• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Medical Team

କେମିତି ହେବେ ପାଇଲଟ୍
How to be a Pilot: ୩ ପରୀକ୍ଷା, ୨୦୦ ଘଣ୍ଟାର ଟ୍ରେନିଂ ଓ କୋଟି କୋଟିର ଖର୍ଚ୍ଚ... ତା’ପରେ ହେବେ ପାଇଲଟ୍‌

ପାଇଲଟ୍ ପରୀକ୍ଷାରେ ପ୍ରଥମ ରାଉଣ୍ଡ ଲିଖିତ ପରୀକ୍ଷା କରାଯାଏ । ଯେଉଁଥିରେ ଆପଣଙ୍କୁ ଦ୍ୱାଦଶ ଆଧାରିତ ପଦାର୍ଥ ବିଜ୍ଞାନ ଏବଂ ଗଣିତରୁ ପ୍ରଶ୍ନ ଆସିବ । ଏହା ପରେ ଦ୍ୱିତୀୟ ରାଉଣ୍ଡରେ ଏକ ଭିଡିଓ ଗେମ୍ ପରୀକ୍ଷା ଦେବାକୁ ପଡ଼େ । ଏହା ପରେ ତୁମର ସମସ୍ୟା ସମାଧାନ କୌଶଳକୁ ବିଶ୍ଳେଷଣ କରାଯିବ । ଆପଣଙ୍କୁ ମଲ୍ଟି-ଟାସ୍କିଂ କାମ ଦିଆଗଲେ ଆପଣ ଏହାକୁ କିପରି ପରିଚାଳନା କରିବେ ତାହା ମଧ୍ୟ ଦେଖାଯିବ । ଏହାକୁ ବିଶ୍ଳେଷଣ କରିବା ପରେ ତୁମର ମୂଲ୍ୟାଙ୍କନ କରାଯିବ ।

କୁକୁର ସାଜିଲେ ଦେବଦୂତ
Hero Dogs: କୁକୁର ସାଜିଥିଲେ ହିରୋ... ବରଫ ଝଡ଼କୁ ଖାତିର ନକରି ପହଞ୍ଚାଇଥିଲେ ଔଷଧ, ଟଳି ଯାଇଥିଲା ମହାମାରୀ

ହଁ, ଏ ଭୟଙ୍କର ବିପତ୍ତି ସମୟରେ ଦେବଦୂତ ସାଜିଥିଲା କୁକୁର । ଶହଶହ କିଲୋକମିଟର ଦୂରରୁ ଔଷଧ ଠିକ ସମୟରେ ପହଞ୍ଚି ଯାଇଥିଲା । ଏକ ମହାମାରୀକୁ ରୋକି ଦେଇଥିଲା । ଶହଶହ ଜୀବନକୁ ମରଣ ମୁହଁରୁ ଟାଣି ଆଣିଥିଲା । ଘଟଣା ଘଟିଥିଲା ୧୯୨୫ ମସିହାରେ ଆଲାସ୍କାରେ, ଯେତେବେଳେ ଜାନୁଆରୀ-ଫେବୃଆରୀରେ ଏଠାରେ ବ୍ୟାପିଥିଲା ମହାମାରୀ । ଏ ପୃଥିବୀ ଅନେକ ମହାମାରୀ ଦେଖିଛି । ହେଲେ ମାଡି ଆସୁଥିବା ବିପତ୍ତିକୁ ଏମିତି ଅଟକାଇ ଦେବା ଘଟଣା ଖୁବ କମ୍ ଦେଖିବାକୁ ମିଳିଛି ।

BDO
ସାଲ୍ୟୁଟ୍ ବିଡିଓ ବାବୁ; ଡାଇରିଆରେ ଆକ୍ରାନ୍ତ ଛୋଟ ଶିଶୁକୁ କୋଳରେ ଧରି ନେଲେ ମେଡିକାଲ୍...

ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ମେଡିକାଲ ନେଲେ ବିଡିଓ । ନବରଙ୍ଗପୁର ନନ୍ଦାହାଣ୍ଡି ବିଡିଓଙ୍କ ମହାନତା । ଅନ୍ଧବିଶ୍ବାସ ପାଇଁ ମେଡିକାଲ ଯାଉନଥିଲେ ଆକ୍ରାନ୍ତ । ୩ ଜଣ ରୋଗୀଙ୍କୁ ନିଜ ଗାଡ଼ିରେ ମେଡିକାଲ ପଠାଇଲେ ବିଡିଓ ।

Odisha Politics
ସତ ବଖାଣୁଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର

ବିଜ୍ଞାପନ ଓ ବାସ୍ତବତା, ୟା ଭିତରେ ଯେମିତି ଆକାଶପାତାଳ ତଫାତ୍ । ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ପ୍ରତିଦିନ କୋଟି କୋଟି ଟଙ୍କା ବ୍ୟୟରେ ଖବରକାଗଜମାନଙ୍କରେ ପ୍ରକାଶିତ ବିଜ୍ଞାପନକୁ କେବଳ ପ୍ରଚାରସର୍ବସ୍ୱ ବୋଲି ବିରୋଧୀ ସିଧାସଳଖ ଅଭିଯୋଗ ଆଣୁଥିବାବେଳେ ବିଜେଡି ତାର ଜବାବ ରଖିଛି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ସତ ବଖାଣୁଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ।

Medical Team
ଖବର ପ୍ରସାରଣ ପରେ ନବରଙ୍ଗପୁର ପାପଡ଼ାହାଣ୍ଡି ତୁଳସୀପଦର ଗାଁରେ ଡାକ୍ତରୀ ଟିମ୍

ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟସେବା ମିଳିବା ପରେ ଗାଁ ଲୋକେ ଖୁସି ପ୍ରକାଶ କରିଥିଲେ ମଧ୍ୟ ଗାଁକୁ ରାସ୍ତା ଏବଂ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ।