• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Hara Mausi
ଆଉ କେବେ ମିଳିବ ହରମାଉସୀକୁ ସହାୟତା? ଘରର କାନ୍ଥ ଉଠିଲା ହେଲେ ଛାତ ପଡ଼ିପାରିଲାନି..

୯୪ ବର୍ଷରେ ବି ହାରିନି ହରମାଉସୀ। ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି ପରେ ବିଧାୟକ ସିନା ଘର କରିଦେଲେ ହେଲେ ଛାତ ପକାଇବାକୁ ଭୁଲି ଗଲେ। ଢୁ ଢୁ ବର୍ଷାରେ ପରପିଣ୍ଡାରେ ଶୋଉଛି ବୁଢୀ ମାଉସୀ...ଛୋଟିଆ ଦୋକାନରୁ ଯେତିକି ଲାଭ ହେଉଛି ସେତିକିରେ ପରିବାର ଚଳାଉଛନ୍ତି ହର.

Cinema Day
ସିନେମା ଡେ‘ ! ସବୁ ହଲ୍‌ରେ ଟିକେଟ୍‌ ରେଟ୍‌ ଫିକ୍ସ, ମାତ୍ର ୭୫ ଟଙ୍କା..

ସିନେ ପ୍ରେମୀ ସବୁ ବେଳେ ସିନେମା ହଲକୁ ଯାଇ ଫିଲ୍ମ ଦେଖେ। ବହୁ ବର୍ଷ ଧରି ଅନେକ ସିନେମା ଦର୍ଶକ ଥିଏଟରରେ ଦେଖିଛନ୍ତି। ତେଣୁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବାକୁ ହଲ୍ ମାଲିକ ମାନେ ଏପରି ନିଷ୍ପତି ନେଇଛନ୍ତି।

Chumki
ଚୁମ୍‌କି କ୍ରେଜ୍‌ ! ଚୁମ୍‌କି-ସାଗରଙ୍କ ପାଇଁ ରାସ୍ତାରେ ପ୍ରବଳ ଭିଡ଼, ଢେମସା-ଢୋଲକିରେ ଦୁଲୁକିଲା ବଜାର

ମାଳଭୂମିର ଦୁଇ ତାରକା ବଖାଣିଥିଲେ ନିଜର ଅନୁଭୂତି । ଯାହାକୁ ପ୍ରଶଂସକ ମନଭରି ଉପଭୋଗ କରି ଉଭୟଙ୍କ ସହ ସମୟ ବିତାଇଥିଲେ ।

hospital
ଛଅ ଛଅ ଜଣ ଡାକ୍ତର ହେଲେ ଆସୁନାହାଁନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ହନ୍ତସନ୍ତ

ଛଅ ଛଅ ଜଣ ଡାକ୍ତର ହେଲେ ଆସୁନାହଁନ୍ତି ଡାକ୍ତରଖାନା । କଳଙ୍କି ଲାଗିଲାଣି ଅତ୍ୟାଧୁନିକ ଯନ୍ତ୍ରାଂଶ । ସାଧାରଣ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ସରକାର 5Tରେ ଡିଣ୍ଡିମ ପିଟୁଥିବା ବେଳେ ଭଦ୍ରକ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ମନମାନି ପାଇଁ ରୋଗୀ ହନ୍ତସନ୍ତ ଅଭିଯୋଗ । ସେପଟେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଏକ କୋଭିଡ ହସ୍ପିଟାଲ ପାଲଟିଛି ଭୂତକୋଠି ।

Special Story | Odisha's Nuapada farmer scripts success in pisciculture
ମାଛ ଯାଆଁଳ ଚାଷ କରି ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା

ଯାଆଁଳ ବଦଳାଇ ଦେଲା ଜୀବନ। ମାଛ ଚାଷ କରି ନିଜେ ଲକ୍ଷପତି ହେବା ସହ ବେରୋଜଗାରିଆଙ୍କୁ ଦେଉଛନ୍ତି ରୋଜଗାର। ହୋଟେଲରୁ ଯେତିକି ନପାଇଥିଲେ ମାଛ ଚାଷରୁ ଡବଲ ଲାଭ ପାଇଲେ...

Heartbreaking: Owner abandons pet dog after its health deteriorated in Odisha's Cuttack
ସ୍ୱାର୍ଥ ସରିଗଲା ବୋଲି, ବୁଢା କୁକୁରକୁ ରାସ୍ତାରେ ଛାଡି ପଳାଇଲା ଅବିବେକୀ ମଣିଷ

ସ୍ୱାର୍ଥପର ମଣିଷ। ଦିନେ ଏଇ କୁକୁର ତାକୁ ସୁରକ୍ଷା ଦେଉଥିଲା ହେଲେ ଆଜି ତା’ ଦେହ ଖରାପ ହେଲା ବୋଲି ଅଧା ରାସ୍ତାରେ ଛାଡି ଦେଇ ପଳାଇଲା। ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି ଏଇ ବିଦେଶୀ କୁକୁର...ଏମିତି ମାଲିକଙ୍କୁ କହିବେ କଣ?

  • Thursday, 22 September 2022
  • Pet Dog
Special Story | Sarpanch turns sanitation worker in Odisha's Nayagarh district
ଏମିତି ସରପଞ୍ଚ ଥିଲେ, ପଞ୍ଚାୟତରେ ପଶିବନି ରୋଗ

ବାଃ...ଏମିତି ସରପଞ୍ଚ ଥିଲେ ଗାଁ ଭିତରକୁ ପଶିପାରିବନି ରୋଗ...ନିଜେ ଟ୍ରଲି ଟ୍ରାକ୍ଟର କିଣି ଗାଁକୁ ଗାଁ ବୁଲି ଉଠାଉଛନ୍ତି ମଇଳା, ପକାଉଛନ୍ତି ବ୍ଲିଚିଂ ପାଉଡର। ବିନା ସରକାରୀ ସାହାଯ୍ୟରେ ସଫେଇ କର୍ମଚାରୀଙ୍କୁ ବି ଦେଉଛନ୍ତି ଦରମା...

  • Thursday, 22 September 2022
News Fuse | BMC Commissioner Vijay Amruta Kulange raids sweet shop in Bhubaneswar
ଦୋକାନ ବନ୍ଦ କରିଦେଲା ଜନ୍ଦା

ଦୋକାନ ବନ୍ଦ କରିଦେଲା ଜନ୍ଦା। ଶିରାରେ ଜନ୍ଦା ଦେଖି ବିଗିଡିଲେ କମିଶନର...

book Launch
'ଅନୁଭବରୁ ଅନୁଭୂତି' ପୁସ୍ତକ ଉନ୍ମୋଚନ, ଅନୁଭବର ପ୍ରତିଫଳନ ଓଡ଼ିଶା ରାଜନୀତିରେ ନାହିଁ : ଦାମ

ଦାମ ରାଉତଙ୍କ ଅନୁଭବରୁ ଅନୁଭୂତି ପୁସ୍ତକ ଉନ୍ମୋଚନ । ପୁସ୍ତକ ଉନ୍ମୋଚନରେ ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କଡା ମନ୍ତବ୍ୟ ଦେଇଛନ୍ତି ।

Srimandira
ଶ୍ରୀମନ୍ଦିର ପ୍ରଶାସନିକ କୋଠାକୁ ନେଇ ପ୍ରଶ୍ନ, ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ପ୍ରାଶାସନିକ କୋଠାର ଉଚ୍ଚତାକୁ ନେଇ ବିବାଦ । ସର୍ବୋଚ୍ଚ ଉଚ୍ଚତା ୭ ମିଟର ୫୦ ସେଣ୍ଟିମିଟର ଭିତରେ ରଖିବାକୁ ଏନ୍ଏମ୍ଏର ସୁପାରିଶ। ଆପତ୍ତି ଜଣାଇ ସଂସ୍କୃତି ବିଭାଗକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ ।

Meet Balasore’s nonagenarian Hara Mausi, a source of inspiration for all mothers
ହୀନିମାନୀ ହର ମାଉସୀ: ଘର ଅଛି, ଛାତ ନାହିଁ

୯୪ ବର୍ଷରେ ବି ହାରିନି ହରମାଉସୀ। ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି ପରେ ବିଧାୟକ ସିନା ଘର କରିଦେଲେ ହେଲେ ଛାତ ପକାଇବାକୁ ଭୁଲି ଗଲେ। ଢୁ ଢୁ ବର୍ଷାରେ ପରପିଣ୍ଡାରେ ଶୋଉଛି ବୁଢୀ ମାଉସୀ...

  • Thursday, 22 September 2022
accident
୩୦ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ

କଟକ ସିଡିଏ-୧୦ରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇଛି

Sundargarh Addl Tehsildar under vigilance scanne
୨୨ଟି ପ୍ଲଟ୍, ୨ଟି ବହୁତଳ କୋଠା, ୨ଟି ବୋଲେରୋ : ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ଟାଙ୍ଗରପାଲିର ଅତିରିକ୍ତ ତହସିଲଦାରଙ୍କ ଘରେ ଚାଲିଛି ରେଡ୍ । ଦ୍ୱିତୀୟ ଦିନ ପାଇଁ ଭିଜିଲାନ୍ସ ରେଡ୍ ଜାରି । ଠାବ ହେଲାଣି ୨କୋଟିରୁ ଅଧିକ ସମ୍ପତ୍ତି ।

To save from sun heat baba wearing solar powered helmet with fan
ଗରମରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଫ୍ୟାନ୍‌ ଲଗେଇଦେଲେ ବୃଦ୍ଧ ବାବା

କୁହାଯାଏ ସମସ୍ୟା ହିଁ ନୂଆ କିଛି କରିବାର ବାଟ ଦେଖେଇଥାଏ। ଏହାକୁ ଏବେ ସତ କରି ଦେଖେଇଛନ୍ତି ଜଣେ ବୃଦ୍ଧ ବାବା। ଗରମରୁ ରକ୍ଷା ପାଇବା ପାଇଁ ସେ ତାଙ୍କ ମୁଣ୍ଡରେ ଏକ ଫ୍ୟାନ୍‌ ଲଗେଇ ଦେଇଛନ୍ତି।

NMA Srimandir
ନହକଳେବର ହେବ ଏକାମ୍ର କ୍ଷେତ୍ର

ନୂଆ ନୂଆ ଲାଗିବ ଏକାମ୍ର କ୍ଷେତ୍ର । ସଂରକ୍ଷଣ ଯୋଜନାରେ ଝଲସିବ ଐତିହ୍ୟର ଏନ୍ତୁଡି ଶାଳ ଏକାମ୍ର କ୍ଷେତ୍ର

IAS Officers Property
IAS ବାବୁଙ୍କ ସଂପତ୍ତି କେତେ ?

IAS ବାବୁଙ୍କ ସମ୍ପତ୍ତି କେତେ ? କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ? ନା କେହି ତଥ୍ୟ ରଖୁଛନ୍ତି ନା ମିଳିପାରୁଛି ସ୍ପଷ୍ଟ ସୂଚନା । ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ ଯେ, ୨୦୨୦ରେ ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ୍‌ କରିଥିଲେ । ଯେଉଁଥିରେ କୁହାଯାଇଥିଲା ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଯାଏଁ ସର୍ବସାଧାରଣରେ ପ୍ରକାଶ କରିବେ ସମ୍ପତ୍ତି ତାଲିକା ।

Dibyang Son
ମଜୁରୀ ଖଟୁଛି ବାପା; ଖଟରେ ଶୋଇଛି ଭେଣ୍ତିଆ ପୁଅ, ସାହାଯ୍ୟ ମିଳିଲେ..

କିଟିକିଟି ଅନ୍ଧାର ଘର ଭିତରେ ଶୋଇଛି ୧୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ। ହାତ ହଲୁନି କି ଗୋଡ ହଲୁନି...ମାଆ ଚାଲିଯିବା ପରେ ସବୁ ସେବା ଏବେ ବାପାଙ୍କ ଉପରେ। ଦିନସାରା ମଜୁରୀ ଖଟନ୍ତି...ଖରା ବେଳେ ଆସି ପୁଅର ସେବା କରନ୍ତି। ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା ବି ହେଇପାରୁନି କି ସରକାରଙ୍କ ପକ୍ଷରୁ ସହାୟତା ବି ମିଳୁନି...

mid day meal
ଭୋକରେ ଆଉଟୁ ପାଉଟୁ ସ୍କୁଲ୍‌ ପିଲା; ମଧ୍ୟାହ୍ନ ଭୋଜନ ବଦଳରେ ୫ ଟଙ୍କିଆ ବିସ୍କୁଟ ଦେଇ ଶିକ୍ଷକ ଛୁ...

ବାଃ ବାଃରେ ସରକାରୀ ସ୍କୁଲ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ, ଡାଲମା ଓ ଅଣ୍ଡା ବଦଳରେ ମିଳୁଛି ୫ ଟଙ୍କିଆ ବିସ୍କୁଟ। ଅଧାଦିନ ଖାଇବା ପାଇଁ ବି ମିଳୁନି। ଖରାବେଳେ ସ୍କୁଲରେ ତାଲା ଠୁଙ୍କି ପଳାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ।

Fastag
ସାବଧାନ ! ଫାସ୍‌ଟ୍ୟାଗ୍‌ ରିଚାର୍ଜ ବେଳେ ଧ୍ୟାନ ରଖନ୍ତୁ ନଚେତ୍‌ ଆକାଉଣ୍ଟରୁ ଗାୟବ ହେବ ଟଙ୍କା

କାରଣ ଏମିତି କିଛି ଭୁଲ ରହିଛି ଯାହା ଆପଣଙ୍କ ଅଜାଣତରେ ହେବ, ତେଣୁ ଆକାଉଣ୍ଟରୁ ଟଙ୍କା କଟୁଥିବ ହେଲେ ରିଚାର୍ଜ ହେଉନଥିବ ।

Odisha Nuapada
ଗାଁ ଲୋକଙ୍କୁ ବଡ଼ ଦୁଃଖ ଦେଲା ପାଣି ଟ୍ୟାଙ୍କର, ପ୍ରଶାସନ କିଛି ଶୁଣୁନି

କେତେ ବିପଦପୂର୍ଣ୍ଣ ଭାବେ ଏହି କାଠଗଣ୍ଡି ବ୍ରିଜ୍‌ ଦେଇ ଯାହାୟତ କରୁଛନ୍ତି ଲୋକେ ତାହା ଆପଣ ନଦେଖି ମଧ୍ୟ ଅନୁମାନ କରିପାରୁଥିବେ ।

  • Wednesday, 21 September 2022
  • Bridge
Arindam Das Scholarship
ପ୍ରଥମ ଅରିନ୍ଦମ ଦାସ ସ୍ମାରକୀ ସ୍କଲାର୍‌ଶିପ୍ ପ୍ରଦାନ କଲା ଓଟିଭି

ଅମ୍ଲାନଙ୍କ କଲେଜ୍ ଫି ଓ ବାର୍ଷିକ ହଷ୍ଟେଲ୍ ଫି ବାବଦ ସମସ୍ତ ରାଶି ଦିଆଯାଇଛି ।

RailRok
ତପସ୍ୱିନୀ ଏକ୍ସପ୍ରେସ ଏବଂ ଜମ୍ମୁତବୀ ଟ୍ରେନ୍ ରହଣୀ ଦାବିରେ ନୂଆଗାଁ ବାସିନ୍ଦାଙ୍କ ରେଳରୋକୋ

କରୋନା ମହାମାରୀ ପୂର୍ବରୁ ନୁଆଗାଁ ରେଳ ଷ୍ଟେସନରେ ତପସ୍ୱିନୀ ଏକ୍ସପ୍ରେସ ଏବଂ ଜମ୍ମୁତବୀ ଟ୍ରେନ୍ ରହୁଥିଲା, କିନ୍ତୁ କରୋନା ପରେ ଆଉ ଟ୍ରେନ ଷ୍ଟେସନରେ ରହୁ ନ ଥିବାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ରେଲବାଇ ଅଧିକାରୀଙ୍କୁ ଅବଗତ କରାଇଥିଲେ । କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ବାଧ୍ୟ ହୋଇ ଗତକାଲି ସୁନ୍ଦରଗଡ ଜିଲ୍ଲା ନୁଆଗାଁ ବ୍ଲକର ସ୍ଥାନୀୟ ବାସିନ୍ଦା ରେଳରୋକୋ କରିଥିଲେ l

cosmetic surgery cost 60 lakh
୩ ଇଞ୍ଚ ଉଚ୍ଚତା ବଢାଇବା ପାଇଁ ବ୍ୟାଙ୍କରୁ ଉଠାଇଲେ ୬୦ ଲକ୍ଷ ଋଣ

ସୁନ୍ଦର ଦିଶିବା ପାଇଁ କିଏ ବା ନ ଚାହେଁ ? ହେଲେ ଯାହାର ଚେହେରା ଯେମିତି ସେ ସେମିତି ହିଁ ଦିଶିବ। ତଥାପି ସୁନ୍ଦର, ଆଉ ସ୍ମାର୍ଟ ଦିଶିବା ପାଇଁ ସମସ୍ତେ ନିଜ ଉପାର୍ଜନର ବେଶ୍‌ କିଛି ଭାଗ ନିଶ୍ଚୟ ବଜେଟ୍‌ରେ ରଖୁଥିବେ। ପାର୍ଲର ଫିସ, କସ୍‌ମେଟିକ୍‌ ରେଟ କହିବ ଏହି ବଜେଟ କେତେ। ହେଲେ ଉଚ୍ଚତା ବଢାଇବାକୁ ଜଣେ ବ୍ୟକ୍ତି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ, ତାହା ପୁଣି ଋଣ କରି ! ଏକଥା ଶୁଣିଲେ ଆପଣ ବିଶ୍ୱାସ କରିବେ ?

fastag
ଫାସଟ୍ୟାଗ୍‌ରେ ଟଙ୍କା ଦେଉଛନ୍ତି କି? ଟୋଲ୍‌କୁ ଯାଉନି ବରଂ....

ଫାସଟ୍ୟାଗ୍ ବ୍ୟବହାର କରୁଛନ୍ତି କି? ସାବଧାନ ହୁଅନ୍ତୁ, ସତର୍କ ରୁହନ୍ତୁ....ଆପଣଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟୁଛି ହେଲେ ଟୋଲ୍‌ ଦେୟ ଦିଆଯାଉନି। ଏହି ସବୁ କାରଣ ପାଇଁ ଆପଣଙ୍କ ଉପରେ ଲାଗିପାରେ ଫାଇନ୍‌। ଜାଣନ୍ତୁ କେମିତି ଜାଣିବେ ଟୋଲ୍‌ ଦେୟ ଦେଉଛନ୍ତି କି ନାହିଁ....

Passenger alleges loot of Rs 15,400 in Mo Bus in Bhubaneswar
‘ମୋ ବସ୍‌’ରୁ ଯାତ୍ରୀଙ୍କ ଠାରୁ ଚୋରି

‘ମୋ ବସ୍‌’ରେ ଜଣେ କ୍ୟାନ୍ସର ରୋଗୀଙ୍କଠାରୁ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏମ୍ସ ହସ୍ପିଟାଲ୍‌ରୁ କଟକ OMP ଛକ ଯାଉଥିବା ୧୯ ନମ୍ବର ‘ମୋ ବସ୍‌’ରେ ଏହି ଚୋରି ହୋଇଛି।