• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Emotional Letter

Balasore Teacher
ସହ୍ୟ ହେଲାନି ଯନ୍ତ୍ରଣା, ଶେଷରେ ଚିଠି ଲେଖି ଜୀବନ ହାରିଦେଲେ ଶିକ୍ଷୟିତ୍ରୀ

୫ ମାସ ହେଲା ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ଡାକ୍ତରଙ୍କୁ ଦେଖାଇ ଅପରେସନ୍‌ ବି କଲେ, ହେଲେ କଷ୍ଟ କମିଲାନି । ଶେଷରେ ଜୀବନ ହାରିବାକୁ ପସନ୍ଦ କଲେ ଶିକ୍ଷୟିତ୍ରୀ । ଆଉ ଚିଠିରେ ଲେଖିଲେ ଶେଷ କଥା..ମୋ ଝିଅକୁ ଭଲରେ ରଖିବ, ଭୁଲ ଥିଲେ କ୍ଷମା କରିବ...