ସାର ଆପଣ ତ ବିଧାୟକ ହେଲେ ସରକାର ସବୁ ଦେଲେ। ପୁଣି ଏଇଠି ଛିଡା ହୋଇକି ଦାବି ପୂରଣ କର କାହିଁକି ରଡୁଛନ୍ତି? ଲକ୍ଷେ ଟଙ୍କା ଦରମା ପାଇବା ପରେ ଅଂଟୁନି?
Published: Pallipuspa Samal
Last updated: 09 August 2022, 12:16 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।