/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660304584.jpg)
Pipili Accident
ପୁଣି ରାସ୍ତା ମଝିରେ ଓଲଟିଲା ବସ୍ । ପିପିଲି ଟୋଲ୍ଗେଟ୍ ନିକଟରେ ଓଲଟିଲା ଯାତ୍ରୀବହି ବସ୍ । ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ରହିଥିବା ବେଳେ ୧୫ ଜଣ ଆହତ ହୋଇଥିବା କୁହାଯାଉଛି । ପ୍ରଥମେ ବସ୍ଟି ଭାରସାମ୍ୟା ହରାଇ ରାସ୍ତା କଡ଼ ଡିଭାଇଡରରେ ପିଟି ହୋଇଥିଲା । ପରେ ଘଟଣାସ୍ଥଳରେ ହିଁ ଓଲଟି ପଡ଼ିିଥିବା ନେଇ ସ୍ଥାନୀୟ ଦେଖଣାହାରୀ ସୂଚନା ଦେଇଛନ୍ତି । ଯାତ୍ରୀଙ୍କୁ ନେଇ ବସ୍ଟି ଭୁବନେଶ୍ୱରରୁ ପୁରୀ ଆଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହାର କିଛି ଦିନ ପୂର୍ବରୁ ମଧ୍ୟ ଭୁବନେଶ୍ୱର ପୁରୀ ରୋଡ୍ରେ ବସ୍ ଓଲଟିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)