• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Varsha Priyadarshini
ପୁଣି ବ୍ୟାକ୍‌ଫୁଟ୍‌କୁ ଗଲେ ବର୍ଷା, ହାଇକୋର୍ଟରୁ ପ୍ରତ୍ୟାହାର କଲେ ପିଟିସନ୍‌

ଆଉ ଥରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ । ତଳ କୋର୍ଟରେ ଆବେଦନ ଅଗ୍ରାହ୍ୟ ହେବାରୁ ହାଇକୋର୍ଟ ଆସିଥିଲେ ବର୍ଷା ।

Cuttack Judge Death Case
ଆସିଲା ଜଜ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରଶି ଲଗାଇ ଝୁଲି ପଡ଼ିବାରୁ ବିଚାରପତି ସୁବାସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Shri Jagannath Temple
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି; ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଆଜି ପବିତ୍ର ସୁନିଆ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ ।

Viral Video
କାର ଚୋରି କରି ନେଇ ପଳାଉଥିଲେ...ଷ୍ଟେସନ ସିଡିରେ ଫସିଗଲା କାର୍‌...

ବାଃ ବାଃ...କାର ଚୋରି କରିନେବା ପରେ ମେଟ୍ରୋ ଷ୍ଟେସନ ସିଡି ଦେଇ କାର ନେଇ ପଳାଉଥିଲା ଚୋର। ହେଲେ ଅଧା ରାସ୍ତାରେ ଫଶିଗଲା କାର୍‌। ତା’ପରେ ଦେଖନ୍ତୁ ହେଲା କଣ?

Two Killed In Road Accident
ଅନ୍ତିମ ସଂସ୍କାର ସାରି ସ୍ୱର୍ଗଦ୍ୱାରରୁ ଫେରୁଥିଲେ, ନିଜେ ଶବ ପାଲଟିଗଲେ

ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସାରି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଛି।

 helping for orphan
ସହିପାରିଲେନି ଅନାଥଙ୍କ ଦୁଃଖ...ସାହାଯ୍ୟ ପାଇଁ ୩୫୦ କିମି ବାଟରେ ଲୁନା ଚଲେଇ ପହଞ୍ଚିଲେ ଭଦ୍ରକରେ...

୧୦ ଦିନରେ ବାପା-ମାଆ ଚାଲିଯିବା ପରେ ୨ ଅନାଥଙ୍କ ଦୁଃଖ ସହିପାରିଲେନି ୭୦ ବର୍ଷର ବୃଦ୍ଧ। ସେଇଥି ପାଇଁ ତ ନିଜେ ଲୁନା ଧରି ୩୫୦ କିମି ବାଟ ଅତିକ୍ରମ କରି ପହଞ୍ଚିଲେ ଭଦ୍ରକରେ। ଉଦ୍ଦେଶ୍ୟ ଥିଲା ଦୁଇ ପିଲାଙ୍କୁ ସାହାଯ୍ୟ କରିବା...ଆଉ ଗାଁରେ ପହଞ୍ଚିବା ପରେ...

vehicular movement affected
ନବୀନଙ୍କ ପାଇଁ କଲବଲ ହେଲେ ରୋଗୀ….ଚୁପ୍ ରହିଲେ ଡିସିପି !! ବିଜେଡିକୁ କଣ ସବୁ ମାଫ୍‌?

ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଂଟ୍‌ ଆୱାର୍ଡ ପରେ ଭୁବନେଶ୍ୱର ଫେରିଲେ ନବୀନ। ବାସ୍‌...ରାଜଧାନୀର ରାଜରାସ୍ତା ଏମିତି ଜାମ୍‌ ହେଲା ଯେ ଟ୍ରାଫିକ୍‌ ଅବସ୍ଥା ପୂରା ବେହାଲ ହୋଇଗଲା। ଛକ ଛକରେ ଫସିରହିଲା ଆମ୍ବୁଲାନ୍ସ। ସାଇରନ୍‌ ମାରୁଥିଲେ ବି ଯିବାକୁ ନଥିଲା ରାସ୍ତା। ଏତେ ଲୋକ ଆସିବା ନେଇ ସୂଚନା ଥିବା ପରେ ବି କାହିଁକି ଆମ୍ବୁଲାନ୍ସ ପାଇଁ କରାଯାଇନଥିଲା ଗ୍ରୀନ କରିଡର? ରୋଗୀଙ୍କ ଜୀବନ ସହ ଖେଳିବାକୁ ୟାଙ୍କୁ ଅନୁମତି ଦେଲା କିଏ?

News Fuse
ହକ୍‌ ପାଇଁ ହଙ୍କ ହଙ୍କ ଲୋକ...ପୁଡିଆ ପାଇଁ ପାଟି ଖୋଲିଲେ...

ମୋ ବୋଉଲୋ...ଇଏ କଣ? ଟିଫିନ୍‌ ପାଇଁ ଏତେ ଜାମ୍‌? ଦେଖୁନୁରେ ନାରଣ ଅଧା ଲୋକଙ୍କୁ ମିଳିଲା ଆଉ ଯାହାଙ୍କୁ ନମିଳିଲା ସେ କେମିତି ପାଟିମୁଣ୍ଡ କରିକି ଉଛନ କଲେଣି?

Demanding Of Separate Koshal State
ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି: ଏପଟେ ବନ୍ଦ ଡାକରା, ସେପଟେ ବନ୍ଦକୁ ବିରୋଧ...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

Viral Video
ରେଲ୍‌ୱେ ପୁଲିସ୍‌ଙ୍କ ସାହସିକତା; ଟ୍ରେନ୍‌ରୁ ଖସି ପଡୁଥିବା ଯାତ୍ରୀଙ୍କୁ ବଞ୍ଚେଇଦେଲେ

ଭାଇରାଲ୍ ହେଉଛି ଲୋମଟାଙ୍କୁରା ଭିଡିଓ। ଜଣେ ଯାତ୍ରୀ ଟ୍ରେନ୍‌ରୁ ଖସି ପଡୁଥିଲେ। ଗୋଟିଏ ମୁହୂର୍ତ୍ତ ବି ଡେରି ହୋଇଥିଲେ ଚାଲିଯାଇଥାନ୍ତା ଜୀବନ। ସେଠାରେ ଥିବା ଜଣେ ରେଲ୍‌ୱେ ପୁଲିସ୍‌ ତାଙ୍କ ପାଖକୁ ଦୌଡିଗଲେ ଆଉ ତାଙ୍କୁ ଟ୍ରେନ୍ ଭିତରକୁ ଠେଲିଦେଲେ।

5 lakh year old ivory found in israel
ମିଳିଲା ୮.୫ ଫୁଟ ଓ ୧୫୦ କେଜିର ହାତୀ ଦାନ୍ତ

ମିଳିଛି ୫ ଲକ୍ଷ ବର୍ଷର ହାତୀ ଦାନ୍ତ। ଏହାର ଲମ୍ବ ଓ ଓଜନ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦାନ୍ତରୁ ଅନୁସନ୍ଧାନକାରୀମାନେ ଅନୁମାନ କରୁଛନ୍ତି ସେତେବେଳର ହାତୀ ପ୍ରାୟ ୧୬ ଫୁଟ ଲମ୍ବର ଥିଲେ। ତେବେ ଜାଣନ୍ତୁ ଏହି ଦାନ୍ତର ଲମ୍ବ ଓ ଓଜନ କେତେ।

Last Places Of India
ଭାରତର ଶେଷ ୬ ଜାଗା; ବୁଲିବା ନିହାତି ଜରୁରୀ

ଭାରତରେ ଏମିତି ଅନେକ ନିଆରା ଜାଗା ଅଛି ଯାହାକୁ ଆପଣ ପ୍ରାୟ ଦେଖିଥିବେ। କିନ୍ତୁ ଏଇ ଭାରତରେ ଏମିତି କିଛି ଜାଗା ଅଛି ଯାହା ଅନ୍ତିମ ଜାଗା। ଆପଣ କେବେ ଏ ଜାଗା ବିଷୟରେ ଜାଣିଛନ୍ତି କି? ଜାଣିବା ପାଇଁ ପଢନ୍ତୁ…

Viral Video
ଯାତ୍ରୀଙ୍କ ଉପରେ ଚାଲିଗଲା ଟ୍ରେନ୍; ତଥାପି ବଞ୍ଚିଗଲେ

ରେଳ ଟ୍ରାକ୍‌ରେ ପଡିଗଲେ ଯୁବକ। ଟ୍ରେନ୍ ଆସି କ୍ଷିପ୍ର ଗତିରେ ତାଙ୍କ ଉପରେ ଚାଲିଗଲା। ଯୁବକଙ୍କ ଉପସ୍ଥିତ୍ ବୁଦ୍ଧି ଯୋଗୁଁ ବଞ୍ଚିଗଲେ। ଭାଇରାଲ୍ ହେଉଛି ଏହି ଭିଡିଓ।

Madhusudan Patra
ଯାହାର ଦୁଃଖ ଦେଖିଲେ, ଲୁନା ଧରି ସାହାଯ୍ୟ କରିବାକୁ ପହଞ୍ଚିଲେ

ଗଂଜାମରୁ ୩୦୦ କିଲୋମିଟର ଦୂର ନିଜେ ଗାଡି ଚଲାଇ ପହଂଚିଥିଲେ ଅଭାବୀ ପରିବାର ପାଖରେ ଏବଂ ୧୦ ହଜାର ଟଙ୍କା ସହାୟତା କରିଥିଲେ ।

70 Yr Old Man
ସହିପାରିଲେନି ଅନାଥଙ୍କ ଦୁଃଖ; ଲୁନାରେ ୩୫୦ କି.ମି ଯାଇ ପହଞ୍ଚିଲେ ଗାଁରେ

ଗଣମାଧ୍ୟମ ଜରିଆରେ ଖବର ଦେଖିବା ପରେ ଗଞ୍ଜାମର ୭୦ବର୍ଷର ବୃଦ୍ଧ ମଧୁସୂଦନ ପାତ୍ର ଅନାଥଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।

Couple ends life
ଫେସବୁକ୍ ପ୍ରେମରୁ ବିବାହ, ୨ ମାସ ପରେ ଆତ୍ମହତ୍ୟା

ଫେସବୁକରେ ପ୍ରେମ ହୋଇଥିଲା। ପ୍ରେମ ବିବାହର ରୂପ ନେଲା। ବାହାଘରର ଦୁଇ ମାସ ପରେ ଦୁହେଁ ଏକାଠି ବିଷ ପିଇ ଆତ୍ମହତ୍ୟା କରିଦେଲେ। ଏ ଖବର ସାରା ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚା। ହେଲେ କାହିଁକି ଏଯାଏଁ ଜଣା ପଡ଼ିନି

nursing student ends life
ରାତିରେ ନିଦ ହେଉନି, ମତେ ଭଲ ଲାଗୁନି...ଚିଠି ଲେଖି ଜୀବନ ହାରିଲେ ଛାତ୍ରୀ..

ମତେ ରାତିରେ ନିଦ ହେଉନି କି କିଛି କରିବାକୁ ଇଚ୍ଛା ହେଉନି। ମୁଁ ଆଉ ବଞ୍ଚିବାକୁ ଇଚ୍ଛା କରୁନି....ମାଆ, ମତେ କ୍ଷମା କରିଦେବ। ପୋଲିସ ପ୍ଲିଜ୍‌ କାହାର କିଛି କ୍ଷତି କରିବନି। ଏମିତି ଲେଖି ଜୀବନ ହାରିଲେ ଏଇ ଯୁବତୀ

Man tortures ox
ବିଲରେ ଧାନ ଖାଇଦେଲା ବୋଲି...୧୫ ଦିନ ହେଲାଣି ଷଣ୍ଢର ବେକକୁ ବାନ୍ଧି ଦେଇଛି ନିଷ୍ଠୁର ମଣିଷ...

ଇଏ କେମିତିକା ମଣିଷ? ବିଲରେ ଷଣ୍ଢ ଧାନା ଖାଇଲା ବୋଲି ଦୀର୍ଘଦିନ ହେଲାଣି ଏମିତି ଏଇ ନିର୍ଜନ ସ୍ଥାନରେ ଷଣ୍ଢକୁ ବାନ୍ଧି ଦେଇଛି ନିଷ୍ଠୁର ମଣିଷ। ବେକରେ ଏମିତି ପଘା ଭିଡ଼ାଯାଇଛି ଯେ ନିଶ୍ୱାସ ନେବା ବି ତା’ ପକ୍ଷରେ କଷ୍ଟ। ପାଣି କି ତୋରାଣି କିଛି ବି ଦେଇନି...ଏକା ଏକା ଲୁହ ଗଡାଉଛି ଏଇ ଷଣ୍ଢ....

Cyber Crime
ସାଇବର ଲୁଟେରାଙ୍କୁ ଚୂନ ଲଗାଇଲେ ଏଇ ଭାଇନା...ଫେରାଇ ଆଣିଲେ ୨୨ ହଜାର ଟଙ୍କା

ସାଇବର ଲୁଟେରାଙ୍କୁ ଚୂନା ଲଗାଇ ଦେଲେ ଏଇ ଯୁବକ। ଫୋନ୍‌ କରି ୫ ମିନିଟ୍‌ ପାଇଁ ୟୁପିଆଇକୁ କଲେ ଆକ୍ଟିଭ୍‌...ଫେରି ପାଇଲେ ୨୨ ହଜାର ଟଙ୍କା। ଶୁଣନ୍ତୁ କେମିତି ପାଇଲେ ଟଙ୍କା

News Fuse
ମୋ ବୋଉଲୋ...ରାଜଧାନୀ ରାଜରାସ୍ତାରେ ଖେଳିଲେ ହଂସ..

ମୋ ବୋଉଲୋ....ଏଇଟା ରାସ୍ତା ନା ପୋଖରୀ। ଦେଖୁନୁରେ ନାରଣ କେମିତି ହଂସ ଖେଳୁଛନ୍ତି। ମଲା ଯା’ ତୁମେ ଯଦି ରାସ୍ତାକୁ ପୋଖରୀ କରିବ ଆମେ ଖେଳିବୁନା..ଦେଖନ୍ତୁ ଏଇ ଭିଡ଼ିଓ

Pipili Red ant menace
ଯୁଆଡେ ଦେଖିବ ଖାଲି ପିମ୍ପୁଡି ମାଳ, ହେଲେ କାରଣ କଣ?

ଘର ଦ୍ୱାର, ବାଡ଼ି ବଗିଚା..ଯୁଆଡେ ଦେଖିବ ଖାଲି ପିମ୍ପୁଡି ମାଳ, ହେଲେ କାରଣ କଣ?…

SuryaKiran Show Time Table
ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ସୋ: ଟିପି ରଖନ୍ତୁ ଟାଇମ୍‌ ଟେବୁଲ୍‌

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ। 

Locals Seek Govt Help
କେଡ଼େ ନିଷ୍ଠୁର ତୁ ବିଧାତା! ମାଆ ଚାଲିଯିବାର ୧୦ ଦିନରେ ପିଲାଙ୍କଠୁ ବାପାକୁ ଛଡ଼ାଇନେଲୁ..

ମାଆ ଚାଲିଯିବା ପରେ ଦଶ ତୁଠରେ ଚାଲିଥିଲା ଦଶାହ କର୍ମ। ଏତିକି ବେଳେ ତୁଠକୁ ଖବର ଆସିଲା ଚାଲିଗଲେ ବାପା। ବାସ୍…୧୦ ଦିନ ତଳେ ଯେଉଁ ଘରେ କାନ୍ଦ ବୋବାଳି ପଡିଥିଲା, ପୁଣି ଥରେ ଛାଇଗଲା ଶୋକ…ବନ୍ଧା ହେଲା କୋକେଇ..

Special story
ବନ୍ୟା ପରେ ମରୁଡି ସ୍ଥିତି : ଧାନ ସବୁ ଜଳିଗଲାଣି

ଜଗତସିଂହପୁର ଜିଲ୍ଲାରେ ଚାଷୀ ମୁଣ୍ଡରେ ଚଡ଼କ ।