• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Odisha's famine of 1866
ନଅଙ୍କ ଦୁର୍ଭିକ୍ଷର କଥା ମନେ ପଡ଼ିଲେ ଆଜି ବି ଡର ଲାଗେ, ପ୍ରଶାସନିକ ଅବହେଳା ପାଇଁ ପ୍ରାଣ ହାରିଥିଲେ ୧୦ ଲକ୍ଷ ଲୋକ !

ଆଜି ବି ମନେ ପଡ଼େ ସେଇ ନଅଙ୍କ ଦୁର୍ଭିକ୍ଷର କଥା। ପ୍ରଶାସନିକ ଅବହେଳା ପାଇଁ ଚାହୁଁଚାହୁଁ ୧୦ ଲକ୍ଷ ଲୋକଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଆଉ ପଡ଼ି ରହିଥିଲା ଶହଶହ କଙ୍କାଳସାର ମଣିଷଙ୍କ ଶବ..ପରିବେଶବିତ୍‌ କହୁଛନ୍ତି କିଛି କହିହେବନି..କେତେବେଳେ ଆମେ ବି ସାମ୍ନା କରିପାରିବା ନଅଙ୍କ ଦୁର୍ଭିକ୍ଷର ଦଶା..

Konark Railway Track
ଖୁବଶୀଘ୍ର କୋଣାର୍କକୁ ଗଡ଼ିବ ଟ୍ରେନ୍‌, ବିଶ୍ୱସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ୍‌

କୋଣାର୍କକୁ ରେଳ ସଂଯୋଗ ପାଇଁ ଖୁବଶୀଘ୍ର ସର୍ଭେ କରାଯିବ । ପୁରୀରୁ ସଂଯୋଗ ହେବ କି ଅନ୍ୟ କେଉଁଠୁ କରାଯିବ ସେ ନେଇ ହେବ ସର୍ଭେ । ରେଳ ଲାଇନ୍ ସର୍ଭେ ନେଇ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Special story
୧୨୦୦୦ ଫୁଟ ଉଚ୍ଚର ପର୍ବତ ଆରୋହଣ କରି ଚର୍ଚ୍ଚାରେ କ୍ୟାନସର ବିଜୟିନୀ

କ୍ୟାନସରକୁ ମାତ୍‌ ଦେଇଥିବା ସ୍ୱାଗତିକା ଦୁଃସାହସିକ ପର୍ବତ ଆରୋହରଣ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

Suspence Death
ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ମା ଓ ସ୍ତ୍ରୀ, ହେଲେ ପୁଅ..

ପୁଅର ମୃତ୍ୟୁକୁ ଭୁଲି ପାରୁନି ମାଆ। କହୁଛି, ଭାତ ବାଢିଥିଲି ଖାଇକି ଗଲା ଯେ ଆଉ ଫେରିଲାନି। ସେପଟେ ସ୍ତ୍ରୀ କହୁଛି, ଥଣ୍ଡା ପିଉଥିବା ବେଳେ ଫୋନ୍‌ କରିଥିଲେ। ୩୦ ମିନିଟ୍‌ରେ ପହଞ୍ଚିବେ ବୋଲି ଫୋନ୍‌ ବି କଲେ, ହେଲେ ଆଉ ଫେରିଲେନି। ପୁଅ କହୁଛି, ବାପାଙ୍କ ହତ୍ୟାକାରୀକୁ ଦିଆଯାଉ କଠୋର ଦଣ୍ଡ । ଜାଣନ୍ତୁ କଣ ଥିଲା ପୂରା ଘଟଣା..

ENews
କାହିଁକି ଲୁଚିକି ବାହା ହେଲେ ରାଗିଣୀ? କେମିତି ପାଇଥିଲେ ଜୀବନସାଥୀ?

ଏଇ ଏବେ ହେଲା ଦେଖା, କିଛି ଗୋଟେ ହେଲା ଲେଖା। ଟ୍ରାଡ଼ିସ୍‌ନାଲ ଡ୍ରେସ ପିନ୍ଧିବାକୁ ଏଣିକି ଭଲ ପାଇଲେଣି ରାଗିଣୀ....ଅଲଗା ଅଲଗା ଗେଟ୍‌ଅପ୍‌ ନେବା ପାଇଁ ଭଲପାଆନ୍ତି ରାଗିଣୀ....ଭାରି ସୁନ୍ଦର ଦିଶୁଛି ମଥା ସେଇ ମାଙ୍ଗ୍‌ ଟିକା... ଶୁଣନ୍ତୁ କଣ କହୁଛନ୍ତି ଓଲିଉଡ୍‌ ନାୟିକା ରାଗିଣୀ

  • Tuesday, 21 June 2022
  • ENews
International Yoga day। Odisha-Yoga asans weaveed on Sambalpuri sarees
ଯୋଗକୁ ଲୋକାଭିମୁଖୀ କରିବାକୁ ନିଆରା ପ୍ରୟାସ; ସମ୍ବଲପୁରୀ ଶାଢୀରେ ଯୋଗାସନର ବାନ୍ଧକଳା

ଯୋଗକୁ ଆହୁରି ଲୋକାଭିମୁଖୀ କରିବା ଲକ୍ଷ୍ୟରେ ବାନ୍ଧକଳାରେ ଯୋଗକୁ ସ୍ଥାନିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବାନ୍ଧଶିଳ୍ପୀ ।

Newsfuse
ନିରଞ୍ଜନ ଯାଉ ଯାଉ କଂଗ୍ରେସିଆଙ୍କ ପାଖରେ ଭାରି ଅଭାବ...ଅଫିସ୍‌ରେ ଆଉ ଲେଟର ପ୍ୟାଡ୍‌ ବି ମିଳୁନି...

ଆଲୋ ଆଲୋ ଇଏ କ’ଣ? ଧନୀ ସଭାପତି ଯାଉ ଯାଉ କଂଗ୍ରେସିଆଙ୍କୁ ଶନି ଦଶା ପଡିଲା କି? ନିରଞ୍ଜନ ବାବୁ କ’ଣ ଏମିତି କହିଲେ? ଆମର ଏତେ ବଡ଼ ଅଫିସ୍‌ରେ ଲେଟର ପ୍ୟାଡ୍‌ ନାହିଁ....ଇଏ କ’ଣ ହେଲାରେ ନାରଣ? କ୍ଷମତାରେ ତ ଦଳ ନାହିଁ, ଟଙ୍କା ଆସିବ କେଉଁଠୁ ?

Pencil Art
ଅଜବ ପ୍ରତିଭା, ଯାହା ଦେଖୁଛନ୍ତି ତାହା ଆଙ୍କୁଛନ୍ତି

ପିଲାଟି ଦିନରୁ ଉମାକାନ୍ତଙ୍କର ଚିତ୍ର ପ୍ରତି ପ୍ରବଳ ଦୁର୍ବଳତା ଥିଲା । ସେଥିପାଇଁ ତ ଯେଉଁଠି ବସିଲେ ବି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦେଉଛନ୍ତି ଉମାକାନ୍ତ।

   5G roll out to begin in 20-25 cities, towns by year-end: Telecom minister Ashwini Vaishnaw
ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ 5-ଜି ସେବା: ଅଶ୍ୱିନୀ ବୈଷ୍ଣବ

5Gର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ 5-ଜି ସେବା ମିଳିବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Marriage Function
୫୧ ଟ୍ରାକ୍ଟର ଉପରେ ନାଚିଲେ ୧୫୦ ବରଯାତ୍ରୀ, ଆଉ ଖୋଦ୍‌ ବର ବି..

୫୧ ଟ୍ରାକ୍ଟର, ୧୫୦ ବରଯାତ୍ରୀ ନେଇ କନିଆଁ ଘରକୁ ବାହାରିଲା ବର। ବାଜୁଥିଲା ବ୍ୟାଣ୍ଡ ବାଜା..ନାଚୁଥିଲେ ବରଯାତ୍ରୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ..

Car catches fire in Bhubaneswar
ବିଚ୍ ରାସ୍ତାରେ ଯୁବକଙ୍କ ଗୁଣ୍ଡାରାଜ୍; କୁଆଡ଼େ ଗଲେ ରାଜଧାନୀର ସ୍ମାର୍ଟ ପୋଲିସ ?

ଗଣ୍ଡଗୋଳରୁ ଜାଳିଦେଲେ ସ୍କୋର୍ପିଓ କାର । କିଏ ଓ କାହିଁକି ନିଆଁ ଲଗାଇଲା ତାହା ସ୍ପଷ୍ଟ ଜଣାପଡିନାହିଁ ।

International Yoga Day 2022
ବାଲୁକା କଳା ମାଧ୍ୟରେ ଯୋଗ ସଚେତନତାର ବାର୍ତ୍ତା

ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବାଲୁକାକଳା । ବାଲୁକାକଳା ମାଧ୍ୟରେ ଯୋଗ ସଚେତନତାର ବାର୍ତ୍ତା ଦେଲେ ବାଲୁକଶିଳ୍ପୀ ।

Elephants Death
ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି

ଫସଲ ନଷ୍ଟ କରୁଥିବାରୁ ଗୁଳି ଚଳାଇବାକୁ ବି ପଛାଉ ନାହାଁନ୍ତି ଲୋକେ । କିଛି କ୍ଷେତ୍ରରେ ବନ କର୍ମଚାରୀଙ୍କ ତ୍ରୁଟି ଓ ଉଦାସୀନତାରୁ ବି ହାତୀଙ୍କ ଜୀବନ ଯାଉଛି । ଏଭଳି ବିଭିନ୍ନ କାରଣକୁ ନେଇ ଆମ ରାଜ୍ୟର ହାତୀ ଏବେ ସଙ୍କଟରେ ।

Leopard
ବାର୍‌ହା ଫାଶରୁ ଉଦ୍ଧାର ହେଲା କଲରାପତରିଆ ବାଘ

ଅଘଟଣ ପୂର୍ବରୁ କଲରାପତରିଆ ବାଘକୁ ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ ଟିମ୍ । ସାତକୋଶିଆ ଅଭୟାରଣ୍ୟର ଗୋପାଳପୁର ଅଞ୍ଚଳରେ ଫସିଥିଲା ବାଘ ।

Elephants Death
ରାଜ୍ୟରେ ଅନବରତ ବଢି ଚାଲିଛି ହାତୀ ମୃତ୍ୟୁ ସଂଖ୍ୟା; ଚାଞ୍ଚଲ୍ୟକର ତଥ୍ୟ ଦେଲେ ପିସିସିଏଫ୍

କେବେ ଶିକାରୀ ଗୁଳି ତ ଆଉ କେବେ ଟ୍ରେନ୍ ଇଂଜିନ ନେଉଛି ହାତୀଙ୍କ ଜୀବନ । ଏଭଳି ବିଭିନ୍ନ କାରଣକୁ ନେଇ ଆମ ରାଜ୍ୟର ହାତୀ ଏବେ ସଙ୍କଟରେ । ରାଜ୍ୟରେ ହାତୀ ମୃତ୍ୟୁ କିଏ ଦେବ ଏମାନଙ୍କୁ ସୁରକ୍ଷା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Special story
ଭାତ ରାନ୍ଧିବା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ : ସରିତାଙ୍କ ରୋଷେଇ ଘରେ ସବୁ ମାଟି ତିଆରି

ମାଟି ତିଆରି ପାତ୍ରରେ ଖାଇ ସୁସ୍ଥ ଥିବା କହିଛନ୍ତି ସରିତାଙ୍କ ପରିବାର ଲୋକ ।

Actress Rashmirekha death - Bhubaneswar DCP Prateek Singh addresses press meet
ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ଘଟଣା: ରଶ୍ମି ଆତ୍ମହତ୍ୟା କରିଥିବା କହିଲେ ଭୁବନେଶ୍ୱର ଡିସିପି

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ବଢ଼ିଛି ସସ୍‌ପେନ୍ସ । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବାର କହିଲେ ଭୁବନେଶ୍ୱର ଡିସିପି ।

Special story
ସୂଚନା ଅଧିକାର ଆଇନ ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ

ଗୋପନୀୟ ଓ ସଂବେଦନଶୀଳ ପ୍ରସଙ୍ଗ ଛାଡ଼ି ଅନ୍ୟ ସବୁ RTIକୁ ଆସିବ

Two Family Alleges Ostracism In Kendrapara
୨ ପରିବାରକୁ ସାମାଜିକ ବାସନ୍ଦ ! ଗାଁ ଲୋକଙ୍କ ସହ କଥା ହେଲେ ୫୦୦ ଟଙ୍କା ଫାଇନ୍‌

୨ ପରିବାରକୁ ସାମାଜିକ ବାସନ୍ଦ ! ନା ସେମାନେ ଦୋକାନରୁ ସଉଦା କିଣୁଛନ୍ତି, ନା କାହା ସହ କଥା ହେଉଛନ୍ତି। ଗାଁ ଲୋକଙ୍କ ସହ କଥା ହେଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଗାଁ କମିଟି ଚେତାବନୀ ଦେଇଛି।

Divyang man in Odisha
କେବଳ ଯୋଗ ପାଇଁ....୯୭ ବର୍ଷରେ ବି ପୂରା ଫିଟ୍‌

ବୟସ ୯୭ ଡେଇଁଲାଣି। କିନ୍ତୁ ପ୍ରତ୍ୟେକ ଦିନ ସକାଳୁ ୨ ଘଂଟା ଯୋଗ କରୁଛନ୍ତି, ୩ କିମି ପର୍ଯ୍ୟନ୍ତ ଚାଲୁଛନ୍ତି। ଶିଡ଼ି ଚଢିବାଠୁ ଆରମ୍ଭ କରି ବଜାରରୁ ସଉଦା ଆଣିବା...ସବୁ କାମରେ ନିରଞ୍ଜନ ପୂରା ଫିଟ୍‌। ଛାତ ଉପରେ ନିଜେ ଯୋଗ କରୁଛନ୍ତି, ଅନ୍ୟକୁ ଉତ୍ସାହିତ ମଧ୍ୟ କରୁଛନ୍ତି....

Mandia Cha: Best street joint in Odisha's Jeypore For Chai Lovers
ଆଃ କି ଟେଷ୍ଟ୍‌ ! ବଢ଼ୁଛି ମାଣ୍ଡିଆ ଚା’ର ଡିମାଣ୍ଡ୍‌

କେବେ ପିଇଛନ୍ତି କି ମାଣ୍ଡିଆ ଚା’ ? ସମ୍ପୂର୍ଣ୍ଣ ଭାବେ ମାଣ୍ଡିଆରେ ପ୍ରସ୍ତୁତ ହେଉଛି ଏହି ଚା’। ଦିନେ ମାଣ୍ଡିଆକୁ ନାକ ଟେକୁଥିବା ସୌଖିନ ମଣିଷ ଆଜି ମାଣ୍ଡିଆର ମହତ୍ତ୍ୱକୁ ବି ବୁଝୁଛି।

Tree Branch Falls Fire Personel Dead
ଯିଏ ଦିନେ ଲୋକଙ୍କୁ ସାହା ହେଉଥିଲେ, ଆଜି ତାଙ୍କ ଜୀବନ ନେଇଗଲା ଗଛ

ଯିଏ ଦିନେ ଶହଶହ ଲୋକଙ୍କୁ ଉଦ୍ଧାର କରୁଥିଲେ...ବନ୍ୟା ହେଉ କି ବାତ୍ୟା କି ଘରପୋଡ଼ି..ଖବର ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଉଥିଲେ ଆଉ ପ୍ରାଣ ରକ୍ଷା କରୁଥିଲେ...ରାସ୍ତା ଉପରେ ଗଛ ନେଇଗଲା ତାଙ୍କ ଜୀବନ। ରାସ୍ତାରେ ଯାଉ ଯାଉ ବିରାଟ ଡାଳ ପଡ଼ିଲା କିନ୍ତୁ ବଂଚିବାକୁ ସଂଘର୍ଷ କରୁଥିଲେ..ହେଲେ ଉଦ୍ଧାର ତ ହୋଇଗଲେ କିନ୍ତୁ ଜୀବନ ଫେରିପାରଲେନି ବାହାଦୁର ଅଗ୍ନିଶମ କର୍ମଚାରୀ

Meet this fitness freak
କେବଳ ଯୋଗ ପାଇଁ....୯୭ ବର୍ଷରେ ବି ପୂରା ଫିଟ୍‌

ବୟସ ୯୭ ଡେଇଁଲାଣି। କିନ୍ତୁ ପ୍ରତ୍ୟେକ ଦିନ ସକାଳୁ ୨ ଘଂଟା ଯୋଗ କରୁଛନ୍ତି, ୩ କିମି ପର୍ଯ୍ୟନ୍ତ ଚାଲୁଛନ୍ତି। ଶିଡ଼ି ଚଢିବାଠୁ ଆରମ୍ଭ କରି ବଜାରରୁ ସଉଦା ଆଣିବା...ସବୁ କାମରେ ନିରଞ୍ଜନ ପୂରା ଫିଟ୍‌। ଛାତ ଉପରେ ନିଜେ ଯୋଗ କରୁଛନ୍ତି, ଅନ୍ୟକୁ ଉତ୍ସାହିତ ମଧ୍ୟ କରୁଛନ୍ତି....