ଯାଜପୁର ଭଗବାନପୁର ଗାଁରେ କରାଯିବ ଅନ୍ତିମ ସତ୍କାର
ATMରୁ ଟଙ୍କା ବାହରିଲା ଭଳି ଏଣିକି ରାସନ୍ ବାହାରିବ। ପାଇଲଟ ପ୍ରୋଜେକ୍ଟ ଭାବେ ରାଜଧାନୀ ଭୁବନେଶ୍ୱରରେ ଏହି ଯୋଜନା ଆରମ୍ଭ ହେବ।
ଗୃହ ବିଭାଗ ପକ୍ଷରୁ ଜାରି ଶ୍ୱେତପତ୍ର -୨୦୨୧ରେ ତଥ୍ୟ ପ୍ରକାଶ
ଆଗ୍ରହୀ କମ୍ପାନିକୁ ନିବେଶ ଅର୍ଥର ୨୫ ପ୍ରତିଶତ ଦେବେ ରାଜ୍ୟ ସରକାର । ସରକାରଙ୍କୁ ଉଦ୍ୟୋଗୀ କହିଲେ ଯୋଗାଇ ଦିଅ ମାଗଣା ଜମି ।
ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ନାଳ ଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା, ୫ କିମି ଖଟିଆରେ ବୁହା ହୋଇ ବିଳମ୍ବରେ ହସ୍ପିଟାଲ ନିଆଯାଇଥିଲା
ଆଜି ଓଡ଼ିଶା ବନ୍ଦ ପାଳନ କରାଯାଉଛି । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରାଯାଉଛି । ଦେଖନ୍ତୁ ବନ୍ଦ ପାଳନ ସମୟର କିଛି ଦୃଶ୍ୟ...
ରାୟଗଡ଼ା ଜିଲ୍ଲାର ୧୫ ପଞ୍ଚାୟତ, କୋରାପୁଟର ୩୧ ପଞ୍ଚାୟତକୁ ମିଳିବ ପାଣି
ପ୍ରେମିକକୁ ଦେଖା କରିବାକୁ ଭୁବନେଶ୍ୱରରୁ ଯାଇଥିଲା ପ୍ରେମିକା। ରାସ୍ତା ଉପରେ ଉଭୟଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ । ରାଗିଯାଇ ନଈକୁ ଡେଇଁ ପଡ଼ିଲା ପ୍ରେମିକା । ବାସ୍...ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ । ଆଉ ପ୍ରେମିକାଙ୍କୁ କଲେ ଉଦ୍ଧାର।
ମଦୁଆ ଜାତିରେ ତୁ କଳଙ୍କ। ଏତେ ଦାମୀକିଆ ମଦ ପିଉଛୁ...ହେଲେ ଗ୍ଲାସ୍ଟେ ପାଉନୁ ଯେ ଭଙ୍ଗା ଷଢେଇରେ ପିଉଛୁ। ଛି ଛି ଛି...ତୁ ଚୁପ୍ କର, ମୁଁ କଳଙ୍କ ନୁହେଁ ବେ ଡାଇମଣ୍ଡ। ନେତା ତ କହୁଛନ୍ତି ମଦୁଆ ବଢିଲେ ରାଜସ୍ୱ ବଢିବ। ତୁ ମତେ ସାଲ୍ୟୁଟ୍ ମାର୍...
ମଦ ପିଇ ଘରକୁ ଫେରୁଛନ୍ତି ସ୍ୱାମୀ। ସ୍ତ୍ରୀକୁ ପ୍ରବଳ ମାଡ ହେଉଥିବା ଅଭିଯୋଗ। ଖାଲି ଏତିକି ନୁହେଁ ସ୍ତ୍ରୀ କୁଆଡେ ରୋଷେଇ କରୁନାହାନ୍ତି କି ଆମିଷ କରୁନଥିବା ନେଇ ସ୍ୱାମୀଙ୍କ ଅଭିଯୋଗ। କିନ୍ତୁ ସ୍ତ୍ରୀଙ୍କ କହିବା କଥା ସବୁବେଳେ ମଦ ପିଇ ଆଇଁଷ ମାଗିବେ, ହେଲେ ମୁଁ ଆଣିବି କେଉଁଠୁ? ଦେଖନ୍ତୁ ଝଗଡ଼ା ଲାଗି ଆଶାର ଆଲୋକ ମଞ୍ଚରେ ପହଞ୍ଚିବା ପରେ ଏବେ କଣ କହୁଛନ୍ତି ପତି-ପତ୍ନୀ?
ଡିଜିଟାଲ ଯୁଗରେ ଅନଲାଇନ ଟ୍ରେଣ୍ଡିଂରେ ଛେଳି ଆଉ କୁକୁଡ଼ା....ଗୋଟିଏ ଜାଗାରେ ରହି ପୂରା ଦେଶରେ କରୁଛନ୍ତି ବେପାର। ଚାଷ ପାଇଁ ବିଦେଶରୁ ଚାକିରି ବି ଛାଡ଼ି ଦେଲେ, ଏବେ ଅନଲାଇନ୍ରେ ଚାଷ ଉପରେ ବି ଦେଉଛନ୍ତି ମାଗଣା ଟ୍ରେନିଂ
ହୃଦୟସ୍ପର୍ଶୀ ଦୃଶ୍ୟ। ରେଲୱେ ଷ୍ଟେସନରେ ଯବାନଙ୍କ ପାଦ ଛୁଇଁଲା କୁନି ଝିଅ। ଭାବବିହ୍ୱଳ ହୋଇ ଏମିତି ଆଶୀର୍ବାଦ ଦେଲେ ଯବାନ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ...
୨୧ ବର୍ଷ ହେଲାଣି ଓଟିଏମ୍ କାରଖାନାରେ ତାଲା ପଡ଼ିଛି। କାରଖାନାରେ ତାଲା ପଡ଼ିବାରୁ ବକେୟା ଅର୍ଥ ପାଇନାହାନ୍ତି ହଜାର ହଜାର କର୍ମଚାରୀ। ଟଙ୍କାକୁ ଅପେକ୍ଷା କରି କରି ୭୫୦ ଲୋକଙ୍କ ପ୍ରାଣ ବି ଗଲାଣି। ମନ୍ତ୍ରୀ କହୁଛନ୍ତି କାରଖାନା ଖୋଲିବା ସମ୍ଭବ ନୁହେଁ। କାରଖାନା ଉପରେ ନିର୍ଭର କରୁଥିବା ପରିବାର ଏବେ ଭୋକ ଉପାସରେ। ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ....
ଇଏ ଏମିତି ଏକ ଗାଁ ଯେଉଁଠାରେ ୧୦୦ ବର୍ଷ ହେଲାଣି କେହି ପାସ୍ କରିନାହାନ୍ତି ମାଟ୍ରିକ୍। ଅଧାରୁ ପାଠ ଛାଡ଼ି ଜଙ୍ଗଲରେ କାଠ ହାଣିବା ଆଉ ଗାଈ ଚରାଇବାରେ ବ୍ୟସ୍ତ ଏଠିକା ପିଲା। କିନ୍ତୁ ପଙ୍କରେ ପଦ୍ମ ପରି ମନଦେଇ ପାଠ ପଢି ମାଟ୍ରିକ ପାସ୍ କଲେ ସନ୍ଦୀପ ମାଝୀ। ଗାଁରେ ଖୁସିର ମାହୋଲ। ଇଂଜିନିୟର ହେବାକୁ ଦେଖୁଛନ୍ତି ସୁନେଲୀ ସ୍ୱପ୍ନ...
ପ୍ରେମିକକୁ ଦେଖା କରିବାକୁ ଭୁବନେଶ୍ୱରରୁ ଯାଇଥିଲା ପ୍ରେମିକା। ରାସ୍ତା ଉପରେ ଉଭୟଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ...ରାଗିଯାଇ ନଈକୁ ଡେଇଁ ପଡ଼ିଲା ପ୍ରେମିକା। ବାସ୍...ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ। ଆଉ ପ୍ରେମିକାଙ୍କୁ କଲେ ଉଦ୍ଧାର। ଦେଖନ୍ତୁ ଏଇ ଭିଡ଼ିଓ...
ଗଜ ଉଦ୍ଧାରଣର ନିଆରା ଦୃଶ୍ୟ...ଦେଖନ୍ତୁ ଭିଡ଼ିଓ...
ଆଉ ନାହାନ୍ତି ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା..
ଘଣ୍ଟାକୁ ଲକ୍ଷେ କିଲୋମିଟର ବେଗରେ ସୌରଝଡ଼ ଆସୁଥିବା ନାସାର ଆକଳନ
କେନ୍ଦ୍ରାପଡା ମାଗୁରଗଣ୍ଡା ପାଟଣା ମୁଣ୍ଡାସାହିରେ ଅଭାବନୀୟ ଘଟଣା... ଚର୍ମ ରୋଗ ପାଇଁ ୬୦ ପରିବାରକୁ ଗାଁରୁ ବାସନ୍ଦ ଅଭିଯୋଗ...
ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ
ଓଡିଆ ପେଟରେ ଜୋର ଦାର ଲାତ ମାରିଦେଲେ କି ସରକାର । ଶେଷରେ ମୁଢିରେ ବସେଇଦେଲେ ଜିଏସଟି
ପ୍ଲାଷ୍ଟିକ ସାମଗ୍ରୀ ନେଇ ଆସୁଥିବା କାଉଡିଆଙ୍କୁ ନେଇ ଅସନ୍ତୋଷ...
କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ବଢୁଛି ସାଧାରଣ ଲୋକଙ୍କ ଅସନ୍ତୋଷ, ରାଜଧାନୀ ରାସ୍ତାରେ କ୍ଷୀର-ଚୂଡ଼ା ଢାଳି ଦୁଗ୍ଧ ବ୍ୟବସାୟୀ ସଂଘର ପ୍ରତିବାଦ
କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁ, ସତ ସାମ୍ନାକୁ ଆସିବ
ସେୟାର ମାର୍କେଟ ନାଁରେ ବିଟେକ୍ ଛାତ୍ରଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଠକେଇ...ଆମେରିକାରେ ରହୁଥିବା ମହିଳା ଜଣଙ୍କ ଠକିଥିବା ଅଭିଯୋଗ...