• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Diarrhoea outbreak leaves 4 dead, dozens ill in Rayagada
ରାୟଗଡ଼ା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି; ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ରାୟଗଡ଼ା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ଆତଙ୍କ.....

Truck Terminal
ଡ୍ରାଇଭରଙ୍କ ପାଇଁ ଖୁସି ଖବର ! ପ୍ରତି ଶହେ କିଲୋମିଟରରେ ହେବ ଟ୍ରକ୍‌ ଟର୍ମିନାଲ, ସରିଲାଣି ଜମି ଚିହ୍ନଟ

ଗୃହରେ ପ୍ରଶ୍ନୋତ୍ତରରେ କହିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅନଗୁଳ, ବାଲେଶ୍ୱର, ଗଂଜାମ, ଯାଜପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଜମି ଚିହ୍ନଟ ସରିଛି ।

News Fuse
ରଥଯାତ୍ରାରେ.. ଜଗା ସାମ୍ନାରେ “ଗୋରୀ ତୋ ଷ୍ଟାଇଲ ଏନର୍ଜି ଦେଉଛି ଭରି” ଗୀତରେ ଉଠିଲା ପଡ଼ିଲା ମଞ୍ଚ…

ତୁମ ଚିନ୍ତା ଧାରାକୁ ଜୁହାର। ଦେଖୁନୁରେ ନାରଣ, କେମିତି ଜଗା ରଥରେ ବସିଛି ଆଉ ଏମାନେ “ଗୋରୀ ତୋ ଷ୍ଟାଇଲ ଏନର୍ଜି ଦେଉଛି ଭରି” ଗୀତରେ ମଞ୍ଚ ଦୁଲୁକାଉଛନ୍ତି। ଆଉ ଆଜିକାଲି ଜମାନାରେ କିଏ ନିରୋଳା ଭଜନ ଶୁଣୁଛି ଯେ? ଧନ୍ୟରେ ନାରଣ...

Save Youth Life
ଗାଁର ଭେଣ୍ତିଆ ପୁଅକୁ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ଗାଁଲୋକ ଓ ସରପଞ୍ଚ

ଭୋ ଭୋ ହୋଇ କାନ୍ଦୁଛନ୍ତି ସରପଞ୍ଚ। ଗାଁ ସାରା ଲୋକ ବ୍ୟାନର ଧରି ବୁଲୁଛନ୍ତି ମାଇଲ୍ ମାଇଲ୍ ବାଟ। ଭିକ୍ଷା ମାଗୁଛନ୍ତି ଗାଁର ପୁଅ ସୌମ୍ୟଙ୍କ ପାଇଁ। ଗରିବ ଦିନମଜୁରିଆର ପୁଅ ସୌମ୍ୟ ସବୁଗୁଣରେ ଭଲ ପିଲାଟିଏ। ଏବେ ସେ ଏମ୍ସ ହସପିଟାଲରେ ଜୀବନ ସହ ଲଢ଼େଇ କରୁଛି। ସମସ୍ତେ ହାତ ଯୋଡ଼ି ଭିକ୍ଷା ମାଗୁଛନ୍ତି, ଆପଣ ଦୟାକଲେ ପିଲାଟି ବଞ୍ଚି ଯାଆନ୍ତା।

Viral Sisters
ସୋସିଆଲ ମିଡ଼ିଆରେ ପୁଣି ଚମକିଲେ ଭାଇରାଲ ଭଉଣୀ, ଏଥର ହେଲମେଟ୍‌କୁ ନେଇ ଦେଲେ ବଡ଼ ବାର୍ତ୍ତା

ପୁଣି ସୋସିଆଲ ମିଡ଼ିଆରେ ଚମକିଲେ ଦୁଇ ଭାଇରାଲ ଭଉଣୀ । ଏଥର ହେଲମେଟ୍‌ ଉପରେ ୨ ମିନିଟ୍‌ର କଲେ ଫିଲ୍ମ । ପୂର୍ବରୁ ବି ଅନେକଥର ଭିଡ଼ିଓ କରି ପ୍ରଶଂସା ସାଉଁଟିଥିଲେ ଶ୍ରୁତି ଓ ପ୍ରୀତି।

Kidney Transplant
ବିଶ୍ୱସ୍ତରୀୟ SCBରେ ହୋଇପାରିଲାନି କିଡ୍‌ନୀ ପ୍ରତିରୋପଣ ? ହେଲେ ଆଗୁଆ କାଢ଼ି ନେଇଥିଲେ ଡାକ୍ତର

ଜଗତସିଂହପୁରର ୬ ବର୍ଷିୟ ପୁଅର କିଡ୍‌ନୀ ଦାନ କରିଥିଲେ ପରିବାର । ୬ ବର୍ଷିୟ ପୁଅ କିଡ୍ନୀରେ ବଞ୍ଚିଗଲା ଘରୋଇ ହସ୍ପିଟାଲ୍ ରୋଗୀଙ୍କ ଜୀବନ ।

Dipika Padukone
ଦେଖିବାକୁ ଅବିକଳ ଦୀପିକା ପାଦୁକୋନ, ରଣବୀର ଦେଖିଲେ ବି ଚିହ୍ନି ପାରିବେନି

ବିଶ୍ୱରେ ଏକା ଭଳି ଦେଖାଯାଉଥିବା ପ୍ରାୟ ୭ ଜଣ ଲୋକ ରହିଥାନ୍ତି । ଅର୍ଥାତ ପ୍ରତ୍ୟେକ ଲୋକର ହମ୍‌ସକଲ ରହିଛନ୍ତି ।

Special story
ନଳକୂପ ଯୋଗୁଁ ଗାଁରେ କୃତ୍ରିମ ବନ୍ୟା : ଖରା ଯାଇ ବର୍ଷା ଆସିଲାଣି, ଏବେ ସ୍ଥିତି ଆହୁରି ଦୟନୀୟ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଚାଂୟତ ପିପିଲିପଦର ଗାଁ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି

Substandard Sattu, Sooji distributed by Anganwadi workers in Odisha’s Kendrapara
ପିଲାଙ୍କ ଖାଦ୍ୟରେ ପୋକ ସାଲୁ ବାଲୁ, ସୁଜି ଓ ଛତୁଆ ପ୍ୟାକେଟ୍ ଭିତରୁ ବାହାରିଲା ପୋକ

ସୁଜି ଓ ଛତୁଆ ପ୍ୟାକେଟ୍ ଉପରେ ଲେଖାଯାଇଛି ପ୍ରସ୍ତୁତକାରୀ ସଂସ୍ଥାର ନାଁ- ମା ବୁଢ଼ୀ ମଙ୍ଗଳା। ଏସ୍‌ଏଚଜି ନାଁରେ ପ୍ୟାକିଂ ହୋଇଥିବା ଏହି ଛତୁଆ ପ୍ୟାକେଟ୍ ଭିତରୁ ପୋକ ସାଲୁ ବାଲୁ ଥିବା ଦେଖିବାକୁ ମିଳିଛି। ଏପରିକି ପ୍ୟାକେଟ୍ ଭିତରେ ମଲା ପୋକ ମଧ୍ୟ ବାହାରୁଥିବା ଅଭିଯୋଗ ହୋଇଛି।

Villagers resort to begging to save life of a village youth in Dhenkanal
ଗାଁର ଅସହାୟ ପୁଅ ପାଇଁ ସରପଞ୍ଚଙ୍କ ଆଖିରେ ଲୁହ, ବୁଲି ବୁଲି ଭିକ ମାଗୁଛନ୍ତି ଗ୍ରାମବାସୀ

୨୧ ବର୍ଷୀୟ ମେଧାବୀ ଛାତ୍ର ସୌମ୍ୟରଞ୍ଜନ ବାରିକଙ୍କ ପାଇଁ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କଠୁ ନେଇ ଗାଁର ଆବାଳ ବୃଦ୍ଧବନୀତା ଏବେ କାନ୍ଦୁଛନ୍ତି। କାରଣ ସୌମ୍ୟ ଏବେ ଭୁବନେଶ୍ୱର ଏମ୍ସରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

Water Logging At Cuttack Badambadi Bus Stand
ପଙ୍କ କାଦୁଅରେ ପଚପଚ କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ, ଇଏ କ’ଣ ବିଶ୍ୱ ସ୍ତରୀୟ ?

ରାଜ୍ୟର ସବୁ ବିଶ୍ୱ ସ୍ତରୀୟ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ମୌସୁମୀ ବର୍ଷାରେ ବାଦାମବାଡ଼ିର ଅନୁଗୁଳ-ପାରାଦୀପ ବସ୍‌ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପଙ୍କ କାଦୁଅରେ ପଚପଚ ବସ୍‌ଷ୍ଟାଣ୍ଡ।

Asahara Aloka
ଘର ଖର୍ଚ୍ଚ କରିବା ପରେ ସ୍ତ୍ରୀ ହାତରେ ଟଙ୍କା ସ୍ୱାମୀ ଦେବେନି? ଏଇଥି ପାଇଁ ସମ୍ପର୍କରେ ଦେଖାଗଲା ଫାଟ?

ମୁଁ ଯେତେ ଟଙ୍କା ରୋଜଗାର କରେ ସ୍ତ୍ରୀକୁ କାହିଁକି କୈଫତ ଦେବି? ରାତି ସାରା ବାହାରେ ବୁଲିବେ କିନ୍ତୁ ମତେ କିଛି କହିବେନି। ଏତେ ଟଙ୍କା ରୋଜଗାର କରୁଛନ୍ତି କିନ୍ତୁ ସ୍ତ୍ରୀଙ୍କୁ କାହିଁକି ଦେଉନାହାନ୍ତି?

1 teacher for 210 students
ଶିକ୍ଷକ ନାହାନ୍ତି...ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା...ଡାକୁଛନ୍ତି ଅ, ଆ, ଇ, ଈ...

ବାଃ ବାଃରେ ଆମ ଶିକ୍ଷା ବ୍ୟବସ୍ଥା। ଏଇଠି ଶିକ୍ଷକ ନାହାନ୍ତି , ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା। ଟେବୁଲ ପାଖରେ ଛିଡା ହୋଇଛି କୁନି ଝିଅ,ପିଲାଙ୍କୁ ଡକାଉଛି B For Ball। ୨୧୦ ପିଲାଙ୍କୁ ଜଣେ ମାତ୍ର ଶିକ୍ଷୟିତ୍ରୀ ଥିବାରୁ ଗୋଟିଏ ଶ୍ରେଣୀରେ ପାଠ ପଢାଗଲେ ଅନ୍ୟ ଶ୍ରେଣୀର ପିଲା ବସୁଛନ୍ତି...ଅଭିଯୋଗ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ। ଦେଖନ୍ତୁ କେମିତି ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା

Salman Khan
ମୁସେୱାଲାଙ୍କ ହତ୍ୟା ପରେ ଡରିଗଲେ କି ଭାଇଜାନ୍‌? ଇଦ୍‌ରେ ଘରୁ ବାହାରିଲେନି...

ଡରିଯାଇଛନ୍ତି କି ଭାଇଜାନ୍‌? ଏଥର ଇଦ୍‌ରେ ଘରୁ ବାହାରିଲେନି କି ପ୍ରଶଂସକଙ୍କୁ ବି ଭେଟିଲେନି। ପଞ୍ଜାବୀ ଗାୟକ ମୁସେୱାଲାଙ୍କୁ ହତ୍ୟା ପରେ ସଲମାନ ଡରିଯାଇଥିବା ନେଇ ବଢିଲା ଚର୍ଚ୍ଚା...ଜାଣନ୍ତୁ କଣ ରହିଛି ପୂରା ଘଟଣା

News Fuse
ତୁମେ ସବୁ ସିଜ୍‌ କରିବ, ଆମେ ଶାଢି ବିକିବୁ କେମିତି?

କୋଉଠିକୁ ଯାଉନାହାନ୍ତି, ମୋରି ଗୋଦାମକୁ ଆସୁଛନ୍ତି...ମନଇଚ୍ଛା ସିଜ୍‌ କରୁଛନ୍ତି। ଆମେ ତ ସେଇଠୁ କିଣିକି ଆଣିଲୁ, ତୁମେ ତାଙ୍କୁ ଧରୁନ। ମତେ କାହିଁକି ଧରୁଛ? ଆଲୋ ଆଲୋ କଥାଟା ଏଇଠି ପେଟେଇଛି...

OPSC
OPSC ଆଶାୟୀଙ୍କ ଚିନ୍ତା ବଢ଼ିଲା, ଛୋଟିଆ ଭୁଲ ପାଇଁ ପରୀକ୍ଷାରୁ ବଞ୍ଚିତ

ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଭାଇଭା ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ଏଥିପାଇଁ ପ୍ରସ୍ତୁତି କରିଥାନ୍ତି ।

Tusharkanti Behera
ଆଦିବାସୀ ମହିଳାଙ୍କୁ SDPOଙ୍କ ମାଡ଼ ଘଟଣା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି ।

mines
ନିଲାମ ହେବ ୧୫ଟି ଖଣି ଓ ୧୬ଟି ଲଘୁ ଖଣିଜ ବ୍ଲକ

ଗତବର୍ଷ ଠାରୁ ୨୧.୭୮ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହ ହୋଇଛି ବୋଲି କହିଛନ୍ତି ଖଣି ମନ୍ତ୍ରୀ ।

  • Wednesday, 13 July 2022
  • Mines
Ruchika Mohanty
ଆନ୍ଦୋଳନରୁ ଓହରିଲେ ରୁଚିକାଙ୍କ ମାଆ, ନ୍ୟାୟ ଦାବିରେ ଦେଲେ ଓଡ଼ିଶା ବନ୍ଦ ଡାକରା

ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ । ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ ।

bank queue for money
ଟଙ୍କା ଉଠାଇବାକୁ ଲାଗିଲା ଲମ୍ବା ଲାଇନ୍‌, ମଣିଷ ବଦଳରେ ଲାଇନ୍‌ରେ ଛିଡା ହେଲେ ଇଟା, ପଥର ଓ ହେଲମେଟ୍‌...

ବିଚିତ୍ର ବ୍ୟବସ୍ଥା। ଟଙ୍କା ଉଠାଇବାକୁ ଏମିତି ଲାଇନ୍‌ ଲାଗିଲା ଯେ, ମଣିଷ ନୁହେଁ ବରଂ ଇଟା, ପଥର ଓ ହେଲମେଟ୍‌ ଦେଲେ ଲାଇନ୍‌....ଗୋଟିଏ କାଉଣ୍ଟରରୁ ୯ ହଜାର ଲୋକ ଟଙ୍କା ଉଠାଣ ପାଇଁ ଆସିବାରୁ ଏମିତି ହେଲା ଅସୁବିଧା...

Making News
ଜରାଶ୍ରମରେ ଆମେ ଭାରି ଖୁସି...

ସ୍ତ୍ରୀକୁ ଛାଡ଼ି ମୋର ସବୁ ଅଛନ୍ତି। ପୁଅ ଆମେରିକାରେ, ଝିଅ ବେଙ୍ଗାଲୁରୁରେ...ଘରେ ରହିକି କଣ କରିବି? ମୋ ଭଲ ମନ୍ଦ ବୁଝିବାକୁ ବି କେହି ନାହାନ୍ତି...ଘରେ ରହିକି କରିବି କଣ?

BMC Sealed Green Chillyz Outlet
ଗ୍ରୀନ୍‌ ଚିଲିଜ୍‌କୁ ସିଲ୍‌ କଲା BMC

ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ୍‌ ଚିଲିଜ୍‌ ଦୋକାନକୁ BMC(ଭୁବନେଶ୍ୱର ମହାନଗର ନିଗମ) ସିଲ୍‌ କରିଛି। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଉଥିବାରୁ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

Special story
ଟ୍ରକ୍‌ ହର୍ଣ୍ଣରେ ଯୁବକଙ୍କ ନାଗିନ୍‌ ଡାନ୍ସ : ବିଚ୍‌ ରାସ୍ତାରେ ନାଚି ନାଚି ଗଡ଼ିଲେ, ଭିଡିଓ ବି କଲେ

ହାଇୱେ ଉପରେ ବାଇକର୍‌ଙ୍କ ନାଗିନ୍‌ ଡାନ୍ସ, ଗାଡ଼ି ବି ଛାଡ଼ିଲେନି , ମନଭରି ନାଚିଲେ ଓ ଉପଭୋଗ କଲେ