ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମେନୁରେ ଆଡ୍ ହେବ ନୂଆ ଡିସ୍। ରାଷ୍ଟ୍ରପତି ଭବନରେ ଏଣିକି ସମସ୍ତେ ଖାଇବେ ଭାତ, ଶାଗ ସହ ଆଳୁଭର୍ତା...ପୂର୍ବରୁ ବି ରାଷ୍ଟ୍ରପତିଙ୍କ ଇଚ୍ଛା ଅନୁସାରେ ରନ୍ଧା ଯାଉଥିଲା ଖାଦ୍ୟ..
Published: Pallipuspa Samal
Last updated: 29 July 2022, 01:29 PM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।