ବିଶ୍ୱ ହାତୀ ଦିବସ ଆସିଲେ, ମଣିଷର ମନେପଡ଼େ ସାଥୀଙ୍କ ସୁରକ୍ଷା କଥା। ଚିଡିଆଖାନାରେ ଭଲ ଖାଇବାକୁ ଦିଆଯାଏ। ଫଟୋ ଉଠାଯାଏ। ବାକି ୩୬୪ ଦିନ ନିଜ କଥା ନିଜେ ବୁଝନ୍ତି ହାତୀ। କେବେ ମଣିଷ ସହ ଲଢ଼େଇ କରି ତ ଆଉ କେବେ ଶିକାରୀ ଗୁଳିରେ ଅକାଳରେ ଚାଲିଯାଉଛି ଗଜରାଜଙ୍କ ଜୀବନ। ରାଜ୍ୟରେ କେତେ ସୁରକ୍ଷିତ ହାତୀ ଆଜି ବିଶ୍ୱ ହାତୀ ଦିବସରେ ଆସନ୍ତୁ ଜାଣିନେବା।ରାଜ୍ୟରେ କେତେ ସୁରକ୍ଷିତ ହାତୀ ଆଜି ବିଶ୍ୱ ହାତୀ ଦିବସରେ ଆସନ୍ତୁ ଜାଣିନେବା।
Published: Satyendu Shekher Mishra
Last updated: 12 August 2022, 10:17 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।