• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Apana Ek Nuhanti
ପୁଅ ମୁଣ୍ଡ ବଢ଼ି ଯାଉଛି, ବାପା ଅସହାୟ ହୋଇ ବସିଛି...

କୁନି ପିଲାଟିର ମୁଣ୍ଡ ବଢ଼ି ଚାଲିଛି। ପାଖ ଡାକ୍ତରଖାନାକୁ ଯାଇଥିଲେ ଯେ, ସେଠି କହିଲେ କଟକ ବଡ଼ ମେଡିକାଲ ନେଇ ଯାଅ। କିନ୍ତୁ ଆର୍ଥ ସମସ୍ୟା ପାଇଁ ପୁଅକୁ ଧରି ବାପା ଘରକୁ ପଳାଇ ଆସିଲେ...

sarapancha
ଏମିତି ସରପଞ୍ଚ ବିରଳ ! ସ୍କୁଲରେ ପାଠ ପଢ଼ାଉଛନ୍ତି, ଗାଁରେ ବୁଲି ବୁଲି ଲୋକଙ୍କ ଦୁଃଖ ବୁଝୁଛନ୍ତି

ସ୍ଥାନୀୟ ସରପଞ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ, ଆଉ ଏହି ସମୟରେ ନିଜେ ଶିକ୍ଷକ ହୋଇ ପିଲାଙ୍କୁ ପାଠ ପଢାଇଲେ । ନିଜେ ଚକ୍‌ ଖଡ଼ି ଧରି କଳାପଟାରେ ଗଣିତ କସି ପିଲାଙ୍କୁ ବୁଝାଇଲେ l

Kotia villagers trek hilly terrains
ଭତ୍ତା ୫୦୦ କୁ ବାଟ ଖର୍ଚ୍ଚ ଯାଉଛି ୧୦୦

ଭତ୍ତା ଗଣ୍ଡେ ପାଇବୁ ବୋଲି କଣ ମୁଣ୍ଡିଆ ପାହାଡ ଚଢ଼ିକି ଯିବୁ? ୫୦୦ ଟଙ୍କା ଭତ୍ତା ପାଇବାକୁ ୧୦୦ ଟଙ୍କା ଖର୍ଚ୍ଚ। ଆନ୍ଧ୍ର ତ ଆଣି ଆମ ଘରେ ଦେଇ ଯିବ କହୁଛି, ତମ ଭତ୍ତା ତମେ ରଖ। ଏମିତି କହିଲେଣି କୋଟିଆ ବାସୀ।

massive scam in labour card
ଘରୁ ଲୋକ ଗୋଡ କାଢ଼ି ନାହାନ୍ତି, ଶ୍ରମ କାର୍ଡ ହୋଇଛି ୫୨ ହଜାର !

ଯେତେବେଳେ କରୋନା ଲକଡାଉନ୍ ସଟଡାଉନ୍ ଚାଲିଥିଲା ସେତିକି ବେଳେ ୫୨ ହଜାର୍ ଶ୍ରମ କାର୍ଡ ହେଲା କେମିତି?

News Fuse
ସୁର ଭାଇ ଜନ୍ମଦିନ ମାନେ ଜମାଣିଆ ପଙ୍ଗତ ଟେ ହେବ ନା ଆଉ...

ସୁର ଭାଇଙ୍କ ଜନ୍ମଦିନ ଟା ଏଇ ସଜ ସଜ ଯାଇଛି। ଭୋଜି ଭାତ ପୁରୀ ତରକାରୀରେ ମହମହ ବାସୁଛି... ତାରି ଭିତରେ ନବୀନ ବାବୁଙ୍କ ଶୁଭେଚ୍ଛା ଭାର୍ତ୍ତା... ସୁର ଭାଇ କହିଲେ ଏଇ ଖୁସିରେ ଲଗା ବେ ଗୋଟେ କରତାଳି...

Police seva Medal
ଓଡ଼ିଶାର ୧୫ ଜଣଙ୍କୁ ମିଳିବ ପୋଲିସ ସେବା ମେଡାଲ

୧୧ ଜଣଙ୍କୁ ମେଧାବୀ ପୋଲିସ ସେବା ପଦକ ।

Deaf & Dumb youth aspires to be a cricketer
ପୁଅ ଖେଳିପାରେ T-20 ୱାର୍ଲଡ କପ୍

ବାପା ଚା ଦୋକାନ ଦେଇ ଘର ଚଳାନ୍ତି। ଘରର ଆର୍ଥିକ ପରିସ୍ଥିତି ଭଲ ନାହିଁ। ହେଲେ ପୁଅ କିନ୍ତୁ ବିଚକ୍ଷଣ। କହି ଶୁଣି ପାରନ୍ତିନି ସିନା ହେଲେ ସେ ଏକାଧିକ ବାର ପାଇଛନ୍ତି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆଉ ମ୍ୟାନ୍ ଅଫ୍ ଦି ସିରିଜ୍... କେନ୍ଦ୍ରାପଡ଼ା ଜିଲ୍ଲା ଆଳିରୁ ଚାଲନ୍ତୁ ଦେଖିବା ଏହି ଖବର

Flood
ଥମୁନି ବର୍ଷା ! ଅଣାୟତ୍ତ ହେଲେଣି ଲୋକ, ମହାନଦୀ ଫୁଲିବାରୁ ମାଡ଼ି ଆସିଲାଣି ବନ୍ୟା

ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ମହାନଦୀରେ ଆସୁଛି ବନ୍ୟା । ହୀରାଦୁଦରୁ ୩୪ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ । ଆଜି ମୁଣ୍ଡଳୀ ଅତିକ୍ରମ କରିବ ମହାନଦୀର ବନ୍ୟାଜଳ ।

5T School
ବର୍ଷା ଖୋଲିଦେଲା ସ୍ମାର୍ଟ ସ୍କୁଲର ପୋଲ୍ ! ଛାତରୁ ଗଳୁଛି ପାଣି, ବିପଦଶଙ୍କୁଳ ଅବସ୍ଥାରେ ବସୁଛନ୍ତି ପିଲା

ଯାଜପୁର ବିଂଝାରପୁରରରେ ସ୍ମାର୍ଟ ସ୍କୁଲର ବିକଳ ଚିତ୍ର । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପିଲାଙ୍କୁ କ୍ଲାସରୁମର ଅଭାବ । ଗୋଟିଏ ଘର ଭିତରେ ପଢୁଛନ୍ତି ୧୦୦ରୁ ଅଧିକ ପିଲା ।

Khola Katha
ମୁଁ କାହାକୁ ଆଇ ଲଭ୍ ୟୁ କହିନି କି ମତେ ବି କେହି କହି ନାହାନ୍ତି

ମୋ ପାଇଁ ଖରା ବର୍ଷା ଶୀତ କିଛି ନାହିଁ, ମୁଁ ଯୁଆଡେ ଇଛା ସିଆଡ଼େ ଯାଏ ସାଇକେଲରେ। ମୋ ନାଁ ପ୍ରକୃତରେ ଥିଲା ଜ୍ଞାନ ରଞ୍ଜନ।

Triranga
ଜଳ-ସ୍ଥଳ-ଆକାଶ-ମହାକାଶ ସବୁଠି ତ୍ରିରଙ୍ଗା, ହର୍ ଘର୍ ତ୍ରିରଙ୍ଗାରେ ସାମିଲ ଦେଶବାସୀ 

ଅଗଷ୍ଟ ୧୩ରୁ ୧୫ ଯାଏ ହର୍ ଘର୍ ତ୍ରିରଙ୍ଗା । ଜାତୀୟ ପତାକା ସହ ପଦଯାତ୍ରା, ବାଇକ୍ ରାଲି । ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା । 

Do you  sleep with fans on all night never do this mistake again
ରାତିସାରା ପଙ୍ଖା ଦେଇ ଶୋଉଛନ୍ତି କି, ହୁସିଆର୍!

ଆପଣ ବି ରାତିସାରା ପଙ୍ଖା ଦେଇ ଶୋଉଛନ୍ତି କି? ତେବେ ଏବେଠାରୁ ହୋଇଯାଆନ୍ତୁ ସାବଧାନ। ଆଉ କରନ୍ତୁ ନାହିଁ ଏହି ଭୁଲ୍। ଯଦି ଏହାକୁ ବନ୍ଦ ନ କରିବେ ତେବେ ସାମ୍ନା କରିବାକୁ ହେବ ଏହିସବୁ ସମସ୍ୟା…

Unique village where people live without clothes
ଏମିତି ଗାଁ ଯେଉଁଠି ସମସ୍ତେ ରୁହନ୍ତି ବିନା କପଡାରେ

ଏ ଦୁନିଆରେ ଏମିତି ବି ଗାଁ ଅଛି ଯେଉଁଠି ଲୋକେ ବିଚିତ୍ର ପରମ୍ପରାକୁ ନେଇ ଜୀବନଯାପନ କରନ୍ତି। ଏହି ଗାଁର ଲୋକେ ବିନା ପୋଷାକରେ ରୁହନ୍ତି। ଅନେକ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଥିବା ବେଳେ ଏବେ ବି ଏହାକୁ ପାଳନ କରାଯାଉଛି।

Apana Eka Nuhanti
ଅନ୍ଧାର କୋଠରୀରେ ଭିତରେ ବଢିଲା ଝିଅର ବିତୁଛି ଜୀବନ...

ବଢିଲା ଝିଅର ଝାଢା ପରିଶ୍ରା କରାଉଛି ବାପା। ଅନ୍ଧାର କୋଠରୀରେ ବିତୁଛି ଜୀବନ...ଖିଆ ନାହିଁ ପିଆ ନାହିଁ...ବର୍ଷ ବର୍ଷ ହେଲାଣି ଏମିତି ଏଇ ଘରେ ଦିନ କାଟୁଛନ୍ତି ଲକ୍ଷ୍ମୀ। ଯେତେ ଯାହା ପଚାରିଲେ ବି କିଛି ଉତ୍ତର ଦେଉନାହାନ୍ତି ଲକ୍ଷ୍ମୀ...ସରକାରୀ ସହାୟତା ମିଳିଲେ ଲକ୍ଷ୍ମୀ ଭଲ ହୁଅନ୍ତେ...

Khola Katha
କ୍ୟାରିଅର ମଝିରେ ଏମିତି ହଟ୍‌ ହେବେ ବୋଲି ଜାଣିଥିଲେ କି ସିଦ୍ଧାନ୍ତ?

ପାନ ଗୁଆ ଖଇର ଗୁଆକାତି ଆଃ କି ସୁନ୍ଦର ରାଜନୀତି? ସତରେ ଏଇ ଗୀତର କିଛି ମହତ୍ୱ ଅଛି ନା ନାହିଁ? ରାଜନୀତି ସତରେ କଣ ଗୋଟିଏ ବ୍ୟବସାୟ କି? କାହିଁକି କ୍ୟାରିଅର ମଝିରେ ଏମିତି ହଟ୍‌ ହେଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର?

Making News
ଦେଖା ଦେଖା କୋଉଠି କାମ ହେବ?

ଆଗେ ଜାଗା ଦେଖା, ମୁଁ କାମ କରିବି। ମୁଁ ପଙ୍କ...ଯୋଉଠି ପାରିବି ସେଇଠି କାମ କରିବି। ଖାଲି ଜାଗା ଦେଖିବା ମାତ୍ରେ ପୋତି ପକାଇବି ବାଉଁଶ। କହିଦେଉଛି ଜମାରୁ ମଝିରେ ଷଣ୍ଢ ଭର୍ତ୍ତି କରନ୍ତୁ ନାହିଁ

Youth Attempt Death
ହସ୍ପିଟାଲର ପାଞ୍ଚ ମହଲାରୁ ଡେଇଁ ପଡ଼ିଲେ ଯୁବକ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

70-yr-old woman sells papad
ମାଆ ତତେ ଶହେ ସଲାମ୍‌...ପରିବାର ପାଇଁ ଗାଁ ଗାଁ ବୁଲି କରୁଛନ୍ତି ପାମ୍ପଡ ବେପାର...

ବୟସ ୭୦ ଛୁଇଁଲାଣି। ହେଲେ ପରିବାରର ବୋଝକୁ ନିଜ ଉପରୁ ଖସାଇନାହାନ୍ତି...ବରଂ ଉଦୁଉଦିଆ ଖରା ହେଉ କି ଢୋ ଢୋ ବର୍ଷା...ଏମିତି ଗାଁକୁ ଗାଁ, ଘରକୁ ଘର ବୁଲି କରୁଛନ୍ତି ପାମ୍ପଡ ବେପାର। ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ

Sans Motorable Road
ଦୟନୀୟ ସ୍ଥିତିରେ ଗାଁର ମୁଖ୍ୟ ରାସ୍ତା, ଆମ୍ବୁଲାନ୍ସ ପସିପାରୁନି କି ବାହାଘରଟେ ହୋଇପାରୁନି

ଇଏ ଏମିତି ଏକ ଗାଁ..ଯେଉଁ ଗାଁକୁ ଭଲ ରାସ୍ତା ଟିଏ ନାହିଁ। ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ। ସ୍ଥିତି ଏମିତି ହେଲାଣି ଯେ, ରାସ୍ତା ପାଇଁ ଗାଁରେ ବାହାଘର ହେଉନଥିବା ହେଲାଣି ଅଭିଯୋଗ

Special story
ମରଣଯନ୍ତା ପାଲଟିଛି ରେଲୱେ ଫ୍ଲାଏ ଓଭରବ୍ରିଜ ବାଇପାସ ରାସ୍ତା, ନିର୍ମାଣ କାମ ବିଳମ୍ବ ଯୋଗୁଁ ବଢୁଛି ଜନଅସନ୍ତୋଷ

କାଦୁଅ ପଚପଚ ବଡ଼ ବଡ଼ ଖାଲ ଢିପରେ ପରିପୂର୍ଣ୍ଣ ବାଏପାସ ରାସ୍ତା ଲୋକଙ୍କ ପାଇଁ କାଳ ସାଜିଛି । ଅନେକ ଲୋକ ଏହି ରାସ୍ତାରେ ଦୁର୍ଘଟଣାର ଶିକାର ହୋଇସାରିଲେଣି

News Fuse
ନଈ ଏପଟେ ଡାକ୍ତର, ସେପଟେ ରୋଗୀ...ଔଷଧ ପହଞ୍ଚିବା ଡେରି ହେଲେ...

ହୃଦୟବିଦାରକ ଦୃଶ୍ୟ। ନଈ ଏପଟେ ରୋଗୀ, ସେପଟେ ଡାକ୍ତର। ରୋଗୀଙ୍କ ପାଖରେ ପହଞ୍ଚିପାରୁନାହାନ୍ତି ଡାକ୍ତର...ମାଇକ୍‌ ଯୋଗେ ଖାଲି ପଚାରୁଛନ୍ତି କାହାର କଣ ଅସୁବିଧା ଅଛି କୁହ...ଆମେ ଔଷଧ ଦେବୁ। ଦେଖନ୍ତୁ ଏଇ ଦୃଶ୍ୟକୁ...

Hirakud Dam
ଚିନ୍ତାର ବିଷୟ ! ଏପଟେ ବର୍ଷା ଛାଡ଼ିବାର ନାଁ ଧରୁନି, ସେପଟେ ଛତିଶଗଡ଼ ସହଯୋଗ କରୁନି

ଚଳିତ ବର୍ଷ ବହୁତ ଚେଷ୍ଟା କରିବା ସତ୍ତ୍ୱେ ସମନ୍ୱୟ ବୈଠକକୁ ଏଡ଼ାଇ ଯାଇଛି ଛତିଶଗଡ଼ । ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ପୁଣି ଓହରି ଯାଇଛି ।

Special story
ପାଣିରେ ବୁଡି ଦିନକୁ ଯାଉଛି ୫ ଜୀବନ : ଗତ ୬ ବର୍ଷରେ ପାଣିରେ ବୁଡ଼ି ୮୫୦୬ ଜଣଙ୍କ ମୃତ୍ୟୁ

ପ୍ରତିଦିନ ପାଣିରେ ବୁଡି ଅକାଳରେ ଚାଲିଯାଉଛି ଜୀବନ

Poacher held for clicking selfie with leopard before killing it
ବାଘ ସହ ସେଲ୍‌ଫି ନେଇ ହିରୋରୁ ହୋଇଗଲେ ଜିରୋ

ଶିକାର ପୂର୍ବରୁ ସଞ୍ଜୟ ବାଘ ସହ ସେଲ୍‌ଫି ଉଠାଇ ଏହାକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଫଟୋ ଭାଇରାଲ୍‌ ହେବାପରେ ସଞ୍ଜୟ ଏବେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି।