିଏ ମସଲାରେ ଗୋଳାଇ ପ୍ୟାନରେ ପକାଇ ସେକି ଦେଲେ କେବଳ ହାତ ଚାଟୁଥିବେ

Rs 5000 To Be Fined For Wasting Water
ସାବଧାନ !! ଏଣିକି ଟିକିଏ ପାଣି ନଷ୍ଟ କଲେ ବି ଦେବାକୁ ପଡ଼ିବ ୫ ହଜାର ଟଙ୍କା

ସାବଧାନ !! ଏଣିକି ଟିକିଏ ପାଣି ନଷ୍ଟ କଲେ ବି ଦେବାକୁ ପଡ଼ିବ ୫ ହଜାର ଟଙ୍କା। ଯଦି ବାରମ୍ବାର ପାଣିର ଅପବ୍ୟବହାର କରନ୍ତି ତେବେ...

Solar Cycle
ସୌମ୍ୟଙ୍କ ସୋଲାର୍ ସାଇକେଲ୍... ଘଣ୍ଟା ପ୍ରତି ୩୫ କିଲୋମିଟର ବେଗରେ ଦୌଡୁଛି

ପୁରୁଣା ସାଇକେଲକୁ ଦିଆଯାଇଛି ନୂଆ ରୂପ। ଆଉ ଏଥିରେ ଖଞ୍ଜା ଯାଇଛି ସୌର ଶକ୍ତି ଦ୍ୱାରା ଚାର୍ଜ ହେଉଥିବା ବ୍ୟାଟେରୀ। ବିନା ଇନ୍ଧନରେ ସାଇକେଲ ଗଡ଼ିବା ସହ ବାଇକର ବିକଳ୍ପ ହୋଇପାରିଛି। ଏହି ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ାର ସୌମ୍ୟ ରଞ୍ଜନ ପଲାଇ

Youth Ends Life After Lover Ditches & Marries Elsewhere up
ମୋ ମୃତଦେହ ତୋ ବିବାହ ଉପହାର ’ : ହୃଦୟ କାନ୍ଥରେ ଅକୁହା ପ୍ରେମକୁ ଜାବୁଡ଼ି ଜୀବନ ହାରିଲେ ଯୁବକ...

ଯାହାକୁ ଜୀବନଠୁ ଅଧିକ ଭଲପାଉଥିଲେ ସେ ଆଉ ଜଣଙ୍କ ସହ ବିବାହ କଲା। ଏ କଥାକୁ ସହଜରେ ଗ୍ରହଣ କରିପାରିଲେନି ପ୍ରେମିକ। ଆତ୍ମହତ୍ୟା ପୂର୍ବରୁ କାନ୍ଥରେ ଲେଖିଲେ ନିଜ ମନର କଥା। କହିଲେ, ତୁ ଆଉ କାହା ସହ ଜୀବନ ବିତାଇବୁ ମୁଁ ଦେଖିପାରିବିନି। ତୁ ଯା ଶାଶୂଘର, ମୁଁ ଯାଉଛି ଯମପୁର...ବାସ ଏହାପରେ

Russia Warns US Against Sending More Arms To Ukraine
ଆମେରିକାକୁ ଧମକାଇଲା ଋଷିଆ...କହିଲା, ୟୁକ୍ରେନକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା

ମହାଯୁଦ୍ଧ ବେଳେ ଆମେରିକାକୁ ନାଲିଆଖି ଦେଖାଇଲା ଋଷିଆ। କହିଲା, ୟୁକ୍ରେନକୁ ସାହାଯ୍ୟ କରିବା ଆମେରିକାକୁ ପଡ଼ିବ ମହଙ୍ଗା। ଯଦି ଚେତାବନୀ ପରେ ବି ସାହାଯ୍ୟ ଜାରି ରୁହେ ତେବେ...

Brother-sister duo killed, mother critical due to suspected food poisoning last night
BREAKING: ବିଷାକ୍ତ ଖାଦ୍ୟ ଖାଇ ଭାଇ-ଭଉଣୀ ମୃତ, ମା ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ଭାଇ ଭଉଣୀ ମୃତ, ମା ଗୁରୁତର । ଗଂଜାମ ଜିଲ୍ଲା ରମ୍ଭା ଥାନା ଗଡ଼ଗୁମା ଗାଁରେ ବିଷାକ୍ତ ଖାଦ୍ୟ ଖାଇ ଭାଇ, ଭଉଣୀଙ୍କର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅଛନ୍ତି ।

News Fuse
ରଙ୍ଗ ଦେଖାଉଛି ଲେମ୍ବୁ, ମୋବାଇଲ କିଣିଲେ ଫ୍ରୀ ମିଳିବ ଲେମ୍ବୁ

ଲେମ୍ବୁର ଭାଉ କିଛି କମ୍‌ ନୁହେଁ। ଦର ଏତେ ଅଧିକ ହେଲାଣି ଯେ, ଏବେ ମୋବାଇଲ ଦୋକାନରେ ୧୦ ହଜାରିଆ ମୋବାଇଲ କିଣିଲେ ମିଳିବ ଫ୍ରୀ ଲେମ୍ବୁ। ଆଉ ଯଦି...

Greatness of Auto Driver
ଲକ୍ଷାଧିକ ଟଙ୍କାର ସୁନାଗହଣାକୁ ଫେରାଇଦେଲେ ଅଟୋ ଡ୍ରାଇଭର

୩ କିଲୋମିଟର ଆସିବା ପରେ ଗୋଟେ ଭ୍ୟାନିଟି କିଏ ଛାଡିଥିବା ଦେଖିଥିଲେ।

Srimandir Corridor Project
ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଲାଗି ନିଷିଦ୍ଧାଞ୍ଚଳରେ ନିର୍ଣାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI । ଏନେଇ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ତଥ୍ୟ ।

Power Outage
ବିଦ୍ୟୁତ୍ ବଳକା ରାଜ୍ୟ କୁହାଯାଉଥିବା ଓଡ଼ିଶା କାହିଁକି ୨୪ ଘଣ୍ଟିଆ ବିଜୁଳି ଯୋଗାଣରେ ବିଫଳ?

ଘନ ଘନ ବିଜୁଳି କାଟ୍ ଅଘୋଷିତ ଭାବେ ମନଇଛା ହେଉଥିବା ପାୱାର କଟ୍‌କୁ ନେଇ ବଢୁଛି ଅସନ୍ତୋଷ । ପ୍ରବଳ ଖରା ଓ ଗରମ ସମୟରେ ବିଜୁଳିର ଲୁଚକାଳି ଖେଳ ଲୋକଙ୍କୁ ଆକ୍ତାମାକ୍ତା କରିପକାଯାଉଛି ।