ଛେନାର ମାନ ପରଖିଲା ସିଏମସି ସ୍ୱାସ୍ଥ୍ୟ ବିଭାଗ । ଲ୍ୟାବକୁ ପଠାଯିବ ନିଆଳି ଛେନାର ନମୁନା ।
ପ୍ରତାରଣା କଲା ପ୍ରେମିକ। ପ୍ରତିଶୋଧ ନେବାକୁ ଏକ ଖବରକାଗଜର ପୂରା ପୃଷ୍ଠାକୁ କିଣିନେଲେ ଯୁବତୀ। ବିରୋଧରେ ଦେଲେ ବିଜ୍ଞାପନ। ଜାଣନ୍ତୁ ଲୋଜେ କ’ଣ କହିଲେ।
ବିବାଦରେ ବଡି ବିଲ୍ଡର୍ ବବି କଟାରିଆ। ବିମାନରେ ସିଗାରେଟ୍ ଟାଣି ବିବାଦକୁ ଆସିଛନ୍ତି। ବିମାନକୁ ସିଗାରେଟ୍ ଓ ଲାଇଟର କିପରି ଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଲୋକେ।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ପରବର୍ତ୍ତୀ ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେବ । ହେଲେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ।
ରାଜ୍ୟରେ କେତେ ସୁରକ୍ଷିତ ହାତୀ ଆଜି ବିଶ୍ୱ ହାତୀ ଦିବସରେ ଆସନ୍ତୁ ଜାଣିନେବା।
୩ ବର୍ଷ ପରେ ସେସବୁ କେମିତି ଚାଲିଛି, ମୋବାଇଲ ଟୟଲେଟ୍ ଅବସ୍ଥା କେମିତି ଅଛି ଆସନ୍ତୁ ଜାଣିବା।
ଦେଖାଦେଇଛି ସରକାର କା ମାଲ୍ ଦରିଆ ମେଁ ଡାଲ୍ ପରିସ୍ଥିତି। ଖତ ଖାଉଛି ବିଏମ୍ସିର ମୋବାଇଲ୍ ପାଇଖାନା । ରକ୍ଷଣାବେକ୍ଷଣ ଅଭାବରୁ ଭ୍ରାମ୍ୟମାଣ ପାଇଖାନା ଅଚଳ ହୋଇପଡିଛି। ପାଣିରେ ପଡ଼ିଛି କୋଟି କୋଟି ଟଙ୍କା।
କେବେ ଶିକାରୀ ଗୁଳି ତ କେବେ ଟ୍ରେନ୍ ଟ୍ରାକ୍ ଓ ବିଦ୍ୟୁତ ଝଟ୍କାରେ ଯାଉଛି ହାତୀଙ୍କ ଜୀବନ। ରାଜ୍ୟରେ ୫ ବର୍ଷରେ ଗଲାଣି ୨୩୩ ହାତୀଙ୍କ ଜୀବନ। ଆସନ୍ତୁ ଜାଣିବା ହାତୀ ପ୍ରତି କେତେ ଯତ୍ନବାନ ମଣିଷ ଓ ଆମ ବ୍ୟବସ୍ଥା ?
ରତ୍ନଭଣ୍ଡାରର ମରାମତି ପାଇଁ ASI ର ଚିଠିକୁ ନେଇ ଚର୍ଚ୍ଚା । ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ବିପଦପୂର୍ଣ୍ଣ ସ୍ଥିତିରେ ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ।
ଭକ୍ତମାନେ ଯେଉଁ ସ୍ଥାନରୁ ଜଳ ଉଠାଇଥିଲେ ତାହାର ନାମ ହେଉଛି ରୋମାନ୍ ବାଥ୍ । ଏହା ଏକ ଉଷ୍ମ ପ୍ରସ୍ରବଣ ।
ନ୍ୟାସନାଲ୍ ରୁରାଲ୍ ହେଲଥ୍ ମିଶନ୍-NRHM ଜରିଆରେ ଏହାକୁ ନବ ଦମ୍ପତିଙ୍କ ପାଖକୁ ପଠାଯିବ ।
ଯାତ୍ରୀଙ୍କୁ ନେଇ ବସ୍ଟି ଭୁବନେଶ୍ୱରରୁ ପୁରୀ ଆଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଆସୁଛି ଅଗଷ୍ଟ ୧୫...ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ...ସବୁଠି ଉତ୍ସାହ...ସବୁଠି ଉଲ୍ଲାସ...
୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ତେବେ ଚାବି ହଜିଥିବା ଯୋଗୁ ଭିତର ରତ୍ନଭଣ୍ଡାର ଖୋଲା ଯାଇପାରିନଥିଲା।
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ...ଲଗାତାର ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କରୁଛନ୍ତି ପିସିଆର ହାବିଲଦାର ହୃଷିକେଶ.
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍କୁ ଯିବାକୁ ଲାଗିବ ଡର
ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ୍ ଘୋଷଣା ହୋଇଛି। ଦେଶର ମୋଟ୍ ୧୫୧ ପୋଲିସ ଅଫିସରଙ୍କୁ ପଦକ ମିଳିବ।
ସାବାସ୍ ବନବିଭାଗ। ବୋଟ୍ରେ ତିଆରି କଲା ଲାଇବ୍ରେରୀ...ଯେଉଁ ପର୍ଯ୍ୟଟକ ବୁଲି ଆସିବେ, କୁମ୍ଭୀର ହରିଣ ଦେଖିବା ସହ ବହି ପଢି ଅନେକ କିଛି ଜାଣିବେ। ଦେଖନ୍ତୁ କେମିତି ଲାଇବ୍ରେରୀରେ ବହି ପଢିବା ପାଇଁ ଲାଗିଛି ଭିଡ଼
ଏ ମଣିଷ ନା ରାକ୍ଷସ? ବିଲରେ ପଶି ଧାନ ଖାଇଦେଲା ବୋଲି ଗୋଡେଇ ଗୋଡେଇ ଷଣ୍ଢର ଗୋଡ ହାଣିଦେଲା ନୃଶଂସ ମଣିଷ। ଏବେ ଯନ୍ତ୍ରଣାରେ ଛଟପଟ ହେଉଛି ନିରୀହ ପଶୁ। ସେପଟେ ଷଣ୍ଢର ଅବସ୍ଥାକୁ ଦେଖି ସ୍କୁଲରେ ରଖି ସେବା କରୁଛନ୍ତି ଶିକ୍ଷୟିତ୍ରୀ..
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ...ଲଗାତାର ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କରୁଛନ୍ତି ପିସିଆର ହାବିଲଦାର ହୃଷିକେଶ..
ମୋ ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମୋ ପରିବାରକୁ ବଞ୍ଚାଇ ଦିଅ । ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ଏମିତି କାନି ପାତି କାନ୍ଦୁଛି ସ୍ତ୍ରୀ । ଅପରେସନ୍ ହେଲେ ସ୍ୱାମୀ ବଞ୍ଚିବେ । ହେଲେ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନାହିଁ । ଭେଣ୍ଡିଆ ପୁଅକୁ ଦେଖି ମାଆ ଆଖିରୁ ବି ଲୁହ ଶୁଖୁନି। ପରିବାରର ଗୋଟିଏ ଗୁହାରି, ଆମକୁ ସାହାଯ୍ୟ କର, ଅକ୍ଷୟଙ୍କୁ ବଞ୍ଚାଇ ଦିଅ ।
ବ୍ରହ୍ମପୁର ସହରର ଭାବାନଗରରେ ଥିବା ଆପୋଲୋ କ୍ଲିନିକ୍ ବିକ୍ରି ନାଁରେ ୪ କୋଟି ୬୪ ଲକ୍ଷ ଟଙ୍କା ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।
ମଥାନୀ ଠାରେ ଜଳକାର ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ମଥାନୀ ଠାରେ ଜଳକା ଏବେ ୬.୨୫ ମିଟର ଉଚ୍ଚରେ ପ୍ରବାହିତ ହେଉଛି।
ସ୍ବାଧୀନତା ଦିବସ ଅବ୍ୟହତ ପୂର୍ବରୁ ବିଭିନ୍ନ ମାର୍କେଟରେ ଛାଇ ହୋଇଗଲାଣି ତ୍ରିରଙ୍ଗା। ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ମାର୍କେଟରେ ମାନ୍ଦା ଅବସ୍ଥା ଥିଲା। ହେଲେ ଏଥର କରୋନା କଟକଣା ନଥିବାରୁ ସ୍ୱାଧୀନତା ଦିବସକୁ ଧୁମଧାମରେ ପାଳନ କରିବା ଲାଗି ସମସ୍ତେ ଆଗଭର।