୨୨ ବର୍ଷ ଦେଶ ସେବା ପରେ ଏବେ ଗାଁକୁ ଫେରିଲେ ଯବାନ। କହିଲେ, ମାଗଣାରେ ଗାଁ ଯୁବକଙ୍କୁ ଦେବେ ଆର୍ମି ଟ୍ରେନିଂ। ଯବାନଙ୍କ ପାଇଁ ୧ କିମି ପର୍ଯ୍ୟନ୍ତ ଲାଗିଥିଲା ଶୋଭାଯାତ୍ରା...
ସେନା ବାହିନୀରେ ୨୦ ବର୍ଷର ଚାକିରି ପରେ ଗାଁକୁ ଫେରିଲା ଗାଁ ପୁଅ। ଏହା କିଛି କମ୍ ଗର୍ବର କଥା ନୁହେଁ। ଦେଶର ସୀମାରେ ୨୦ ବର୍ଷ ଧରି ସେବା କରିବା କାହା ଭାଗ୍ଯରେ ଯୁଟେ। ତେଣୁ ଗାଁ ପୁଅକୁ ସ୍ୱାଗତ କରିବାକୁ ଏକାଠି ହେଲେ ଗ୍ରାମବାସୀ। ଆଉ ତା ପରର ଦୃଶ୍ଯ ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।