• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Cyber Crime
ତୁମେ କି କାମ କରୁଛ? ମାସ ଶେଷ ହେବାକୁ ବସିଲାଣି...ଟାର୍ଗେଟ୍‌ ଫୁଲ କଲନି, ଜଣଙ୍କୁ ବି ମୋହରା କରିପାରିଲନି?

କଣ କରୁଛ ତୁମେ? ମାସ ଆସିକି ଶେଷ ହେଲାଣି କିନ୍ତୁ ତୁମେ ଏ ପର୍ଯ୍ୟନ୍ତ ଟାର୍ଗେଟ୍‌ ଫୁଲ କଲନି? ଆମେ କଣ କରିବା, କେମିତି ଚଳିବା? ତୁରନ୍ତ କାହାକୁ ଗୋଟେ ମୋହରା ବନାଅ...ଦେଖନ୍ତୁ ବ୍ୟାଙ୍କ ଚାକିରି ନାଁରେ କେମିତି ଯୁବକଙ୍କୁ ଲଗାଇଲେ ଚୂନା...

 Yoga helps
ଜୀବନ ବଦଳାଇ ଦେଲା ଯୋଗ...ଯିଏ ଦିନେ କୁଖ୍ୟାତ ଅପରାଧୀ ଥିଲେ, ସିଏ ଆଜି କର୍ପୋରେଟ୍‌ର ହେଲେ...

ଜୀବନ ବଦଳାଇ ଦେଲା ଯୋଗ। ଯିଏ ଦିନେ କୁଖ୍ୟାତ ଅପରାଧୀ ଥିଲା, ରାସ୍ତାରେ ଗଲେ ଲୋକ ଭୟରେ ଥରୁଥିଲେ। ସିଏ ଯୋଗ ଶିକ୍ଷକ ହେବା ପରେ ଏବେ ତାଙ୍କଠାରୁ ଯୋଗ ଶିଖିବାକୁ ନିଇତି ଲୋକଙ୍କ ଲମ୍ବୁଛି ଲମ୍ବା ଲାଇନ୍‌। ଜେଲରେ ଥିବା ବେଳେ ଏମିତି ଯୋଗ କଲେ ଯେ, ଆଜି ଉଗ୍ର ମାନସିକତାରୁ ଶାନ୍ତ ସ୍ୱଭାବ ପାଇଁ ଚର୍ଚ୍ଚିତ ହେଲେ। ଏବେ ପୁଣି ବିଜେଡ଼ିରୁ ଟିକେଟ୍‌ ପାଇଁ କର୍ପୋରେଟ୍‌ର ହେଲେ.....

Cases Pending In Orissa High Court
ଓଡ଼ିଶା ହାଇକୋର୍ଟରେ ପଡ଼ି ରହିଛି ୧ ଲକ୍ଷରୁ ଅଧିକ ମାମଲା

ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି। ୨୦୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୭୩ ହଜାର ୫୧୦ ମାମଲା ପଡ଼ି ରହିଛି।

teacher shortage affects Aska school
ନିଦାବିଷ୍ଣୁ ସାଜିଛି ପ୍ରଶାସନ....୩୦୦ ପିଲାକୁ ଦେଇ ୬ ମାଷ୍ଟର...ପିଲା ପଢିବେ କେମିତି?

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଇଏ ଏମିତି ସ୍କୁଲ ଯେ ୩୦୦ ପିଲାଙ୍କୁ ପଢାଇବାକୁ ଅଛନ୍ତି ମାତ୍ର ୬ ଜଣ ମାଷ୍ଟର। ପାଠ ପଢା ବେଳେ ଛାତରୁ ଖସି ପଡୁଛି ସ୍ଲାବ୍‌...ଟିକିଏ ବର୍ଷା ହେଲେ ପୂରା ଓଦା ହେଉଛନ୍ତି ପିଲା। ପ୍ରଶାସନ ପାଖରେ ଗୁହାରି କଲେ ବି କେହି ଶୁଣୁନାହାନ୍ତି। ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ପିଲା...

Apana Eka Nuhanti
୧୪ ବର୍ଷ ହେଲାଣି ଶେଯରେ ଶୋଇଛି ସ୍ୱାମୀ....ଇଚ୍ଛା ଥିଲେ ବି ସ୍ୱାମୀର ଚିକିତ୍ସା ହେଉନି...

ବାହାଘର ୬ ବର୍ଷ ପରେ ସ୍ୱାମୀ ପଡ଼ିଲେ ଶେଯରେ। ୧୪ ବର୍ଷ ହେଲାଣି ସରୁନି ଦୁଃଖ...ଫଟୋରେ ଥିବା ଦେବତାଙ୍କୁ ପୂଜା କରି ନିଜ ଜୀବନର ଦେବତାଙ୍କୁ ଭଲ କରିଦେବାକୁ କରନ୍ତି ପ୍ରାର୍ଥନା। ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ୧୪ ବର୍ଷ ହେଲାଣି ଏମିତି ସ୍ୱାମୀଙ୍କ ସେବାରେ ବ୍ୟସ୍ତ କାଞ୍ଚନ। ଯିଏ ଦିନେ ପରିବାରର ବୋଝ ଉଠାଉଥିଲେ ଆଜି ସିଏ ନିଜେ ହିଁ ପରିବାର ପାଇଁ ପାଲଟିଗଲେ ବୋଝ....

Draupadi Murmu
ଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ। 

Water Electricity
ଡ୍ୟାମ୍‌ରେ ପାଣି ନାହିଁ, ବିଦ୍ୟୁତ ଉତ୍ପାଦନ ଠପ୍‌ ! ମୌସୁମୀ ବର୍ଷା ସାହା ଭରସା

ରାଜ୍ୟରେ ଥିବା ୭ଟି ମେଗା ଜଳବିଦ୍ୟୁତ କେନ୍ଦ୍ରର ମୋଟ ଉତ୍ପାଦନ କ୍ଷମତା ୨୦୯୯. ୫ ମେଗାୱାଟ୍ । କିନ୍ତୁ ଜୁନ୍ ୨୧ରେ ଏସବୁରୁ ଉତ୍ପାଦନ ହୋଇଛି ମାତ୍ର ୯୪.୫୪ ମେଗାୱାଟ୍, ଯାହାକି ମୋଟ୍ କ୍ଷମତାର ୫ ପ୍ରତିଶତରୁ ବି କମ୍ ।

The Agneepath scheme
ଯୋଜନା ପରେ ନିଆଁ ଜଳିଲା....କେବଳ ଚଳିତଥର ପାଇଁ ବୟସ ସୀମା ବଢିଲା...

କେନ୍ଦ୍ରର ଅଗ୍ନିପଥ ଯୋଜନା ପରେ ଦେଶରେ ପ୍ରବଳ ଅଶାନ୍ତି। ଯୋଜନାକୁ ବିରୋଧ କରି ପୋଡାଜଳା-ଭଙ୍ଗାରୁଜା ହେବା ପରେ କେବଳ ଚଳିତଥର ପାଇଁ ବୟସ ସୀମା ବୃଦ୍ଧି କଲେ ସରକାର.....

Violence across the country over agnipath
ଅଗ୍ନିପଥକୁ ନେଇ ସାରା ଦେଶରେ ଜଳୁଛି ନିଆଁ, ମୁହାଁମୁହିଁ ପୋଲିସ-ଆନ୍ଦୋଳନକାରୀ

ଅଗ୍ନିପଥକୁ ନେଇ ଥମୁନି ନିଆଁ। ସାରା ଦେଶରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ....ପୋଲିସ-ଯୁବଗୋଷ୍ଠୀ ମଧ୍ୟରେ ଅନେକ ସ୍ଥାନରେ ହେଲା ଧସ୍ତାଧସ୍ତି...ଦେଖନ୍ତୁ ପୂରା ରିପୋର୍ଟ...

Man erects fence
ସ୍କୁଲରୁ ଯିବାକୁ ବାପା ଦାନ କରିଥିଲେ ଜମି, ଏବେ ବାଡ ବୁଜି ଦେଲେ ପୁଅ...

ସ୍କୁଲକୁ ପିଲା ଯିବା ପାଇଁ ବାପା ଦାନ କରିଥିଲେ ଜମି। ଏବେ ସ୍କୁଲ ସାମ୍ନାରେ ବାଡ଼ ବୁଜି ଦେଲେ ପୁଅ। କହିଲେ,ସ୍କୁଲ ଉନ୍ନତି କାମରେ ହେଉଛି ଦୁର୍ନୀତି। କାମ ଭଲରେ କଲେ ବାଡ଼ ଖୋଲାଯିବ। ବାଡ଼ରେ ଗଳି ଗଳି ପାଠ ପଢିବାକୁ ଯାଉଛନ୍ତି ପିଲା....ସମସ୍ୟା ଘେରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ...

the great odisha poltical circus
ହେଉ ହେଉ ରହିଗଲେ ଖଣ୍ଡପଡ଼ା ବାବୁ....ବାଜି ମାରିଦେଲେ ବିଞ୍ଝାରପୁର ନାନୀ

ପଲଟିକାଲ ନନା...ନୂଆ ମନ୍ତ୍ରୀଙ୍କ ବିଷୟରେ କରିବ ଆଲୋଚନା। ବଡ଼ମ୍ବା ନନା ପାରିଲେନି....ମନ୍ତ୍ରୀ ପଦ ନେଇଗଲେ ବିଞ୍ଝାରପୁର ନାନୀ....ହେଉ ହେଉ ରହିଗଲେ ଖଣ୍ଡପଡ଼ା ମଣି....ଆଲୋ ଆଲୋ....ସବୁ ତ କହିଦେଲ

Swagatika beats cancer
କ୍ୟାନସର ହାରିଲା, ସ୍ୱାଗତିକା ଜିତିଲେ...ଏବେ ଚଢିଲେ ୧୨ ହଜାର ଫୁଟ୍‌ ପର୍ବତ, ଆଗାମୀ ଦିନରେ ଟାର୍ଗେଟ୍‌ ରହିଛି ଏଭେରେଷ୍ଟ...

ହାରିଲା କ୍ୟାନସର, ଜିତିଲେ ସ୍ୱାଗତିକା। ରୋଗରୁ ଭଲ ହେବା ପରେ ଚଢିଲେ ୧୨ ହଜାର ଫୁଟ୍‌ ଉଚ୍ଚର ଏଇ ପାହାଡ଼। ସାଙ୍ଗରେ ଥିଲେ ୮ କ୍ୟାନସରରୁ ଭଲ ହୋଇଥିବା ରୋଗୀ। ଆଗାମୀ ଦିନରେ ଏଭେରେଷ୍ଟ ଚଢିବାକୁ ରଖିଛନ୍ତି ଲକ୍ଷ୍ୟ...ସେପଟେ ବାପା କହୁଛନ୍ତି....କ୍ୟାନସରରେ ପଡ଼ି ଝିଅ ହାର ମାନିନି...ଅନ୍ୟ ରୋଗୀଙ୍କୁ ହାର ନମାନନ୍ତୁ....

Making news
ରିଲ୍‌ ବିନା ମୁଁ ବଞ୍ଚିପାରିବିନି...ମୁଁ ଗୋଟିଏ ରିଲ୍‌ କଲେ ଏତେ ଭାଇରାଲ ହେଉଛି...ମୁଁ କ’ଣ କରିବି?

ବିନା ରିଲ୍‌ରେ କଣ ବଞ୍ଚି ହେବ? କିଛି କରିବାର ନାହିଁ...ମୁଁ ଏତେ ସୁନ୍ଦର ଯେ, ଗୋଟିଏ ରିଲ୍‌ କରୁ କରୁ ପୂରା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ମୋର କିଛି ଦୋଷ ନାହିଁ...

Rahul Sahu
ରାହୁଲ ଯିବ ପୁରୀ, ଦେଖିବ ରଥଯାତ୍ରା !

ରାହୁଲକୁ ଦେଖିଲେ ଲାଗୁଛି ଯେମିତି ମେଡିକାଲ ବେଡ ଉପରେ ବସି ରହି ସବୁ ପଛ କଥାକୁ ଭୁଲିଯିବାକୁ ଚାହୁଁଛି ।

‘Gods saving trees’
ଗଛ ଲଗାଇବା ପରେ ଗଛ ଉପାଡି ନେଉଥିଲେ ଅସାଧୁ ବ୍ୟକ୍ତି...ଗଛରେ ଠାକୁର ଫଟୋ ଲଗାଇବାରୁ...

ଗଛ ଲଗାଇ ଆସିବା ପରେ ଗଛ ଚାରା ଉପାଡ଼ି ନେଉଥିଲେ ଅସାଧୁ ବ୍ୟକ୍ତି। ବାରମ୍ବାର ଲୁହାର ତାର ଦେବା ପରେ ବି ସ୍ଥିତି ସୁଧୁରିଲାନି। ଠାକୁରଙ୍କ କନା ଓ ଫଟୋ ଲଗାଇବା ପରେ ଏବେ ଚାରା ଗଛକୁ ଉପାଡ଼ୁ ନାହାନ୍ତି ଅସାଧୁ ବ୍ୟକ୍ତି...ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏହି ସ୍ୱତନ୍ତ୍ର ଭିଡ଼ିଓ

Orissa HC quashes all petitions filed in connection with Srimandir Heritage Corridor project
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସମସ୍ତ ମାମଲା ରଦ୍ଦ କଲେ ହାଇକୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସି ସାରିଥିବାରୁ ଦାୟର ସମସ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଏହାକୁ ରଦ୍ଦ କରିଛନ୍ତି।

BJP Vice President Baijayant Panda
'ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଦେଶ ପାଇଁ ଭଲ'

ଭୂରିଭୂରି ପ୍ରଶଂସା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। 

  • Wednesday, 22 June 2022
Ashara Aloka
ମତେ ଅଧା ରାତିରେ ଷ୍ଟେସନ୍‌ରେ ଛାଡ଼ିଦେଲେ...ମୁଁ ତାଙ୍କ ସହ ଆଉ ରହିବିନି...

ମତେ ଅଧା ରାସ୍ତାରେ ଛାଡି ଦେଇ ପଳାଇଲେ। ଫୋନ୍‌ କଲେ ଉଠାଇବେନି କି କଲବ୍ୟାକ୍‌ କରିବେନି....ସବୁବେଳେ ଖାଲି ୱେଟିଂ ଆସିବ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏତେ ମନାନ୍ତର ରହିଛି କିନ୍ତୁ ଦୁଇ ପକ୍ଷର ପରିବାର କିଛି ଜାଣିନାହାନ୍ତି। ଏବେ ସମାଧାନ ପାଇଁ ସତ୍ୟାନନ୍ଦ-କୁମୁଦିନୀ ପହଞ୍ଚିଛନ୍ତି ଆଶାର ଆଲୋକ ମଞ୍ଚରେ...ଦେଖନ୍ତୁ ଏଇ ଭିଡ଼ିଓ

News fuse
ଆମେ ଦୁଇମନ୍ତ୍ରୀ ସମୀର-ତୁଷାର ନବୀନଙ୍କ ଭାରି ପ୍ରିୟ...କି ଦୋଳି ଖେଳାଲୋ...

ଆଲୋ ଆଲୋ ଇଏ କ’ଣ? ରଜରେ କଣ ଏମିତି ସାଙ୍ଗ ହୋଇ ଦୋଳି ଖେଳୁଛନ୍ତି ଦୁଇ ମନ୍ତ୍ରୀ....ହଁ, ଏମାନେ ଭାବୁଥିବେ ଆମେ ଦୁଇମନ୍ତ୍ରୀ ତୁଷାର-ସମୀର ନବୀନଙ୍କ ଭାରି ପସନ୍ଦ....ଦେଖୁନୁରେ ନାରଣ କେମିତି ସାଙ୍ଗ ହୋଇ ଖେଳୁଛନ୍ତି ଦୋଳି...

Taste of Odisha
ଲଙ୍କା, ରସୁଣ ଛେଚା...କଟା ପିଆଜ ଓ ଲେମ୍ବୁ ରସ ଦେଇ ତିଆରି କରନ୍ତୁ ଲେମ୍ବୁ ଚିକେନ୍‌ ରୋଷ୍ଟ...

ଲଙ୍କା, ରସୁଣ ଛେଚା...କଟା ପିଆଜ ଓ ଲେମ୍ବୁ ରସ ଦେଇ ତିଆରି କରନ୍ତୁ ଲେମ୍ବୁ ଚିକେନ୍‌ ରୋଷ୍ଟ..ଗରମ ହେଉ କି ପଖାଳ ଯାହା ସାଙ୍ଗରେ ବି ଖାଇଲେ ଟେଷ୍ଟ ପୂରା ଜବରଦସ୍ତ ଆସିବ....ଏବେ ଟିପି ରଖନ୍ତୁ ପୂରା ପ୍ରସ୍ତୁତ ପ୍ରଣାଳୀ..

Draupadi Murmu
ସ୍ୱାମୀ, ଦୁଇ ପୁଅଙ୍କ ଦେହାନ୍ତ ପରେ କେମିତି କଟିଥିଲା ଦ୍ରୌପଦୀ ମୁର୍ମୁଙ୍କ ଜୀବନ

ଚାକିରି ଛାଡ଼ି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ ଦ୍ରୋପଦୀ।

Elephant death
ହାରିଗଲା ହାତୀ ! କାଳ ହେଲା କି ପାଣି ଭିତରେ ଚିକିତ୍ସା ?

ପାଣି ଭିତରୁ ତାକୁ ପୂର୍ବରୁ କଢ଼ାଗଲାନି କାହିଁକି ? ଠିକ୍ ଚିକିତ୍ସା କରାଯାଇଥିଲା ତ ?

Anubhav Mohanty
ଅନୁଭବଙ୍କୁ ଝଟ୍‌କା ! ଶ୍ୱଶୁର ଘର ଛାଡ଼ିବେନି ବର୍ଷା

SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍ ।

Sabar Srikhetra
ଜଗା ପ୍ରେମରେ ବନ୍ଧା ଶାବର ଶ୍ରୀକ୍ଷେତ୍ରର ଆଦିବାସୀ ସେବାୟତ

ଅଣସର ଘରେ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧା ବିଗ୍ରହ। ଭକ୍ତି ଭାବରେ ସେବା କରୁଛନ୍ତି ଆଦିବାସୀ ସେବକ । ଶାବର ଶ୍ରୀକ୍ଷେତ୍ରର ଏ ଅନନ୍ୟ ପରମ୍ପରା। ଏଇ ଅଣସର ସମୟରେ ଦେଖନ୍ତୁ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହା ଯାଉଥିବା ଶାବର ଶ୍ରୀକ୍ଷେତ୍ର କୋରାପୁଟରେ କିପରି ଜଣେ ଆଦିବାସୀ ସେବକ ପ୍ରଭୁଙ୍କ ଅଙ୍ଗଲାଗି ସେବା କରୁଛନ୍ତି ।