ଖଲି ସିଲେଇବା ଠାରୁ ଆରମ୍ଭ କରି ହଳଦୀ ଗୁଣ୍ଡ ପ୍ରସ୍ତୁତି କରି ବଜାରରେ ବିକ୍ରି କରିବା ଯାଏ କାମ କରି ପରିବାର ପୋଷଣ କରୁଛନ୍ତି ନିୟମଗିରି ପର୍ବତରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ।