BMCs mobile latrines worth crores of rupees damaging
ସ୍ମାର୍ଟ ସିଟି ଭୁବନେଶ୍ୱରକୁ ବାହ୍ୟ ମଳତ୍ୟାଗମୁକ୍ତ ତଥା ସ୍ୱଚ୍ଛ ନିର୍ମଳ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମୋବାଇଲ୍ ଟୟଲେଟ୍ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ଛକ ଓ ସଭା ସମିତି ସମୟରେ ଜନସମାଗମ ହେଲେ ଲୋକେ ଯେମିତି ଖୋଲାରେ ଝାଡ଼ା ପରିସ୍ରା ନ କରନ୍ତି, ସେଥିପାଇଁ ବଡ଼ ଧୁମ୍ଧାମ୍ରେ ୨୦୧୯ରେ ଉଦ୍ଘାଟନ କରାଯାଇଥିଲା ମୋବାଇଲ ଟୟଲେଟ୍। ୩ ବର୍ଷ ପରେ ସେସବୁ କେମିତି ଚାଲିଛି, ମୋବାଇଲ ଟୟଲେଟ୍ ଅବସ୍ଥା କେମିତି ଅଛି ଆସନ୍ତୁ ଜାଣିବା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)