• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Choudwar

ଶ୍ରୀହୀନ ଚୌଦ୍ବାର
ହଜିବାକୁ ବସିଲାଣି ଚୌଦ୍ୱାର ଶିଳ୍ପାଞ୍ଚଳ; OTMରେ ଝୁଲୁଛି ତାଲା

ଓଟିଏମରେ ତାଲା, କାଗଜ କଳରେ ତାଲା, ଲିବ୍ରା କାର୍ପେଟ କମ୍ପାନୀରେ ମଧ୍ୟ ତାଲା ।

Cuttack youths join hands to educate tribals
ଆଦିବାସୀ ବସ୍ତିରେ ଶିକ୍ଷାର ଉନ୍ନତି ଦିଗରେ ଅଣ୍ଟା ଭିଡ଼ିଛନ୍ତି ଯୁବଗୋଷ୍ଠୀ

ଶିକ୍ଷାର ବିକାଶ ଦିଗରେ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ସଚେତନତା ଅଭାବରୁ ଅନେକ ବସ୍ତିରୁ ନିରକ୍ଷରତା ଦୂର ହୋଇପାରୁନାହିଁ । ଏମିତିକି କଟକ ଜିଲ୍ଲାରେ ବହୁ ବସ୍ତି ଅଛି ଯେଉଁଠି ଏ ପଯ୍ୟନ୍ତ ଶିକ୍ଷାର ସୁଧାର ଆସିନାହିଁ । ସେଠାରେ ବସ୍ତିର ଭଗବାନ ହୋଇ ଏମାନେ ପିଲାମାନଙ୍କୁ ଅନ୍ଧାରରୁ ଆଲୋକ ଆଡ଼କୁ ନେଉଛନ୍ତି....

ବାଲେଶ୍ୱରର ଉତ୍କଳ ବାଳାଶ୍ରମରେ ରକ୍ଷାବନ୍ଧନ ଉତ୍ସବ।
ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ..ଭାଇ ହାତରେ ଭଉଣୀ ବାନ୍ଧିଛି ରାକ୍ଷୀ...ଇଏ ହେଉଛି ସୁରକ୍ଷାର ବନ୍ଧନ...ଚାଲନ୍ତୁ ଦେଖିବା ସାରା ରାଜ୍ୟରେ ପାଳିତ ହୋଇଥିବା ଏହି ଉତ୍ସବର କିଛି ଝଲକ୍...

ସବୁ ଆଡ଼େ ଆଜି ଆନନ୍ଦ ଉଲ୍ଲାସ...ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ ଆଉ ମାଗୁଛି ସୁରକ୍ଷା କବଚ। ଯୁଗ ଯୁଗ ଧରି ଭାଇ-ଭଉଣୀଙ୍କ ସମ୍ପର୍କ ଗୋଟିଏ ସୂତାରେ ବନ୍ଧା ଆଉ ସେଇ ସୂତା ହିଁ ହେଉଛି ରାକ୍ଷୀ...

Special Story | Choudwar - Employees of OTM await its reopening even after 21 yrs of closer
୨୧ ବର୍ଷ ହେଲାଣି ଖୋଲୁନି ଲୁଗା କଳ...ବକେୟା ଟଙ୍କା ଆଶାରେ ଗଲାଣି ୭୫୦ ଜୀବନ !

୨୧ ବର୍ଷ ହେଲାଣି ଓଟିଏମ୍ କାରଖାନାରେ ତାଲା ପଡ଼ିଛି। କାରଖାନାରେ ତାଲା ପଡ଼ିବାରୁ ବକେୟା ଅର୍ଥ ପାଇନାହାନ୍ତି ହଜାର ହଜାର କର୍ମଚାରୀ। ଟଙ୍କାକୁ ଅପେକ୍ଷା କରି କରି ୭୫୦ ଲୋକଙ୍କ ପ୍ରାଣ ବି ଗଲାଣି। ମନ୍ତ୍ରୀ କହୁଛନ୍ତି କାରଖାନା ଖୋଲିବା ସମ୍ଭବ ନୁହେଁ। କାରଖାନା ଉପରେ ନିର୍ଭର କରୁଥିବା ପରିବାର ଏବେ ଭୋକ ଉପାସରେ। ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ....

2 Critically Injuried In Clash Of Two Factions Of A Party In Choudwar's Bada Samantapur Panchayat
ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌; ୩ ଜଣଙ୍କ ମୁଣ୍ଡ ଫାଟିଲା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରାକ୍‌ ନିର୍ବାଚନୀ ହିଂସା । କଟକ ଚୌଦ୍ଵାର ଥାନା ଅନ୍ତର୍ଗତ ବଡସାମନ୍ତପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଗତକାଲି ବିଳମ୍ୱିତ ରାତିରେ ଗୋଟିଏ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ହୋଇଛନ୍ତି ।