୧୦ ଦିନରେ ବାପା-ମାଆ ଚାଲିଯିବା ପରେ ୨ ଅନାଥଙ୍କ ଦୁଃଖ ସହିପାରିଲେନି ୭୦ ବର୍ଷର ବୃଦ୍ଧ। ସେଇଥି ପାଇଁ ତ ନିଜେ ଲୁନା ଧରି ୩୫୦ କିମି ବାଟ ଅତିକ୍ରମ କରି ପହଞ୍ଚିଲେ ଭଦ୍ରକରେ। ଉଦ୍ଦେଶ୍ୟ ଥିଲା ଦୁଇ ପିଲାଙ୍କୁ ସାହାଯ୍ୟ କରିବା...ଆଉ ଗାଁରେ ପହଞ୍ଚିବା ପରେ...
Published: Pallipuspa Samal
Last updated: 07 September 2022, 09:05 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।