ଶାନ୍ତନୁ କେତେ ଦୁଷ୍ଟ? ନାଁ ପଛରେ କାହିଁକି ଆଡ୍ ହେଲା ଭାଇରାଲ ବୟ? ଶୁଣନ୍ତୁ ଏନେଇ କଣ କହୁଛନ୍ତି କୁନି ଗୀତିକାର ଶାନ୍ତନୁ...
ଆଦିବାସୀଙ୍କ ହକ୍ ପାଇଁ ସରକାରଙ୍କ ବିରୋଧରେ ମନଖୋଲା ଗର୍ଜୁଥିଲେ ଆଉ ବର୍ଷୁଥିଲେ। ହେଲେ ଏବେ ସେଇ ଦଳରେ ମିଶି ରାଜ୍ୟସଭା ଗଲେ। ଆନ୍ଦୋଳନକୁ ଚାପିବା ପାଇଁ ବିଜେଡିରେ ସାମିଲ ହେଲେ କି ବିଶି?
ନିଜକୁ ନିଜେ ବିବାହ କରିଥିବା କ୍ଷମା ବିନ୍ଦୁ ଏବେ ହନିମୁନ୍ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଦିନେ ଅଟୋ ଚଳାଇ ପରିବାର ଚଳାଉଥିଲେ। ଯେତିକି ରୋଜଗାର ହେଉଥିଲା ସେତିକିରେ ବେଶ୍ ଭଲରେ ପରିବାର ଚଳୁଥିଲା। କିନ୍ତୁ ଦୁଇଟା ଯାକ କିଡନୀ ଖରାପ ହେବା ପରେ ଏବେ ଖାଇବାକୁ ପାଉନାହାନ୍ତି ମନୋଜ... ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରୁଛି ସ୍ତ୍ରୀ, ହେଲେ ସେଇ ପଇସା ସମୁଦ୍ରକୁ ଶଙ୍ଖେ...ସାହାଯ୍ୟ ମିଳିଲେ ଭଲ ହେବେ ମନୋଜ
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମେନୁରେ ଆଡ୍ ହେବ ନୂଆ ଡିସ୍। ରାଷ୍ଟ୍ରପତି ଭବନରେ ଏଣିକି ସମସ୍ତେ ଖାଇବେ ଭାତ, ଶାଗ ସହ ଆଳୁଭର୍ତା...ପୂର୍ବରୁ ବି ରାଷ୍ଟ୍ରପତିଙ୍କ ଇଚ୍ଛା ଅନୁସାରେ ରନ୍ଧା ଯାଉଥିଲା ଖାଦ୍ୟ..
ସ୍ୱାମୀକୁ ଧୋକାଦେଇ ପ୍ରେମିକ ପାଖରେ ସ୍ତ୍ରୀ । ମହିଳାଙ୍କୁ ଖୋଜିବା ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏବେ ଘଟଣାରେ ଟ୍ୱିଷ୍ଟ ଦେଖିବାକୁ ମିଳିଛି ।
ସାର ମୋ ଆତ୍ମା କାନ୍ଦୁଛି...ଦିନ ରାତି ଏଇ ଲୋକଟା ମୋବାଇଲ ଧରି ଖେଂଚୁଛି। ସାର୍ ଏ ଅଜାଗା ଘା’ କାହାକୁ ଦେଖାଇବି? ମୋବାଇଲରେ ଏମିତି ବ୍ୟସ୍ତ ରହୁଛନ୍ତି ଯେ, ରାସ୍ତା ଘାଟରେ କଚଡା ଖାଇବା ପରେ ବି ଟାଇପିଂ ଛାଡୁନାହାନ୍ତି...
ପ୍ରଶାସନ ଶୁଣିଲାନି, ଗାଁ ଲୋକ ତିଆରି କଲେ ପୋଲ...
ଆଶ୍ଚର୍ଯ୍ୟ !! ମାତ୍ର ଗୋଟିଏ ସିରିଞ୍ଜରେ ଦିଆଗଲା ୩୦ ଜଣଙ୍କୁ ଇଂଜେକସନ୍। ପ୍ରଶ୍ନ ପଚାରିବାରୁ କହିଲେ, ମୁଁ କିଛି ଜାଣିନାହିଁ। ମତେ ଦିଆଯାଇଥିଲା ଗୋଟିଏ ସିରିଞ୍ଜ...ଭାଇରାଲ ହେଉଛି ଭିଡ଼ିଓ
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଅଗଷ୍ଟ ୧ରୁ ବଢିବ ଦରମା...ଖାଲି ଏତିକି ନୁହେଁ ବରଂ ଏଇ ସବୁ ଉପହାର ପାଇଁ ସରକାରୀ ଚାକିରିଆ...
ମୋ ବୋଉଲୋ...ଏଇଠି କଣ ମେୟରଙ୍କ ସାଙ୍ଗରେ କମିଶନର ବୁଲୁଛନ୍ତି? ଗଲା ଆଜି ଯିଏ ସାମ୍ନାରେ ପଡ଼ିଲା ତା’ବେଳ ଖରାପ। ଦେଖୁନୁରେ ନାରଣ, କେମିତି ଦୋକାନୀକୁ ତାଗିଦ୍ କଲେଣି ମେୟର ମାଡାମ। କହିଲେଣି, ଏଇଠି ଅଳିଆ ପକାଇବ ତ ଦୋକାନ ବନ୍ଦ କରିଦେବି..
ସତ୍ତା ହରାଉଛି କୋରାପୁଟର ଅପର କୋଲାବ ଇକୋ ଟୁରିଜମ ପାର୍କ...
ନରସିଂହପୁର ଅଂଚଳରେ ଗୁଳିମାଡ଼ରେ ହାତୀ ଆହତ ଘଟଣା । ଜଙ୍ଗଲରେ ବୁଲୁଥିବା ଦନ୍ତା ଦେହରେ ବାଜିଛି ୫ଟି ଗୁଳି...
ରାସ୍ତାରେ ଅଳିଆ ପକାଇଲେ ଦେବାକୁ ପଡ଼ିବ ଫାଇନ୍....
SCBରେ ଖୋଲିଲା ମଙ୍କିପକ୍ସର ନୋଡାଲ ସେଣ୍ଟର....
ଚେନ୍ନାଇରୁ ଫେରିବାର ୨୪ ଘଂଟା ପରେ ବାଲକୋନିକୁ ଆସିଲେ ବାବୁସାନ । ସାଙ୍ଗରେ ମାଆ ଅପରାଜିତା ମଧ୍ୟ ଥିଲେ । ନମସ୍କାର କରି ବାବୁସାନ ଧନ୍ୟବାଦ ଜଣାଇଥିଲେ । ଗଣମାଧ୍ୟମ ଓ ଘଂଟା ଘଂଟା ଧରି ଅପେକ୍ଷାରତ ଫ୍ୟାନଙ୍କୁ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି, ଠିକ୍ ସମୟରେ ଠିକ୍ ଜିନିଷ କହିବି ।
ନିଶ ରଖିଛନ୍ତି ମହିଳା, କହୁଛନ୍ତି ‘ନିଶ ବିନା ମୁଁ ବଞ୍ଚିପାରିବିନି’...
ପୁଣି ଚର୍ଚ୍ଚାରେ ଗୁଲାବି ଆଖେଁ ଗାଇଥିବା କୁନି ବାଳକ ...
ଭସାପୋଲରେ ଫସି ରହିଛନ୍ତି ୬୦ରୁ ଅଧିକ ଯାତ୍ରୀ...
ପରୀକ୍ଷା ଫଳ ଖରାପ୍ ଆସିବାରୁ ଜୀବନ ହାରିଲେ ଛାତ୍ର...
ଅନ୍ଧାର ରାତିରେ ଜଣେ ମହିଳା ନିଜର କଅଁଳା ଛୁଆକୁ ଧରି ଆତ୍ମହତ୍ୟା କରିବା ପାଇଁ କଟକ ରେଲ୍ୱେ ଷ୍ଟେସନର ରେଳ ଧାରଣାରେ ବସିଥିଲେ। ଜଣେ ମହିଳା ପୋଲିସ୍ ଦେବଦୂତ ସାଜି ଆସିଲେ ଓ ଜୀବନ ବଞ୍ଚାଇଲେ।
ଗତକାଲି ସନ୍ଧ୍ୟାରେ ବଡ଼ ଭାଇ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ପାଣି ଭିତରେ ପଶି ମାଛ ମାରୁଥିବା ସମୟରେ ଆଉ ବାହାରକୁ ବାହାରି ପାରିନଥିଲେ। ଆଜି ତାଙ୍କ ଶବ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା।
ପୁରୀରେ ଖୁବ୍ଶୀଘ୍ର ନିର୍ମାଣ ହେବ ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ଧୀରେ ଧୀରେ ଆଗଉ ଥିବାରୁ ପୁରୀ ବାସିନ୍ଦା ଖୁସିପ୍ରକଟ କରିଛନ୍ତି।
ଦେଶର ସର୍ବ ପୁରାତନ ଟେଲିକମ୍ କଂପାନୀ ବିଏସ୍ଏନ୍ଏଲର ପୂର୍ବ ଗୌରବ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମ। ଯୋଗାଯୋଗ କ୍ଷେତ୍ରରେ ସେବା ଦେଉଥିବା ଦେଶରେ ଏହି ପୁରୁଣା ରାଷ୍ଟ୍ରାୟତ୍ତ କମ୍ପାନୀର ପୁନରୁତ୍ଥାନ ଲାଗି ୧ଲକ୍ଷ ୬୪ ହଜାର କୋଟିର ରିଭାଇଭାଲ୍ ପ୍ୟାକେଜ୍ ପ୍ରସ୍ତାବକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏ ନେଇ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ସ୍ୱପ୍ନ ସତ ହେଲା। ଅତିଥି ହୋଇ ଯାଇଥିଲେ, ଅଭୁଲା ଅନୁଭବ ନେଇ ଫେରିଲେ।