• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Premanand's love story
ପ୍ରେମାନନ୍ଦଙ୍କ ପ୍ରେମକାହାଣୀ, ମତେ ମିଳିଗଲା ମୋ ଜୀବନ ସାଥୀ

ସୋନପୁର ଜିଲ୍ଲାର ଦୃଷ୍ଟିବାଧିକ କଳାକାର ପ୍ରେମାନନ୍ଦଙ୍କୁ ତାଙ୍କ ଜୀବନ ସାଥୀ ମିଳିଯାଇଛି। ଦିନେ ଘର ଆଉ ଘରଣୀ ପାଇଁ ପ୍ରେମାନନ୍ଦ ମନ୍ତ୍ରୀଙ୍କ ପାଖକୁ ଯାଇଥିଲେ... ଆଉ ଆଜି ପ୍ରେମାନନ୍ଦଙ୍କ ବାହାଘର ଠିକ୍ ହୋଇଯାଇଛି... ଏବେ ତାଙ୍କ ଖୁସି କହିଲେ ନ ସରେ।

News Fuse
ଆଉ କେତେ ଖାଇବ ଭାଇ? ଖାଇ ଖାଇ ପା ଛପର ଉଡ଼ିଲାଣି ?

ହଇରେ ନାରଣ ଢଳେଇରେ ପିଚୁ ବେଶି ତରଳି ଗଲା କି? ନାଁ ଏ ବାବୁଙ୍କ ପକେଟ ଟିକେ ବେଶି ଗରମ ହେଇଗଲା? ରାସ୍ତା କାହିଁକି ଖରାପ ହେଲା ପଚାରିଲାରୁ ଏ ମହାସୟ କଣ ପ୍ରବଚନ ଦେଲେଣି?

Industrialist Mahima Mishra's Son Charchit Mishra Appears At CBI Office In Bhubaneswar
CBIରେ ହାଜର ହେଲେ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର

ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର CBI କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଲାଞ୍ଚ କାରବାର ମାମଲାର ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଛି।

Past life regression therapy through which you can change your today
ଏହା ଏମିତି ଥେରାପି ଯାହା ପରିବର୍ତ୍ତନ କରିଦେବ ବର୍ତ୍ତମାନକୁ

ବିଜ୍ଞାନ ଯେତେ ଆଗକୁ ଗଲେ ବି ଜଣଙ୍କ ମନ କଥା ଜାଣିବାରେ ବିଫଳ। କିନ୍ତୁ ଏମିତି ଏକ ଥେରାପି ଅଛି ଯାହା ନିଜ ଅତୀତକୁ ମନେପକେଇ ଦେବ ଆଉ ବର୍ତ୍ତମାନକୁ କରିଦେବ ପରିବର୍ତ୍ତନ। ଆସନ୍ତୁ ଜାଣିବା ସେହି ରାଜ୍‌ ବିଷୟରେ।

This is a drunken shoe you can take it anywhere
ଆସୁଛି ମଦ ଜୋତା; ଭର୍ତ୍ତିକରି ଯେଉଁଠିକି ବି ନେଇହେବ

ଜାଣିଲେଣି କି ମଦ ଜୋତା ବିଷୟରେ? ଏକ ବିୟର କମ୍ପାନୀ ଏହାକୁ ପ୍ରସ୍ତୁତ କରୁଛି। ଏହା ଏମିତି ଜୋତା ଯେଉଁଥିରେ ମଦ ଭରି ଯେକୌଣସି ଜାଗାକୁ ବି ନେଇ ହେବ।

Rasagola from Odisha’
ରସଗୋଲା କୋଲକାତାର ନୁହେଁ, ରସଗୋଲା ଓଡ଼ିଶାର: ସୌରଭ ଗାଙ୍ଗୁଲି

ରସଗୋଲା କୋଲକାତାର ନୁହେଁ ବୋଲି ଦାଦା ରୋକ୍‌ଠୋକ୍‌ କହିଦେଇଛନ୍ତି।

Shocking: Mother throws her child to death from fifth floor
ପିଶାଚୀ ସାଜିଲା ମାଆ: ୪ ମହଲାରୁ ଛୁଆକୁ ଠେଲିଦେଲା

୪ ମହଲାରୁ ୪ ବର୍ଷର ଛୁଆକୁ ଠେଲିଦେଲା ମାଆ, ହେଲେ ନିଜେ ବଞ୍ଚିଗଲା...

Special story
ମାଓନେତାରୁ ଚାଷୀନେତା : ଲୋକଙ୍କ ଭରସା ଜିତିଲେ ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ପାଲଟିଥିବା ସୁକଦେବ

ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିବା ମାଓନେତାଙ୍କ ପରିବର୍ତ୍ତନ ସ୍ୱାଗତଯୋଗ୍ୟ । ତାଙ୍କୁ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମିକୀରେ ପାଲଟିଯାଇଛନ୍ତି।

Special story
ବାପାର ଅସ୍ଥି ଧରି କାନ୍ଦୁଛି ପୁଅ : କାଉଡ଼ିଆ ଯାତ୍ରାରେ ଆସିଥିଲେ, ହେଲେ ଫେରିଲେନି

ବୋଲବମ୍ ପାଣି ନେଇ ପୁରୀ ଆସିଥିଲେ ବାପା, ହେଲେ ଅସ୍ଥି ପାଲଟିଗଲେ...

Making News
ବାପା ତୁମେ ବସ୍‌...ମୁଁ ଟିକେ ସଜ ହୋଇସାରେ...

ଶ୍ୱଶୁର ସାମ୍ନାରେ ସଜେଇ ହେଉଛି ବୋହୂ...ଆଲୋ ଆଲୋ...ତୁ କିଏଲୋ? ମୁଁ ଭାରି ସୁନ୍ଦରୀ। ସେଇଥି ପାଇଁ ମତେ ଚଷମା ବି ଭାରି ମାନେ। ମୋର କଣ ଜିନିଷ ନାହିଁ ଯେ ମୁଁ ତା’ ସହିତ ବାଦ ଲଗାଇବି?

Tale of Maoist
ମାଓ ନେତାରୁ ଚାଷୀ ନେତା ହେଲେ ସୁକଦେବ

ଦିନେ ସେ କୁଖ୍ୟାତ ମାଓବାଦୀ ଥିଲେ। ରାତି ରାତି ଜଙ୍ଗଲରେ ବୁଲୁଥିଲେ। ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିଲେ। ହେଲେ ଏବେ ତାଙ୍କ ପରିବର୍ତ୍ତନ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମୀକିରେ ପାଲଟିଯାଇଛନ୍ତି। ମାଲକାନାଗିରରୁ ଚାଲନ୍ତୁ ଦେଖିବା ଏ କାହାଣୀ

Visually Impaired Premananda Sings For His Life Partener
‘ମୋତେ ମିଳିଗଲା ମୋ ଜୀବନ ସାଥୀ’...ଜୀବନ ସାଥୀ ପାଇଁ ଗୀତ ଗାଇଲେ ଦୃଷ୍ଟିହୀନ ପ୍ରେମାନନ୍ଦ

ପ୍ରେମାନନ୍ଦ କେବଳ ଗୀତ ଗାଇ ପାରନ୍ତିନି, ବିଭିନ୍ନ ସିନେ କଳାକାରଙ୍କ ଡାଇଲଗକୁ ମଧ୍ୟ ଅବିକଳ ନକଲ କରିପାରନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱରକୁ ନକଲ କରିବାରେ ସେ ବେଶ୍ ମାହିର।

Cyber criminals extort money by threatening to make morphed nude pictures viral - Cyber Crime
ନାଇଁ ନାଇଁ ମ...ଫଟୋଟା ବଢିଆ ହୋଇଛି...ୟୁଟ୍ୟୁବ୍‌ରେ ଅପଲୋଡ୍‌ କରିବା କି?

ଟହ୍ୟାଲେ..କେମିତି ଲାଗୁଛି ଫଟୋ? ଏ ଫଟୋଟା ତୋ ପରିବାରରୁ ମୁଁ ଗିଫ୍ଟ ଦେବି। ବାସ୍‌ ୟୁଟ୍ୟୁବରେ ଅପଲୋଡ୍‌ ହେଲେ ସମସ୍ତେ ଦେଖିବେ। ମୋବାଇଲରୁ କଂଟାକ୍ଟ ଡିଟେଲ୍ସ ନେବା ପରେ ଏମିତି ଫୋନ୍‌ କରି କହିଲେ ସାଇବର ଲୁଟେରା। ଦେଖନ୍ତୁ ଏହା ପରେ ହେଲା କଣ?

Ailing Horse Abandoned By Owner On Roadside In Mayurbhanj
ସ୍ୱାର୍ଥପର ମଣିଷ: କାମ ସରିଗଲା ପରେ ଘୋଡ଼ାକୁ ରାସ୍ତାକଡ଼ରେ ଛାଡ଼ି ଦେଲା ମାଲିକ

ଘୋଡ଼ାଟି ବର୍ତ୍ତମାନ ବାର୍ଦ୍ଧକ୍ୟ ଅବସ୍ଥାରେ। ତା’ ପଛ ଗୋଡ଼ରେ ଏକ ଘା’ ହୋଇଯାଇଛି। ଫଳରେ ଘୋଡ଼ାଟି ଆଉ ଚାଲିବା ପାଇଁ ସକ୍ଷମ ନାହିଁ।

Dealer embezzling
“୪ ମାସ ହେଲା ଚାଉଳ ଦେଉନାହାନ୍ତି...ମାଗିଲେ ଉପର ଲେବୁଲରେ ଚିହ୍ନା ଅଛନ୍ତି, କାହାକୁ କହିବୁ କହ”

୪ ମାସ ହେଲାଣି ଦିବ୍ୟାଙ୍ଗଙ୍କ ଚାଉଳ ଖାଉଛନ୍ତି ଡିଲର ବାବୁ। ଗୁହାରି କରିବା ପରେ ଦେଖାଉଛନ୍ତି ନାଲିଆଖି। କହୁଛନ୍ତି ମୋର ଉପର ଲେବୁଲରେ ବହୁତ ଚିହ୍ନା। କାହାକୁ ଅଭିଯୋଗ କରିବୁ କହ...ଏପଟେ ଦିବ୍ୟାଙ୍ଗ ହୋଇଥିବାରୁ କେତେବେଳେ ଖାଉଛନ୍ତି ତ ପୁଣି କେତେବେଳେ ଉପାସରେ ରହୁଛନ୍ତି ସ୍ୱାମୀ-ସ୍ତ୍ରୀ...

Apana Eka Nuhanti
ଆଖି, କିଡନୀ, ବ୍ରେନରେ ଟ୍ୟୁମର...ସାହାଯ୍ୟ ମିଳିଲେ ହେବ ଚିକିତ୍ସା...ପୁଣି ଥରେ ଭଲ ପାଠ ପଢିବେ ପାର୍ଥ...

ସୁନା ପୁଅଟିଏ...ବାପା ମାଆ ଯାହା କୁହନ୍ତି ତାହାକୁ ଅକ୍ଷରେ ଅକ୍ଷରେ ସେ ମାନନ୍ତି। ବେଶ୍ ଭଲ ପାଠ ବି ପଢନ୍ତି। ହେଲେ ସେଇ ସୁନା ପୁଅ ଏବେ ରୋଗରେ ପଡ଼ିଛି। ପାର୍ଥଙ୍କୁ ଭଲ କରିବା ପାଇଁ ମାଆ କାନ୍ଦୁଛି ତ ଆଇ କାନ୍ଦୁଛି...ଆଉ ପୁଅର କଷ୍ଟ ଦେଖି ବାପା ପୂରା ଚୁପ୍‌। ବ୍ରେନ, ଆଖି ଓ କିଡନୀରେ ଟ୍ୟୁମର ହେବାରୁ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି ସୁନା ପୁଅ।

Woman stages sit-in outside boyfriend's home demanding marriage
‘ସ୍ତ୍ରୀର ଅଧିକାର ନମିଳିବା ଯାଏ, ମୁଁ ଏମିତି ତାଙ୍କ ଘର ଆଗରେ ଧାରଣା ଦେବି’

ପତ୍ନୀର ମାନ୍ୟତା ଦାବି ନେଇ ଦେଢ ବର୍ଷର ଶିଶୁକୁ ଧରି ଶାଶୁ ଘର ଆଗରେ ଧାରଣାରେ ବସି ରହିଛନ୍ତି ଜଣେ ମହିଳା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏହି ଘଟଣା ଘଟିଛି।

Special story
ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ର

ସିବିଆଇ ନୋଟିସ୍‌ ପରେ ଆଜି ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।

World record - 6 million facebook users followed President
ରେକର୍ଡ କଲେ ଦ୍ରୌପଦୀ ମୁର୍ମୁ....ମାତ୍ର ୧୦ ଦିନରେ ୬ ମିଲିୟନ ହେଲେ ଫଲୋରସ୍‌

ରାଷ୍ଟ୍ରପତି ହେବା ପରେ ରେକର୍ଡ କଲେ ମାଡାମ୍‌ ଦ୍ରୌପଦୀ ମୁର୍ମୁ। ମାତ୍ର ୬ ଦିନରେ ତାଙ୍କୁ ଫେସବୁକ୍‌ରେ ଫଲୋ କଲେ ୬ ମିଲିୟନ୍‌ ୟୁଜର୍ସ...ସାରା ଦେଶରେ ଏହାକୁ ନେଇ ବଢିଲା ଚର୍ଚ୍ଚା

Konark farmer cultivates Betelnut
୧୫ ଗୁଣ୍ଠ ଜମିରେ କରିଛନ୍ତି ଗୁଆ ଚାଷ...ରୋଜଗାର ହେଉଛି ୫ ଲକ୍ଷ...

୧୫ ଗୁଣ୍ଠ ଜମିରେ ପରିଶ୍ରମ କରି ଫଳାଇଛନ୍ତି ଗୁଆ। ଏତେ ମାତ୍ରାରେ ଫଳ ଫଳୁଛି ଯେ ନଦେଖିଲେ ଆପଣ ବି ବିଶ୍ୱାସ କରିବେନି। ଗୁଆ ଚାଷ କରି ରୋଜଗାର କରୁଛନ୍ତି ୫ ଲକ୍ଷରୁ ଅଧିକ ଟଙ୍କା...ଦେଖନ୍ତୁ ଏଇ ଭିଡ଼ିଓ

13-year-old girl missing for over a month
‘ମାସେ ହେଲା ମୋ ଝିଅର ପତ୍ତା ମିଳୁନି, ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ’

ମାସେ ହେଲାଣି ୧୩ ବର୍ଷର ନାବାଳିକା ନିଖୋଜ। ମହିଳା ଓ ତାଙ୍କ ପୁଅ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଫଳ ଶୂନ୍‌। ଶେଷରେ ଝିଅକୁ ଉଦ୍ଧାର ଲାଗି ମହିଳା ଜଣକ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି।

News Fuse
ଇଏ କଣ? ରାତି ଅଧରେ କଣ ଗାତ ଜଗିଲେ ମେୟର?

ଆଲୋ ଆଲୋ ଇଏ କଣ? ରାସ୍ତା ମଝିରେ ବିରାଟ ଗାତ...ଆଉ ସେଇ ଗାତକୁ ଜଗିଛନ୍ତି ମେୟର ବାବୁ…ହେଲେ ଇଏ ନନ୍ଦିସାହିରେ ଏତେ ବଡ ଗାତ କଲା କିଏ? ନାରଣ ତୁ ଖାଲି ଚିତ୍ର ଦେଖ୍‌...ବାକି ଉତ୍ତର ଆପେ ଆପେ ପାଇଯିବୁ...

Elephant Attack, Viral Video
ଲୋକଙ୍କ ଆଖି ଆଗରେ ପୂଜାରୀଙ୍କୁ ଦଳି ମାରିଦେଲା ଦନ୍ତା ! ଦେଖନ୍ତୁ ଭିଡିଓ..

ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ତାହା କୌଣସି ସାଧାରଣ ମଣିଷ ପକ୍ଷେ ଦେଖିବା କଷ୍ଟକର । ନରମ ହୃଦୟବାନ ଲୋକ ଏହା ଦେଖିବା ମନା । 

State Govt. Add
ସ୍ୱାସ୍ଥ୍ୟ ବିଭାଗର ସୋସିଆଲ ମିଡିଆ ପ୍ରୀତି, ଫେସବୁକ୍-ଇନ୍‌ଷ୍ଟାରେ ଲକ୍ଷ ଲକ୍ଷ ଖର୍ଚ୍ଚ

୩ ମାସରେ ଖର୍ଚ୍ଚ ହେଲାଣି ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ଭିତ୍ତିଭୂମି ସବଳ ନକରି ପ୍ରଚାର ପ୍ରସାର ଜୋର୍ କହିଲେ ବିରୋଧୀ । ସରକାରଙ୍କ ପ୍ରଚାର ପ୍ରସାର ନୁହେଁ, ସଚେତନତା ବଢ଼ାଉଛନ୍ତି କହିଲେ ମନ୍ତ୍ରୀ ।

Dead Body
ମାଆ-ଝିଅ କାହିଁକି ନେଲେ ଏଭଳି ଚରମ ନିଷ୍ପତ୍ତି ? କାରଣ ଖୋଜୁଛି ପ୍ରଶାସନ

ଖପ୍ରାଖୋଲରେ ମାଆ-ଝିଅ ବିଷ ପିଇ ଆତ୍ମହତ୍ୟା ଘଟଣା । ଅଭାବ ଅନଟନ, ଋଣ ଭାର ଓ ରୋଗ ଯନ୍ତ୍ରଣାରୁ ଜୀବନ ହାରିଥିବା କହିଲେ ସାମାଜିକ କର୍ମୀ । CWC ଦାୟିତ୍ୱରେ ବର୍ତ୍ତି ଯାଇଥିବା ୪ ବର୍ଷର ଶିଶୁ । 

  • Thursday, 04 August 2022