ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଅଗଷ୍ଟ ୧ରୁ ବଢିବ ଦରମା...ଖାଲି ଏତିକି ନୁହେଁ ବରଂ ଏଇ ସବୁ ଉପହାର ପାଇଁ ସରକାରୀ ଚାକିରିଆ...
Published: Pallipuspa Samal
Last updated: 29 July 2022, 10:04 AM IST
ପୁତିଗନ୍ଧମୟ ପରିବେଶରେ ଜୟପୁର ସହର । ପୌରପ୍ରଶାସନର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା କେବଳ ଧର୍ମକୁ ଆଖି ଠାର ଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ସହରକୁ ସଫା ରଖିବା ଲାଗି କୋଟି କୋଟି ଟଙ୍କା ପ୍ରଶାସନର ପକ୍ଷରୁ ଖର୍ଚ୍ଚ କରାଯାଉଥିବାବେଳେ କେଉଁଠି ହେଉଛି ସଫେଇ,ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ।