ଯାହାକୁ ଜୀବନଠୁ ଅଧିକ ଭଲପାଉଥିଲେ ସେ ଆଉ ଜଣଙ୍କ ସହ ବିବାହ କଲା। ଏ କଥାକୁ ସହଜରେ ଗ୍ରହଣ କରିପାରିଲେନି ପ୍ରେମିକ। ଆତ୍ମହତ୍ୟା ପୂର୍ବରୁ କାନ୍ଥରେ ଲେଖିଲେ ନିଜ ମନର କଥା। କହିଲେ, ତୁ ଆଉ କାହା ସହ ଜୀବନ ବିତାଇବୁ ମୁଁ ଦେଖିପାରିବିନି। ତୁ ଯା ଶାଶୂଘର, ମୁଁ ଯାଉଛି ଯମପୁର...ବାସ ଏହାପରେ
Published: Pallipuspa Samal
Last updated: 26 April 2022, 12:18 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।