ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟସେବା ମିଳିବା ପରେ ଗାଁ ଲୋକେ ଖୁସି ପ୍ରକାଶ କରିଥିଲେ ମଧ୍ୟ ଗାଁକୁ ରାସ୍ତା ଏବଂ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ।