ଏଇଟା ଅର୍ଚ୍ଚନାଙ୍କ ରାଜ ଉଆସ । ଯେଉଁଠି ରାତି ୧୨ଟା ପରେ ଦାମୀଗାଡିର ଲାଗେ ଲମ୍ବା ଲାଇନ୍। ଦିନରେ ଫିଲ୍ମ ସୁଟିଂ ହୁଏ ଆଉ ରାତି ବଢିଲେ ବେଡ୍ ରୁମ୍ରେ ବଢେ ତାତି। ନାଗ ଫାସରେ ପଡିଛନ୍ତି ଅନେକ ବଡବଡିଆ । ତେବେ ଅଧ ରାତିରେ ଆଲିଶାନ୍ ଘରେ କାହିଁକି ହୁଏ ଏତେ ଭିଡ?
Published: Pallipuspa Samal
Last updated: 12 October 2022, 08:39 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।