Advertisment

ଏମିତି ସରପଞ୍ଚ ଥିଲେ, ପଞ୍ଚାୟତରେ ପଶିବନି ରୋଗ

ବାଃ...ଏମିତି ସରପଞ୍ଚ ଥିଲେ ଗାଁ ଭିତରକୁ ପଶିପାରିବନି ରୋଗ...ନିଜେ ଟ୍ରଲି ଟ୍ରାକ୍ଟର କିଣି ଗାଁକୁ ଗାଁ ବୁଲି ଉଠାଉଛନ୍ତି ମଇଳା, ପକାଉଛନ୍ତି ବ୍ଲିଚିଂ ପାଉଡର। ବିନା ସରକାରୀ ସାହାଯ୍ୟରେ ସଫେଇ କର୍ମଚାରୀଙ୍କୁ ବି ଦେଉଛନ୍ତି ଦରମା...

author-image
Rajalaxmi Sahoo