ଆଶ୍ଚର୍ଯ୍ୟ !! ମାତ୍ର ଗୋଟିଏ ସିରିଞ୍ଜରେ ଦିଆଗଲା ୩୦ ଜଣଙ୍କୁ ଇଂଜେକସନ୍। ପ୍ରଶ୍ନ ପଚାରିବାରୁ କହିଲେ, ମୁଁ କିଛି ଜାଣିନାହିଁ। ମତେ ଦିଆଯାଇଥିଲା ଗୋଟିଏ ସିରିଞ୍ଜ...ଭାଇରାଲ ହେଉଛି ଭିଡ଼ିଓ
Published: Pallipuspa Samal
Last updated: 29 July 2022, 11:47 AM IST
ବୟସ ଖୁବ୍ କମ୍... ହେଲେ ବାଇକ୍ ଚଳାଉଛି ବାଳକ । ଦେଖନ୍ତୁ ଏହି ଭିଡିଓକୁ... ଗାଡ଼ିରେ ବସିବା ପରେ ପିଲାଟିର ଗୋଡ଼ ତଳକୁ ଠିକ୍ ସେ ବି ଲାଗୁନି । ହେଲେ ନିଜେ ବାଇକ୍ ଚଳାଇବା ସହ ପଛରେ ଅନ୍ୟ ଜଣେ ବାଳକକୁ ବସାଇଛି ।