ଗଂଜାମରୁ ୩୦୦ କିଲୋମିଟର ଦୂର ନିଜେ ଗାଡି ଚଲାଇ ପହଂଚିଥିଲେ ଅଭାବୀ ପରିବାର ପାଖରେ ଏବଂ ୧୦ ହଜାର ଟଙ୍କା ସହାୟତା କରିଥିଲେ ।
ଗଣମାଧ୍ୟମ ଜରିଆରେ ଖବର ଦେଖିବା ପରେ ଗଞ୍ଜାମର ୭୦ବର୍ଷର ବୃଦ୍ଧ ମଧୁସୂଦନ ପାତ୍ର ଅନାଥଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।