କଟକ ଚୌଧୁରୀ ବଜାରର ମୁଖ୍ୟ ରାସ୍ତାରେ ଜାଇକା ଡ୍ରେନରେ ମାଟି ଧସି ହେବାପରେ ହଠାତ୍ ରାସ୍ତାରେ ୬ ଫୁଟର ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।
ମା’ ହେବା ଆନନ୍ଦ ସତ କିନ୍ତୁ ଏହା କେତେ ଯନ୍ତ୍ରଣାଦାୟକ ତାହା ଅନୁଭବୀ ହିଁ ଜାଣେ। ଆଜିର ମହିଳାମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହୋଇଯାଉଥିବା ବେଳେ ଏମିତି ବି ଜଣେ ମହିଳା ଅଛନ୍ତି ଯିଏ ୧୨ ସନ୍ତାନର ଜନନୀ ହୋଇ ବି ସନ୍ତୁଷ୍ଟ ନାହାନ୍ତି।
ଚେନ୍ନାଇ ଫେରିବାର ୩ଦିନ ପରେ ଆଜି ଜଗନ୍ନାଥ ବିହାର ସ୍ଥିତ ଘରୁ ମା ଅପରାଜିତାଙ୍କ ସହ ଖାରବେଳନଗର ଥାନାକୁ ଯାଇଥିଲେ ବାବୁସାନ । ପୋଲିସର କହିବା କଥା, ବାବୁସାନ-ତୃପ୍ତି ଓ ପ୍ରକୃତିଙ୍କ ପରିବାର ବୁଝାମଣାର ବାଟ ବାହାର କରିଛନ୍ତି ।
ଗାଁରେ ଝାଡ଼ାବାନ୍ତିି ବ୍ୟାପିବା ପରେ ପାଣି ନମୁନା ପରୀକ୍ଷା ହୋଇଥିଲା । ଗାଁର କିଛି କୂଅ, ନଳକୂଅ ସହ ସପ୍ଲାଇ ପାଣିର ପରୀକ୍ଷା ହୋଇଥିଲା ।
ପୁଣି ବିବାଦରେ କିମ୍। କହିଲେ, ଏଥର ଆମେରିକା ଉପରେ ହେବ ପରମାଣୁ ଆକ୍ରମଣ। ବିଜୟ ହେବ ଉତ୍ତର କୋରିଆ...ଆମେରିକାର ଅବସ୍ଥା ହେବ ଏମିତି...
ଯାହାର ଲକ୍ଷ୍ୟ ସ୍ଥିର ସେ କେବେ ବି ଲକ୍ଷ୍ୟଚ୍ୟୁତ ହେବନି। ଇଏ ଏମିତି ଜଣେ ନାରୀ ଯିଏ କି ଜାତୀୟ ସ୍ତରରେ ନିଜ ନାଁକୁ ବେଶ୍ ଆଗକୁ ନେଇଛନ୍ତି। ଜିମ୍ନାଷ୍ଟ୍ ମୀରାରାଣୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।
ସରକାର ବିରୋଧରେ ଗର୍ଜିଲେ ସବୁକିଛି ମିଳିପାରିବ ନାହିଁ। ଆଦିବାସୀଙ୍କ ପାଇଁ ଦିନେ ଏତେ ସଂଘର୍ଷ କରୁଥିଲେ କିନ୍ତୁ ଏବେ ସରକାରୀ ଦଳରେ କେମିତି ମିଶିଲେ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି...
ଦିନେ ରାଜମିସ୍ତ୍ରୀ ଥିଲେ, ସୁନ୍ଦର ସୁନ୍ଦର ମନ୍ଦିର ନିର୍ମାଣ କରୁଥିଲେ। ହେଲେ ଏବେ ସବୁ କିଛି ବଦଳିଯାଇଛି। କେତେବେଳେ କାଠ ହାଣିପକାଉଛନ୍ତି ତ କେତେବେଳେ ମାଟି ଖୋଳୁଛନ୍ତି। ପଚାରିଲେ ନିଜେ କଣ କହୁଛନ୍ତି ତାହା ବୁଝିବା ବି କଷ୍ଟ। ନିଜର ସ୍ୱପ୍ନକୁ ନେଇ ଏଣେତେଣେ ବୁଲୁଛନ୍ତି ସ୍ୱପ୍ନେଶ୍ୱର...
ରାଜ୍ୟରେ ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ….
ବ୍ରହ୍ମପୁର ଗୋପାଳପୁର ଥାନା ଭିତରେ ପଶି ବିଷ ପିଇଥିବା ମହିଳାଙ୍କ ମୃତ୍ୟୁ..
କେଡେ ଚାଲାକ୍ ତୁମେ ଚତୁର? ଫାଷ୍ଟ ଭିଡ଼ିଓ କଲରେ ଦେଖିଲ, ପରେ ଚାଟିଂ ସହ ଡେଟିଂ କଲ। ଏବେ କହୁଛ ମତେ ଚିହ୍ନିନ ବୋଲି? ତୁମେ କେମିତିକା ଲୋକ କିହୋ ଚତୁର?
ପ୍ରଶାସନକୁ ଲଜ୍ଜା। ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ନିଜ ସ୍କୁଲ ରାସ୍ତାକୁ ନିଜେ ତିଆରି କଲେ ପିଲା...ବଡବାବୁଙ୍କୁ ପଚାରିଲେ କହୁଛନ୍ତି, କ୍ୟାମେରା ଆଗରେ କିଛି କହିବିନି...
ରେଲ୍ୱେ କ୍ରସିଙ୍ଗ୍ରେ ଦୁର୍ଘଟଣା...୧୧ ମୃତ, ୫ ଆହତ...
ପ୍ଲେଷ୍ଟୋର୍ରୁ ବ୍ୟାନ୍ ହେଲା Battlegrounds Mobile India...
ଥରେ ନୁହେଁ କି ଦୁଇଥର ନୁହେଁ ବରଂ ୩୯ ଥର ଫେଲ ମାରିବା ପରେ ଏବେ ଚାକିରି ଦେଲା ଗୁଗୁଲ। ଦରମା ଜାଣିଲେ ଆପଣଙ୍କର ଉଡ଼ିଯିବ ହୋସ୍...
ମାରିଦେଲୁରେ ନାରଣ। ପିଲାଏ ଖାଇଲେ ମିଲମେକର...ସେପଟେ କିନ୍ତୁ ଚକା ମାଡିକି ଚିଙ୍ଗୁଡ଼ି ଝୋଳ ଖାଇଲେ ଦିଦି ଆଉ ସାର୍। ଦେଖୁନୁ ନାରଣ, କେମିତି ଝୋଳ ହାପୁଡୁଛନ୍ତି ଦିଦି, ମୋ ବୋଉଲୋ...
ଆନ୍ଧ୍ର ନଜରରେ କୋରାପୁଟ ବନ୍ଧୁଗାଁ ସୀମାନ୍ତ ଅଞ୍ଚଳ...
ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ୧୦ଟି ମୋ’ ଇ-ବସ୍ ଓ ୫୦ଟି ଇ-ଅଟୋ। ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟ୍ରେ ୧୦ଟି ମୋ’ ଇ-ବସ୍ ଚାଲିବ। ଇ-ବସ୍ରେ ଗାଇଡ୍ ଭାବେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ।
ରାଜ୍ୟ ସରକାରଙ୍କ ବାଘ ବଂଶବୃଦ୍ଧି ପ୍ରକଳ୍ପ ଫେଲ୍ । ନନ୍ଦନକାନନ ଚିଡ଼ଇାଖାନା କର୍ତ୍ତୃପକ୍ଷଙ୍କ ନୂଆ ଯୋଜନା । ରି-ୱାଇଲ୍ଡିଂ କରି ବଂଶ ବିସ୍ତାର ଲାଗି ବ୍ଲୁ-ପ୍ରିଣ୍ଟ ।
ଯନ୍ତ୍ରଣା ଭୋଗୁଛନ୍ତି କାମାକ୍ଷାନଗରର ୪୫ ବର୍ଷିଆ ମହିଳା । ଏସସିବି ମେଡିକାଲର ତ୍ରୁଟିପୂର୍ଣ୍ଣ ନିଦାନ ରିପୋର୍ଟକୁ ଦୋଷ ଦେଲେ ପୁଅ । ପ୍ରଶାସନିକ ଅଧିକାରୀଙ୍କୁ ଫେରାଦ ।
ଓଡ଼ିଆ ଷ୍ଟାରଙ୍କ ଘର କଳିର ଫିଟିବ କି ସମାଧାନର ବାଟ ? ବାବୁସାନ-ତୃପ୍ତି-ପ୍ରକୃତି କଳିରେ ପଡ଼ିବ କି ଯବନିକା ? ପୁଣି ଥରେ ସ୍ୱାଭାବିକ ହେବ କି ବାବୁସାନ-ତୃପ୍ତିଙ୍କ ଦାମ୍ପତ୍ୟ ଜୀବନ ?
ଖବରପାଇ ମେଡିକାଲର ବିଭାଗୀୟ ମୁଖ୍ୟ, ମେଡିକାଲ ଅଧୀକ୍ଷକ ଆସି ତଦନ୍ତ କରିଥିଲେ । ହେଲେ ଇଞ୍ଜେକସନ୍ର ତ୍ରୁଟି ନା ଚିକିତ୍ସାରେ ଭୁଲ ଭଟକା ଯୋଗୁଁ ଏଭଳି ଘଟଥିଲା ତାହା ଜଣାପଡ଼ିନଥିଲା ।
ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ଆଜି ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ଡିଏଫ୍ଓ ।
ଆଜି ହେଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ବାଘଙ୍କ ସୁରକ୍ଷା ନେଇ ବିଚାର ବିମର୍ଷ ଚାଲିଥିବା ବେଳେ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଖୁସି ଖବର ଦେଇଛନ୍ତି।
ଛାତ ଉପରେ ପ୍ରକୃତି ତାଙ୍କ ସହ ବାପା ମନ୍ମଥ ମିଶ୍ରଙ୍କ ସହ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।