• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Meet Two Years Old Girl

little girl
ବାପାଙ୍କ ଅବର୍ତ୍ତମାନରେ ମାଆଙ୍କ ପ୍ରେରଣା, ଚର୍ଚ୍ଚାରେ କୁନିଝିଅ ଦିବ୍ୟାଂଶୀ

କୁନି ଝିଅ ଦିବ୍ୟାଂଶୀକୁ ବୟସ ମାତ୍ର ୨ ବର୍ଷ ୯ମାସ। ସ୍ପଷ୍ଟ ଭାବରେ କଥା କହି ପାରୁନଥିଲେ ମଧ୍ୟ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ଏତେ କମ ବୟସରେ ଦିବ୍ୟାଂଶୀକୁ ଅନର୍ଗଳ ଇଂରାଜୀ କହିବା ସହ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରାଜଧାନୀର ନାମକୁ ନିର୍ଭୁଲ ଭାବରେ କହୁଛନ୍ତି।