• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Special story
ଜିଆରଏସ୍ ନିଖୋଜ : ସୋମବାର ରାତିରୁ ମିଳୁନି ପତ୍ତା,ଫେରିବା ବାଟକୁ ଚାହିଁ ଚାହିଁ ଲୁହ ଗଡ଼ାଉଛନ୍ତି ପତ୍ନୀ

କୁଆଡ଼େ ଗଲେ ଜିଆରଏସ୍ ? ଖୋଜି ଖୋଜି ନୟାନ୍‌ ହୋଇଗଲେଣି ତାଙ୍କ ପତ୍ନୀ ।

Special story
ପ୍ରିୟ ବିଡିଓଙ୍କ ପାଇଁ ଲୋକଙ୍କ ଆଖିରେ ଲୁହ : ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ଭାବବିହ୍ୱଳ ସ୍ଥିତି

ବାଜା ବଜାଇ, ବାଣ ଫୁଟାଇ ବିଡ଼ିଓଙ୍କୁ କାନ୍ଧରେ ବସାଇ ଲୋକେ ଲୋକେ ବିଦାୟ ଦେଇଛନ୍ତି ।

Special story
ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ

କଟକ ସିଡିଏ ସ୍ଥିତ ବାସଭବନରେ ୬୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

Mukesh Ambani
ଏଇଥି ପାଇଁ ୨ ବର୍ଷ ହେଲା ଦରମା ନେଉନାହାନ୍ତି ମୁକେଶ ଅମ୍ବାନୀ

ମାସେ ନୁହେଁ କି ଦୁଇ ମାସ ନୁହେଁ। ବରଂ ୨ ବର୍ଷ ହେଲାଣି ଦରମା ନେଉନାହାନ୍ତି ମୁକେଶ ଅମ୍ବାନୀ। ଜାଣନ୍ତୁ କଣ ରହିଛି କାରଣ।

News Fuse
ଇଲୋ ଇଲୋ...ଇଏ କଣ କଂଟା ବାଡ଼ରେ ଚଢିଗଲେ ଶରତ...ଆଉ ପ୍ରସାଦ ଧକ୍କା ଖାଇ ଖାଇ...

ଇରେ ଦେଖ୍‌। ଇଏ କଣ? କଂଟା ବାଡରେ କଣ ଚଢିଲେଣି ପିସିସି ସଭାପତି ଶରତ। ଦେଖୁନୁ, କେମିତି ସେପଟେ ବାଡରେ ବସିଲେଣି ପ୍ରସାଦ। ହଇରେ ନିରଞ୍ଜନ କୁଆଡେ ଗଲେ କି? ସିଏ ଯୋଉ ହେଭିୱେଟ୍‌ ନେତା, ତାଙ୍କ ଓଜନ କଣ ସମ୍ଭାଳିବ ଏଇ ବାଡ?

Men doing stunts on bulldozer
ବୁଲ୍‌ଡୋଜର ତିଆରି କରୁଛି ଆମ୍‌ଲେଟ୍ ଆଉ ଦେଉଛି ଷ୍ଟଣ୍ଟ୍

ଭାଇରାଲ୍ ହେଉଛି ବୁଲ୍‌ଡୋଜର୍ ଭିଡିଓ। କେଉଁ ବୁଲଡୋଜର ଗ୍ୟାସ୍ ଲଗେଇ ରୋଷେଇ କରୁଛି ତ ପୁଣି କିଏ ଆମଲେଟ୍ ତିଆରି କରୁଛି। ଏମିତି ବି ବୁଲଡୋଜର ଅଛି ଯାହାକୁ ଷ୍ଟଣ୍ଟ ଦେବା ଦେଖାଯାଉଛି।

accident
ଜଗା ଦର୍ଶନ ଅଧାରେ ରହିଲା : ଓଲଟିଲା ପର୍ଯ୍ୟଟକ ବସ୍, ୨୬ ଆହତ

ବସ ଦୁର୍ଘଟଣାରେ ୨୬ ଆହତ , କିପିରି ହେଲା ଦୁର୍ଘଟଣା ?

Man fix brush on gun to use as electric toothbrush
ବନ୍ଧୁକରେ ତିଆରି ହେଲା ଟୁଥ୍ ବ୍ରଶ୍, ଟ୍ରିଗର ଦାବିଲେ ଦାନ୍ତ ସଫା

ଅଜବ ଯୁଗାଡ। ବନ୍ଧୁକରେ ତିଆରି ହେଇଛି ଦାନ୍ତ ଘଷା ବ୍ରଶ। ଟ୍ରିଗର ଦାବିଲେ କରିଦେଉଛି ଦାନ୍ତ ସଫା।

NASA warns as giant asteroid may hit earth on 18 august
NASA : ଅଗଷ୍ଟ ୧୮ରେ ପୃଥିବୀକୁ ଧକ୍କା ଦେବ ବଡ ଉଲ୍‌କା ପିଣ୍ଡ!

ପୃଥିବୀ ଆଡକୁ ମାଡିଆସୁଛି କି ବଡ ବିପଦ। ଅଗଷ୍ଟ ୧୮ରେ ପୃଥିବୀ ସହ ଧକ୍କା ଖାଇପାରେ ଏକ ବଡ ଉଲ୍‌କା ପିଣ୍ଡ। ଏମିତି ଭୟଙ୍କର ସୂଚନା ଦେଇଛି ନାସା(NASA)।

Heavy Rain
ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା ! ରାସ୍ତା ଘାଟ ବନ୍ଦ, ଉଛୁଳୁଛି ନଈ ନାଳ

ମାଲକାନଗିରି-ନବରଙ୍ଗପୁର-ଗଜପତିର ବହୁ ଗାଁ ଜଳବନ୍ଦୀ, ଯୋଗାଯୋଗ ଠପ୍ । ଅବପାତରେ ପରିଣତ ହେଲା ଲଘୁଚାପ ।

Three tourists swept away at Puri beach, One dead
ପରିବାର ସହ ଗାଧୋଉଥିବା ବେଳେ ପୁରୀ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ

ଗାଧୋଉଥିବା ସମୟରେ ୩ ଜଣ ପର୍ଯ୍ୟଟକ ସମୁଦ୍ରରେ ଭାସି ଯାଇଥିବା ସୂଚନା ମିଳିଛି। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ଲାଇଫ୍ ଗାର୍ଡ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ENews
ଗୋରା ଚାନ୍ଦ ପରି ଚେହେରା...ଆଉ ଆଖି ଯେତେବଳେ କଥା ହୁଏ...ବାସ୍‌....

ତୋର ସର୍ମିଲି ସର୍ମିଲି ଆଖି...ଇସାରାରେ ଯେବେ ଦିଏ ଡାକି...ବାସ୍‌ ଲୁକ୍‌ ଦେଖିଲେ ଆପଣ ବି ଘଂଟାଏ ଯାଏଁ ହେବେ ହୋଲ୍ଡ। ଦେଖନ୍ତୁ କେମିତି ସ୍ମାଇଲ ଦେଇ ହାଏ କହୁଛନ୍ତି ତାରିଣୀ

  • Tuesday, 09 August 2022
  • ENews
Medical Team
ଖବର ପ୍ରସାରଣ ପରେ ନବରଙ୍ଗପୁର ପାପଡ଼ାହାଣ୍ଡି ତୁଳସୀପଦର ଗାଁରେ ଡାକ୍ତରୀ ଟିମ୍

ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟସେବା ମିଳିବା ପରେ ଗାଁ ଲୋକେ ଖୁସି ପ୍ରକାଶ କରିଥିଲେ ମଧ୍ୟ ଗାଁକୁ ରାସ୍ତା ଏବଂ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ।

Balasore Teacher
ସହ୍ୟ ହେଲାନି ଯନ୍ତ୍ରଣା, ଶେଷରେ ଚିଠି ଲେଖି ଜୀବନ ହାରିଦେଲେ ଶିକ୍ଷୟିତ୍ରୀ

୫ ମାସ ହେଲା ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ଡାକ୍ତରଙ୍କୁ ଦେଖାଇ ଅପରେସନ୍‌ ବି କଲେ, ହେଲେ କଷ୍ଟ କମିଲାନି । ଶେଷରେ ଜୀବନ ହାରିବାକୁ ପସନ୍ଦ କଲେ ଶିକ୍ଷୟିତ୍ରୀ । ଆଉ ଚିଠିରେ ଲେଖିଲେ ଶେଷ କଥା..ମୋ ଝିଅକୁ ଭଲରେ ରଖିବ, ଭୁଲ ଥିଲେ କ୍ଷମା କରିବ...

The Great Odisha Political Circus
ଦରମା ପାଉଛୁ...ଘର ଚଳାଉଛୁ...ପୁଣି ଆମର ଦାବି କଣ କହୁଛୁ?

ସାର ଆପଣ ତ ବିଧାୟକ ହେଲେ ସରକାର ସବୁ ଦେଲେ। ପୁଣି ଏଇଠି ଛିଡା ହୋଇକି ଦାବି ପୂରଣ କର କାହିଁକି ରଡୁଛନ୍ତି? ଲକ୍ଷେ ଟଙ୍କା ଦରମା ପାଇବା ପରେ ଅଂଟୁନି?

Today World Tribal Day 2022
କେତେ ବଦଳିଛି ନିୟମଗିରିର ଆଦିମ ଜନଜାତିଙ୍କ ଜୀବନ ? ଜାଣନ୍ତୁ...

ଖଲି ସିଲେଇବା ଠାରୁ ଆରମ୍ଭ କରି ହଳଦୀ ଗୁଣ୍ଡ ପ୍ରସ୍ତୁତି କରି ବଜାରରେ ବିକ୍ରି କରିବା ଯାଏ କାମ କରି ପରିବାର ପୋଷଣ କରୁଛନ୍ତି ନିୟମଗିରି ପର୍ବତରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ।

10 things related to quit india movement
"ଭାରତ ଛାଡ ଆନ୍ଦୋଳନ" ସହ ଜଡିତ ଥିବା ୧୦ ରୋଚକ କଥା

ଏହା ବ୍ରିଟିଶ ଶାସନକୁ ଥରାଇ ଦେଇଥିଲା "ଭାରତ ଛାଡ ଆନ୍ଦୋଳନ"। ତତ୍କାଳୀନ ବ୍ରିଟିଶ ସରକାର ଉପରେ ଏହାର ବହୁତ ପ୍ରଭାବ ପଡିଥିଲା। ଏହି ଆନ୍ଦୋଳନ ସମୟର ଅନେକ ରୋଚକ କଥା ରହିଛି। ତେବେ ଆସନ୍ତୁ ସେଥିରୁ ୧୦ ବିଷୟରେ ଜାଣିନେବା।

Khola Katha
ରୋଗୀଙ୍କ କଷ୍ଟ ସେମାନେ କହିପାରନ୍ତିନି, ମୁଁ ବୁଝିଯାଏ...

ରୋଗୀଙ୍କ ସହ ଅନ୍ୟାୟ ହେଲେ ମୁଁ ସହିପାରେନା। ସତ କହିବାକୁ ଡରେ ନାହିଁ...ସରକାରଙ୍କୁ ନକହିଲେ ସିଏ ଜାଣିବେ କେମିତି? ସତରେ କଣ ନେତାଙ୍କ ବିନା ଇଚ୍ଛାରେ ରୋଗୀଙ୍କୁ ମିଳିପାରିବନି ICU ବେଡ୍‌? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନି

Two Died Of Snake Bite
ଚିକିତ୍ସା ବଦଳରେ ଗୁଣିଗାରେଡ଼ି ଉପରେ ଭରସା, ସାପ କାମୁଡ଼ାରେ ୨ ମୃତ

ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ଲୋକଙ୍କ ମାନସିକତାରେ ଏପରି ସ୍ଥାନ ପାଇଛି ଯେ ବିଷାକ୍ତ ସାପ କାମୁଡ଼ାକୁ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବାର ଭରସା ରଖୁଛନ୍ତି ଲୋକେ। ହେଲେ ସେମାନଙ୍କର ଏହି ଭରସା ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛି। 

Bring empty plastic pouches, get discount on fuel
ଧ୍ୟାନ ଦିଅନ୍ତୁ....ଏଣିକି ଏଇ ସବୁ ପ୍ଲାଷ୍ଟିକ ଦେଲେ ପେଟ୍ରୋଲ ପମ୍ପରେ ଆପଣ ପାଇବେ ରିହାତି...

ଗ୍ରାହକଙ୍କ ପାଇଁ ବଡ଼ ଖବର। ଏଣିକି ପମ୍ପରେ ଏଇ ସବୁ ପ୍ଲାଷ୍ଟିକ ଏତିକି ମାତ୍ରାରେ ଦେଲେ ମିଳିବ ବଡ଼ ରିହାତି...ଜାଣନ୍ତୁ କେବେଠାରୁ ଲାଗୁ ହେଉଛି ଏଇ ନିୟମ

Special drive against helmetless riders on highways in Odisha from August 16
ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଉଥିଲେ ସାବଧାନ ! ଧରାପଡ଼ିଲେ ଗଣିବେ ୧,୦୦୦ ଟଙ୍କା ଫାଇନ୍‌

ସ୍ପେଶାଲ ଡ୍ରାଇଭ ବେଳେ ବାଇକ୍‌ରେ ୩ ଜଣ ଯିବା ଧରାପଡ଼ିଲେ ଦଣ୍ଡିତ ହେବେ। ଏହାସହ ୧୮ ବର୍ଷରୁ କମ୍ ପିଲା ଗାଡ଼ି ଚଳାଉଥିଲେ ମଧ୍ୟ ଦଣ୍ଡିତ ହେବେ। 

emotional letter before killing self
ମୁଁ ଆଉ ଯନ୍ତ୍ରଣା ସହିପାରୁନି...ଝିଅକୁ ଭଲରେ ରଖିଥିବ, ମୁଁ ବିଦାୟ ନେଉଛି

୫ ମାସ ହେଲା ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଡାକ୍ତରଙ୍କୁ ଦେଖାଇ ଅପରେସନ୍‌ ବି କଲେ...ହେଲେ କଷ୍ଟ କମିଲାନି। ଶେଷରେ ଜୀବନ ହାରିବାକୁ ପସନ୍ଦ କଲେ ଶିକ୍ଷୟିତ୍ରୀ। ଆଉ ଚିଠିରେ ଲେଖିଲେ ଶେଷ କଥା...ମୋ ଝିଅକୁ ଭଲରେ ରଖିବ, ଭୁଲ ଥିଲେ କ୍ଷମା କରିବ...ଦେଖନ୍ତୁ କଣ ଥିଲା ପୂରା ଘଟଣା...

News Fuse
ଜୋରରେ ବାଜିଲା ଡିଜେ...ବରକୁ ରାସ୍ତାରେ କଚାଡି ଦଉଡିଲା ଘୋଡା...

ମୋ ବୋଉଲୋ...ବରର ଅଣ୍ଟା ଆଉ ଥିବ ତ? ଇଏ ଯୋଉ ରେଟ୍‌ରେ ପଡ଼ିଲେ ବେଦୀରେ ବସିବେ ବା କେମିତି? ବରଯାତ୍ରୀ ବାଲା ଏମିତି ଡିଜେ ବଜାଇ ଦେଲେ ଯେ ଛତ୍ରଭଙ୍ଗ ଦେଇ ଦଉଡିଲା ଘୋଡା, ନିଜେ ତ ଗଲା ଗଲା କିନ୍ତୁ ବରର ଅଂଟାଟାକୁ... ଦେଖୁନୁରେ ନାରଣ

Dog is taking care as own child
କୁକୁରକୁ ମା’ର ସ୍ନେହ ଦେଇ ପାଳୁଛନ୍ତି ମହିଳା

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ମହିଳା କିପରି ଏକ କୁକୁରକୁ ନିଜ ପିଲା ପରି ପାଳନ କରୁଛନ୍ତି। ଆପଣ ଦେଖିଲେ କହିବେ ବାଃ… ବାଃ…।

Heavy Rain
ନନ୍‌ଷ୍ଟପ ବର୍ଷାରେ ବେହାଲ ପଶ୍ଚିମରୁ ଦକ୍ଷିଣ ଓଡ଼ିଶା, ପାଣିପାଗ ବିଭାଗ କହିଲା ଆହୁରି ୫ ଦିନ ବର୍ଷିବ

ରାୟଗଡ଼ା ଓ କଳାହାଣ୍ଡିରେ ଧୋଇଗଲା ରାସ୍ତା, ଚାଷଜମିରେ ପାଣି । ନୃସିଂହନାଥରେ ଫସିଲେ କାଉଡ଼ିଆ । ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନି କହିଲା ପାଣିପାଗ ବିଭାଗ ।