• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Jaga
ସୁସ୍ଥ ହେଉଛି ଯୋଡ଼ାମୁଣ୍ଡ ଶିଶୁ ଜଗା, ବାପାଙ୍କ ସହ ଯାଇ ଚା’ ପିଉଛି ପାର୍କ ବୁଲୁଛି

ଜଗା ଫୁଲବାଣୀ ମେଡିକାଲ କ୍ୟାବିନ୍‌ରୁ ବାହାରି ଖେଳୁଛି ବୁଲୁଛି । ବାପାଙ୍କ ସହ ପ୍ରାତଃ ଭ୍ରମଣ କରୁଛି, ଚା ପିଉଛି ।

Deepika protesting outside boyfriend’s home lit up 108 diyas during Ganesh Chaturthi
ପ୍ରେମିକ ଘର ଆଗରେ ୧୦୮ ଦୀପ ଜାଳିଲେ ଦୀପିକା

ପୁଅକୁ ବାପାର ପରିଚୟ ସହ ତାଙ୍କୁ ପତ୍ନୀର ମାନ୍ୟତା ଦିଅନ୍ତୁ ବୋଲି ଦୀପିକା କହିଛନ୍ତି। ଏହାସହ ପ୍ରଭୁ ଗଣେଶ ଦୀନେଶଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରି ଗଜାନନଙ୍କ ନିକଟରେ ଦୀପଦାନ କରିଥିବା କଥା ଦୀପିକା କହିଛନ୍ତି।

Single mobile charger
କେନ୍ଦ୍ରର ବଡ଼ ନିୟମ ! ଏଣିକି ଗୋଟିଏ ଚାର୍ଜରରେ ପରିବାରର ସମସ୍ତଙ୍କ ମୋବାଇଲ ହେବ ଚାର୍ଜ...

କେନ୍ଦ୍ରର ବଡ଼ ନିୟମ। ଏଣିକି ଗୋଟିଏ ଚାର୍ଜରରେ ପରିବାରର ସମସ୍ତଙ୍କ ମୋବାଇଲ ହେବ ଚାର୍ଜ...ଜାଣନ୍ତୁ କେବେଠୁ ଲାଗୁ ହେବ ନିୟମ...

Super Typhoon
ମାଡି ଆସୁଛି ବତ୍ୟା...୨୦୦ କିମି ବେଗରେ ପବନ ବହିବ, ୫୦ ଫୁଟ୍‌ ଜୁଆର ଉଠିବ

ସମୁଦ୍ରରୁ ମାଡି ଆସୁଛି ଏବର୍ଷର ବଡ଼ ବାତ୍ୟା। ୨୦୦ କିମି ବେଗରେ ବହିବ ପବନ, ୫୦ ଫୁଟ୍‌ ପର୍ଯ୍ୟନ୍ତ ଉଠିପାରେ ସମୁଦ୍ର ଜୁଆର। ଆତଙ୍କିତ ଅବସ୍ଥାରେ ଜାପାନବାସୀ

News Fuse
କଟକକୁ ୟୁରୋପ କରିବେ କଣ? ନାଳନର୍ଦ୍ଦମାରେ ଗନ୍ଧେଇଲାଣି ସବୁ...

କଟକ ସହରକୁ ଖାଇଲା କିଏ? ଆଲୋ ଆଲୋ ଇଏ କଣ? ଏମାନେ ରାସ୍ତାରେ ୨୨ ପାହାଚ ଭଳି କଣ ଗଡୁଛନ୍ତି? ଏମାନେ ବୋଧହୁଏ ସୁବାସ ଭାଇ ଘରକୁ ଯାଉଛନ୍ତି

Padma Shri Kamala Pujari
ମୋତେ ଜୋର୍ କରି ନଚା ଯାଇଥିଲା: କମଳା ପୂଜାରୀ

କଟକ SCB ମେଡିକାଲ୍‌ରୁ ଡିସଚାର୍ଜ ବେଳେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସହ ଜଣେ ସମାଜସେବୀ ମମତା ବେହେରା ନାଚୁଥିବା ଭିଡିଓ ଭାଇରାଲ୍ ହୋଇଥିଲା।

Horse Died
ପାଣି ଟୋପାଏ ଦେଉନଥିଲା ମାଲିକ, ଶେଷରେ ପାଣି ଖୋଜିବାକୁ ଦୌଡ଼ିଲା ଘୋଡ଼ା ! ଚାଲିଗଲା ଜୀବନ..

ଅକ୍ଲାନ୍ତ ପରିଶ୍ରମ କରିବା ପରେ ଘୋଡ଼ାଟି ହାଲିଆ ମଧ୍ୟ ହୋଇଯାଇଥିଲା । ହେଲେ ମାଲିକ ତାକୁ ପାଣି ଟୋପାଏ ବି ପିଇବାକୁ ଦେଇନଥିଲା ।

Apana Eka Nuhanti
ବାପା-ମାଆ ଚାଲିଗଲେ...ଋଣ ଟଙ୍କା କେମିତି ସୁଝିବେ ୪ ଭଉଣୀ?

ଯିଏ ଦିନେ ଲୁହ ପୋଛୁଥିଲା, ତାଙ୍କ ପାଇଁ ଆଜି ଲୁହ ଗଡାଉଛନ୍ତି ପିଲା। ବାପା-ମାଆଙ୍କ ସ୍ୱପ୍ନ ପୂରଣ ହେବ କି ନାହିଁ ମୁଁ ଜାଣିନି ବୋଲି କହି ଭୋ ଭୋ କାନ୍ଦୁଛନ୍ତି ୪ ଭଉଣୀ। ବାପାଙ୍କ ଫଟୋକୁ ଚାହିଁକି କାନ୍ଦିଲେ ବି କିଛି ବାଟ ଦିଶୁନି। ଋଣ ଟଙ୍କା କେମିତି ସୁଝିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ଏଇ ୪ ଭଉଣୀ

 forest officer getting body massage
ରଙ୍ଗୀନ ମିଜାଜର ରେଂଜର...ତେଲ ମାଲିସ ନହେଲେ ବାବୁଙ୍କୁ ନିଦ ହେଉନି...

ଏ ରେଂଜର ଭାରି ରଙ୍ଗୀନ ! ତେଲ ନମାରିଲେ ୟାଙ୍କୁ ନିଦ ହେଉନି। ଏମିତି ଉତ୍ପାତ କରୁଛନ୍ତି ଯେ ତ୍ରାହି ତ୍ରାହି ଡାକିଲେଣି ଅଫିସ୍‌ କର୍ମଚାରୀ। କେତେବେଳେ ରୋଷେଇ କରିବାକୁ କହୁଛନ୍ତି ତ ପୁଣି କେତେବେଳେ ଲୁଗା କାଚିବାକୁ ଦେଉଛନ୍ତି ବରାଦ...

Special story
କେନାଲ ଅଛି ହେଲେ ପାଣି ଆସୁନି, ଜଳକର ଦେଇ ଚାଷୀ ହନ୍ତସନ୍ତ

ନା କେହି କେନାଲର ଯତ୍ନ ନେଉଛି ନା କେହି ମରାମତି କରୁଛି

Special story
ଘୋର ଅନ୍ୟାୟ : ୪୦ ବର୍ଷ ଖଟିଲେଣି, ହେଲେ ସ୍ଥାୟୀ ହେଉନି ନିରଞ୍ଜନଙ୍କ ଚାକିରି

ମୋରି ଆଖି ସାମ୍ନାରେ କେତେ ଡିଏଫଓ ସାର୍ ଆସିଲେଣି, କେତେ ଗଲେଣି । ହେଲେ ମୋର ଚାକିରି କେହି ସ୍ଥାୟୀ କଲେ ନାହିଁ ।

Trainee SI Dies In Road Accident In Nuapada
SIଙ୍କୁ ଧକ୍କା ଦେଲା ଟ୍ରକ୍‌, ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିଲେ...

ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ଜଣେ ଟ୍ରେନି SIଙ୍କ ମୃତ୍ୟୁ ଘଟିଛି।

Making News
ନେଟୱାର୍କ ବିଜିନେସ୍‌ର ଏମିତି ସ୍ୱପ୍ନ ଦେଖିଲେ ଯେ....ଦିନ ଦ୍ୱିପ୍ରହରେ ଷ୍ଟେଜ ଉପରେ ଶୋଇଲେ

ଆମର ବଡ଼ ନେଟୱାର୍କ। ଥରେ ଖାଲି ପି.ପି ନେଟୱାର୍କରେ ଜଏନ କରନ୍ତୁ...ନିଇତି ପାଇବେ ୮ ହଜାର ଟଙ୍କା। ଥରେ ଇନଭେଷ୍ଟମେଣ୍ଟ କଲେ, ଜୀବନସାରା ଚିନ୍ତା ଶୂନ୍ୟ

Special story
କୁଆଖାଇ ନଦୀରେ ୨ ଛାତ୍ର ନିଖୋଜ ଘଟଣା : ଆଜି ଅନ୍ୟ ଜଣକର ମୃତଦେହ ଉଦ୍ଧାର

ଗତକାଲି ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା

 Horse dies of thirst in Mayurbhanj
ମୃତ ଘୋଡାର ଦେହଥରା କାହାଣୀ...ପାଣି ଟୋପାଏ ଦେଲାନି ମଣିଷ...ଗଛରେ ପିଟି ହୋଇ ମଲା ଘୋଡା...

ଏ ଘୋଡାର ଦୋଷ କଣ? ମାଲିକକୁ ପିଠିରେ ବସାଇ ଦଉଡି ଦଉଡି ଥକି ପଡ଼ିଥିଲା ଏଇ ଘୋଡା...ରାସ୍ତା କଡରେ ମାଲିକ ନିଜେ ପାଣି ପିଇ ଦେଲା କିନ୍ତୁ ଘୋଡାକୁ ପାଣି ଦେଲାନି। ଶୋଷରେ ପାଣି ଖୋଜି ଖୋଜି ଏମିତି କ୍ଷୀପ୍ର ଗତିରେ ଦଉଡିଲା ଯେ...ଗଛରେ ପିଟି ହୋଇ ପ୍ରାଣ ହାରିଲା...ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ କାହାଣୀ

Two Minor Boys Drown In Pond In Nayagarh
ଗଣେଶ ପୂଜାରେ ଅଘଟଣ, ପୋଖରୀରେ ବୁଡ଼ି ୨ ଭାଇ ମୃତ

ପୋଖରୀରେ ଗାଧୋଇବାକୁ ଯାଇ ୨ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି। ଗାଧୋଇବା ବେଳେ ଦୁଇ ଭାଇଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଉଭୟ ପାଣିରେ ବୁଡ଼ି ଯାଇଥିଲେ।

News Fuse | Police vehicle stuck in mud due too poor road condition
ଓ... ଚୋର ଭାଇ....ଶୁଅ ସବୁରେ...ପୋଲିସ ଗାଡି ଫସିଗଲା କାଦୁଅରେ...

ଆଜି ସନିଆ ଦୋକାନରେ ମାଉଁସ ଭୋଜି କରିବେ ଚୋର ଭାଇ। ଦେଖୁନୁରେ ନାରଣ କେମିତି କାଦୁଅ ଭିତରେ ଫସିଛି ପିସିଆର ଗାଡି। ଏମିତି ହାମୁଡେଇ ପଡ଼ିଛି ଯେ, ବାହାରିବାର ନାଁ ଧରୁନି...ସେପଟେ ପୋଲିସ ଗାଡି ଫସିବାରୁ ସନିଆ ଦୋକାନରେ ମାଉଁସ ଭୋଜି କଲେଣି ଚୋର

7 people ride on single bike
ଗୋଟିଏ ବାଇକ୍‌ରେ ୭ ଜଣଙ୍କୁ ନେଇ ବାହାରିଲେ ବ୍ୟକ୍ତି

ସାଧାରଣତଃ ଗୋଟିଏ ବାଇକ୍‌ରେ କେବଳ ୨ ଜଣ ବସିବାର ନିୟମ ରହିଛି। ବେଳେବେଳେ ଜରୁରୀକାଳୀନ ପରିସ୍ଥିତିରେ ୩ ଜଣ ବସିବା ସମସ୍ତେ ଦେଖିଥିବେ। ତେବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ଗୋଟିଏ ବାଇକ୍‌ରେ ୭ ଜଣ ବସିଥିବା ଦେଖାଯାଏ।

OJS-OAS
OCS ଏବଂ OJS ରେଜଲ୍ଟ କେବେ? ଖାତା ଦେଖା ପାଇଁ ମିଳୁନାହାନ୍ତି ମୂଲ୍ୟାୟନକାରୀ

OPSCକୁ ଏକ୍‌ଜାମିନର୍ ସଂକଟ । ଖାତା ଦେଖା ପାଇଁ ମିଳୁନାହାନ୍ତି ମୂଲ୍ୟାୟନକାରୀ । ବିଳମ୍ବ ହେଉଛି OCS ଏବଂ OJS ଫଳ ପ୍ରକାଶ । ଚାଲିଛି ପ୍ରଫେସର୍ ଓ ଆସୋସିଏଟ୍ ପ୍ରଫେସର୍ ଖୋଜା । ଓଡ଼ିଶା ସିଭିଲ ସର୍ଭିସେସ୍-OCS ଏବଂ ନ୍ୟାୟିକ ସେବା- OJS ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ କାହିଁକି?

Padma Shri Kamala Pujari
ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇ ଭିଡିଓ ସୁଟିଂ କଲେ ଆତ୍ମଘୋଷିତ ସମାଜସେବୀ

ଆଗାମୀ ଦିନରେ ପରଜା ସମାଜ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛି।

NCRB
NCRB ଦେଲା ସାଂଘାତିକ ତଥ୍ୟ ! ରାଜ୍ୟରେ ବର୍ଷକରେ ହଜିଲେଣି ୪,୧୩୩ ଶିଶୁ, କୁଆଡ଼େ ଯାଉଛନ୍ତି ପତ୍ତା ନାହିଁ

ରାଜ୍ୟରେ ଦିନକୁ ଗାଏବ୍ ହେଉଛନ୍ତି ୧୧ ଶିଶୁ, ବର୍ଷକରେ ଶିଶୁ ନିଖୋଜ ଘଟଣାରେ ୪୨% ବୃଦ୍ଧି ।

Special story
ଗଣେଶ ପୂଜା ଦିନ ଅଘଟଣ : କୁଆଖାଇ ନଦୀରେ ବୁଡ଼ି ୨ ଯୁବକ ନିଖୋଜ

ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଅଘଟଣ ଘଟିଛି ।

Malkangiri girl makes Lord Ganesh
ରାସ୍ତାକଡ଼ରେ ମୂର୍ତ୍ତି ବିକ୍ରି କରି ପାଠ ପଢ଼ିବାକୁ ଟଙ୍କା ସଞ୍ଚୁଛନ୍ତି ଊଷା

ଉଚ୍ଚଶିକ୍ଷା ପାଇଁ ଜାତୀୟ ରାଜପଥ କଡରେ ମୂର୍ତ୍ତି ଗଢୁଛନ୍ତି ଉଚ୍ଚ ଶିକ୍ଷିତା ଝିଅ ଉଷାକିରଣ । ବିଜ୍ଞାନରେ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ଉଚ୍ଚ ଶିକ୍ଷା ପାଇଁ ଅର୍ଥର ଅଭାବ ଯୋଗୁଁ ପାଠ ପଢିପାରିଲେ ନାହିଁ । ଉଷାଙ୍କ ଘର ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ବେଳେ ନିଜର ଉଚ୍ଚ ଶିକ୍ଷା ଓ ଘରକୁ ଆର୍ଥିକ ସହଯୋଗ ପାଇଁ ଅଣ୍ଟା ଭିଡିଛନ୍ତି ଊଷା ।

Special story
ମା’ କୋଳକୁ ଫେରିବ ତ ପିହୁ ? ଦୁଇ ବର୍ଷ ପରେ ଏବେ ପୋଲିସ ତତ୍ପର

ଏବେ ପିହୁର ସନ୍ଧାନ ପାଇଁ ପୋଲିସ ତତ୍ପର

Cuttack decks up for Ganesh puja
ଗଣେଶ ପୂଜା ପାଇଁ ଚଳଚଞ୍ଚଳ କଟକ; ୧୨୦୦ ମୂର୍ତ୍ତି ସାଙ୍ଗକୁ ଭଳିକି ଭଳି ପେଣ୍ତାଲ

ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର ପରିବେଶ । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ।