ମଦ ପିଇ ଘରକୁ ଫେରୁଛନ୍ତି ସ୍ୱାମୀ। ସ୍ତ୍ରୀକୁ ପ୍ରବଳ ମାଡ ହେଉଥିବା ଅଭିଯୋଗ। ଖାଲି ଏତିକି ନୁହେଁ ସ୍ତ୍ରୀ କୁଆଡେ ରୋଷେଇ କରୁନାହାନ୍ତି କି ଆମିଷ କରୁନଥିବା ନେଇ ସ୍ୱାମୀଙ୍କ ଅଭିଯୋଗ। କିନ୍ତୁ ସ୍ତ୍ରୀଙ୍କ କହିବା କଥା ସବୁବେଳେ ମଦ ପିଇ ଆଇଁଷ ମାଗିବେ, ହେଲେ ମୁଁ ଆଣିବି କେଉଁଠୁ? ଦେଖନ୍ତୁ ଝଗଡ଼ା ଲାଗି ଆଶାର ଆଲୋକ ମଞ୍ଚରେ ପହଞ୍ଚିବା ପରେ ଏବେ କଣ କହୁଛନ୍ତି ପତି-ପତ୍ନୀ?
Published: Otv Khabar Bureau
Last updated: 19 July 2022, 10:59 AM IST
ଡିଜିଟାଲ ଯୁଗରେ ଅନଲାଇନ ଟ୍ରେଣ୍ଡିଂରେ ଛେଳି ଆଉ କୁକୁଡ଼ା....ଗୋଟିଏ ଜାଗାରେ ରହି ପୂରା ଦେଶରେ କରୁଛନ୍ତି ବେପାର। ଚାଷ ପାଇଁ ବିଦେଶରୁ ଚାକିରି ବି ଛାଡ଼ି ଦେଲେ, ଏବେ ଅନଲାଇନ୍ରେ ଚାଷ ଉପରେ ବି ଦେଉଛନ୍ତି ମାଗଣା ଟ୍ରେନିଂ