• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

News Fuse
ଆଶୀର୍ବାଦ ନେଲେ, ନୋଟ ବଢେଇ ଦେଲେ

ପତିତଜନଙ୍କୁ ଉଦ୍ଧାରିବା ପାଇଁ...କାଳିଆ ସାଆନ୍ତଙ୍କ ଶରଣରେ ଦିବ୍ୟଶଙ୍କର । ସବୁ ସେହି କାଳିଆର ଇଚ୍ଛା...ମଲା ଗୋଟେ ମାସ ଅଜ୍ଞାତ ଅବସ୍ଥାରେ ରହିବାକୁ ପଡ଼ିଲା ଯେ...ଏବେଠୁ ବାନା ବାନ୍ଧିଦିଅ। ନହେଲେ ୨୪ରେ ଉଡିଉଡି ଆସିବନି ଯେ..

True Friendship
ବନ୍ଧୁତା ଏମିତି ! ଜଣେ ରୋଗୀ , ଜଣେ ଭୋଗି

ବନ୍ଧୁ ହେବ ତ ଏମିତି...ଏବେ ନୁହେଁ ୫୦ ବର୍ଷ ହେଲାଣି ସାଙ୍ଗ ହୋଇ ବୁଲୁଛନ୍ତି, ଚଳୁଛନ୍ତି...ଜଣେ ଏବେ ପାରାଲିସିସ୍‌ ରୋଗରେ ପଡିବା ପରେ ବି ଅନ୍ୟ ଜଣେ ଆଉ ଜଣଙ୍କର କରୁଛି ସେବା

Project Fail
୮ ବର୍ଷ ହେଲାଣି ପ୍ରକଳ୍ପ ବୋର୍ଡ ମରାଯାଇଛି କିନ୍ତୁ କାମ ହେଉନି...

ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି କପ୍ତିପଦା ଉପଖଣ୍ଡରେ ଜଳସେଚନ ସୁବିଧା ନଥିବା ବେଳେ ବର୍ଷା ଦିନ ବ୍ୟତୀତ ଅନ୍ୟ ଦିନେ ଚାଷୀମାନେ ହନ୍ତସନ୍ତ ହୁଅନ୍ତି । ତେବେ ଏହି ବ୍ୟାରେଜ କାମ ଆରମ୍ଭରେ ବିଳମ୍ବ ଯୋଗୁ କିଏ ପ୍ରଶାସନକୁ ଦୋଷ ଦେଉଛି ତ ଆଉ କିଏ କହୁଛନ୍ତି ନିର୍ବାଚନ ଭୋଟ ପାଇଁ ୟେ ହେଉଛି ଚାଲ୍...

Kolhapur mangaon gram panchayat appeals to residents turn off tv cellphone know the reason
ସନ୍ଧ୍ୟାରେ ସମସ୍ତେ ନିଜର ଫୋନ୍‌, ଟିଭି ବନ୍ଦ ରଖନ୍ତୁ.... ଜାଣନ୍ତୁ, କେଉଁଠି ଏଭଳି ନିଷ୍ପତ୍ତି ଓ କାହିଁକି

ଆଜିକାଲିର ଯୁବପିଢ଼ି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌କୁ ଏତେ ମାତ୍ରାରେ ବ୍ୟବହାର କରୁଛନ୍ତି ଯେ, ଏହା ବିନା କ୍ଷଣିକ ସମୟ ରହିବା ସେମାନଙ୍କ ପକ୍ଷେ ମୁସ୍କିଲ୍‌ ହୋଇପଡ଼ୁଛି। ଏସବୁ ଭିତରେ ମହାରାଷ୍ଟ୍ରର କୋଲାହାପୁର ଜିଲ୍ଲାର ଏକ ଗାଁ ପୁଣିଥରେ ସାମାଜିକ ସଂସ୍କାର ପ୍ରସଙ୍ଗରେ ଏକ ବଡ଼ ଉଦାହରଣ ସୃଷ୍ଟି କରିବାକୁ ଯାଉଛି।

  • Friday, 03 March 2023
Water problem
ଏ ପାଣି ଆମେ କେମିତି ପିଇବୁ?

ଶୁଣ ସରକାର...ଏ ହଳଦିଆ ପାଣିକୁ ନିଜେ ପିଇବ ତ?

Water Problem
ଏ ନବୀନ ସରକାର..ଏ ହଳଦିଆ ପାଣିକୁ ତୁମେ ବି ପିଅ

ନିଇତି ଧଡ ଧଡ କରି ନକକୂଅ ବାଡେଇବା ପରେ ହଳଦିଆ ହଳଦିଆ ପାଣି ବାହାରୁଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସାନବୁରଡ଼ା ଗାଁରେ । ସରକାର ଯୋଗାଇ ଦେଇଛନ୍ତି ନଳକୂଅ, ହେଲେ ଏମିତି ପାଣି ତ ଗୋଧୋଇବା ଯୋଗ୍ୟ ନୁହେଁ । ରୋଷେଇ କରିବେ କଣ ? ପିଇବେ କଣ ? ଏଠି ବର୍ଷସାରା ସ୍ଥିତି ଏମିତି । ବିଶୁଦ୍ଧ ହେଉ କି ନ ହେଉ ପାଣି ଟିକିଏ ସଫା ଦିଶିଲେ ତ ମଣିଷ ପିଇବ

Son Death
ମେଡିକାଲ ବେଡ୍‌ରେ ପୁଅର ଶବ: ଛାତିବାଡେଇ କାନ୍ଦୁଛି ମାଆ

ମେଡିକାଲ ବେଡ୍‌ ଉପରେ ପୁଅ ଶୋଇଛି, ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା...ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଉଛି। ସେତେବେଳେ କୋଉ ମାଆ ବା ଧୈର୍ଯ୍ୟ ଧରିବ?  ଘରୋଇ କ୍ଲିନିକ୍‌ର ଭୁଲ ପାଇଁ ଆଜି ଖାଲି ହୋଇଗଲା ମାଆ କୋଳ

Earthquake Hits In Koraput
ସକାଳୁ ସକାଳୁ ଥରିଲା କୋରାପୁଟ

ଆଜି ସକାଳୁ ସକାଳୁ କୋରାପୁଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ରେକର୍ଡ କରାଯାଇଛି।

Pintu Nanda
ଠକିଦେଲେ ପିଣ୍ଟୁ ଭାଇ !

ଯକୃତଜନିତ ରୋଗରେ ପୀଡ଼ିତ ଏହି ଲୋକପ୍ରିୟ କଳାକାର ଗତ ରାତି ୧୧ଟା ୨୫ ମିନିଟରେ ମେଡିକାଲର ଭେଣ୍ଟିଲେଟର ଭିତରେ ନୀରବି ଯାଇଛନ୍ତି ।ଯାହାଙ୍କ ପରଲୋକରେ ଭାଙ୍ଗିପଡ଼ିଛନ୍ତି ଫ୍ୟାନଙ୍କ ସହ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ । ଲୁହ ଝରାଉଛନ୍ତି ସାଥୀ କଳାକାର । ସ୍ତବ୍ଧ ଓଲିଉଡ ।

Leopard strays into residential area
ନାକରେ ପାଣି ପୁରାଇଲାଣି ବାଘ, ସତର୍କ ରହିବାକୁ ବନ ବିଭାଗର ସଚେତନ

ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।

Man invited to attend special programme in USA
ଘର ଚଟିଆ ପାଇଁ ଘର କରିବା ପରେ ଆମେରିକାରୁ ଏବେ ଆସିଲା ଡକରା

ଘର ଚଟିଆ ଲାଗି ଗାଁଠୁ ସହର ବୁଲିବୁଲି ଘର କଲେ। ଧୀରେ ଧୀରେ କୁନି ଚଢେଇଙ୍କ ବଂଶ ବୃଦ୍ଧି ହେଲା...ସଫଳ ହେବା ପରେ ଏବେ ଆମେରିକାରୁ ଆସିଲା ଡକରା

Bhubaneswar witnesses massive traffic
ସଂଧ୍ୟା ହେଲା ପଟିଆ ମନା

ନା ବାବା ନା...ସଂଧ୍ୟା ହେଲେ ପଟିଆକୁ ଜୁହାର । ଜୟଦେବବିହାର-ନନ୍ଦନକାନନ...ଏ ରାସ୍ତାରେ ଯିବାକୁ ଚାହୁଁନାହାନ୍ତି ରାଜଧାନୀବାସୀ । ଜାମ୍‌ ପାଇଁ ଲାଗୁଛି ଛାନିଆଁ

News Fuse
ମୋ ବୋଉଲୋ...ପଳେଇ ଚାଲେ...ଏମାନେ ମାରିପକେଇବେ

ପଇଲେଲୋ ପଇଲେଲୋ...କହୁ କହୁ ଦୁଲଦାଲ ଗଳିପଡିଲେ । ଏମାନେ କାଳେ କର୍ପୋରେଟର...ଧନ୍ୟ ଧନ୍ୟ

Teacher Issue
ବାଃ ବାଃରେ ବ୍ୟବସ୍ଥା : ମାଆ ଚାକିରି କରିବ, ପୁଅ ପାଠ ପଢାଇବ

ଅଭିଯୋଗ ଖାଲି ଏତିକିରେ ସରିନି ବରଂ ଗାଁ ଲୋକ କହିଛନ୍ତି, ମାଆଙ୍କ ବଦଳରେ ଏମିତି ଅନେକ ଥର ପୁଅ ଆସି ସ୍କୁଲରେ ପାଠ ପଢାଇଛନ୍ତି । ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ବି ଖାଉଛନ୍ତି । ତେବେ ସ୍କୁଲରେ ଦୁଇ ଜଣ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଛୁଟିରେ ଯାଇଛନ୍ତି । ସରକାରୀ ରେକର୍ଡ ଅନୁସାରେ ଏବେ ସ୍କୁଲରେ ମାତ୍ର ଜଣେ ଶିକ୍ଷୟିତ୍ରୀ ପାଠ ପଢାଇବାର କଥା

ଆସୁନ.. ଓପନ୍ ଜିପରେ ଘେରେ ବୁଲି ଆସିବା..
ଆସୁନ.. ଓପନ୍ ଜିପରେ ଘେରେ ବୁଲି ଆସିବା..

ଜଙ୍ଗଲ ସଫାରୀ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ଆପଣ ଟିକେଟ ବୁକିଂ କରିପାରିବେ.. ଗୋଟିଏ ଓପନ ଜିପରେ ସୁରକ୍ଷା କର୍ମୀଙ୍କ ସହ ପର୍ଯ୍ୟଟକଙ୍କୁ ମିଶାଇ ୭ ଜଣ ଏକା ସାଙ୍ଗରେ ଯାତ୍ରା କରିପାରିବେ । ଅଢେଇ ଘଣ୍ଟାର ଗୋଟିଏ ଟ୍ରିପ ପାଇଁ ଅଫଲାଇନରେ ମାତ୍ର ୨୫୦୦ ଓ ଅନଲାଇନରେ ୨୬ ଶହ ୨୫ ଟଙ୍କା ଆପଣଙ୍କୁ ଦେବାକୁ ପଡିବ।

  • Thursday, 02 March 2023
Teacher
ପତି ସାର୍.. ଆମକୁ ଛାଡ଼ି ଯାଆନ୍ତୁନି..

୧୯୮୫ରେ ୨୩ ବର୍ଷ ବୟସରେ ପ୍ରଥମେ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ପତି ସାର୍ । ୨୦୨୧ରୁ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଲେ । ତାଙ୍କ ପାଠ ପଢାଇବା ଶୈଳୀ ସବୁଠୁ ନିଆରା । ଅବୁଝା ପିଲାକୁ ଖୁବ ସହଜରେ ବୁଝାଇ ପାଠପଢା ପ୍ରତି ବ୍ରତୀ କରାଇପାରନ୍ତି ପତି ସାର୍ । ସବୁ ବିଷୟରେ ସେ ପାରଙ୍ଗମ ହେଲେ ଇଂରାଜୀ ପାଠ ବେଶୀ ଭଲ ପଢାନ୍ତି ।

Traffic
ସଂଧ୍ୟାରେ ପଟିଆ ରାସ୍ତା ଦେଇ ଯିବାର ପ୍ଲାନ କରୁଛନ୍ତି କି ?

ଟ୍ରାଫିକ୍‌ ବନ୍ଦ ଥିବାରୁ ସଂଧ୍ୟାରେ ପଛକୁ ପଛ ଲାଗୁଛି ଗାଡିର ଲମ୍ବା ଲାଇ‌ନ୍‌ । ଗ୍ରାନ ସିଗନାଲ ମିଳିବା ପରେ ଯେତିକି ଯାଉଛନ୍ତି ତାହାଠାରୁ ଅଧିକ ରହୁଛନ୍ତି । ତେଣୁ ପୁଣି ପଛକୁ ପଛ ଗାଡି ଆସୁଥିବାରୁ ଜାମ୍‌ କମିବାରେ ନା ନେଉନି। ଯଦି ଟ୍ରାଫିକ୍‌ ନିୟମ ମାନିକି ଯାଉଛନ୍ତି ତାହାଲେ ଡେରି ହେଉ ପଛରେ ଠିକ୍‌ରେ ଯାଇ ହେଉଛି । ଯଦି ମନଇଚ୍ଛା ଗାଡି ପାର୍କିଂ କରୁଛନ୍ତି ତେବେ କଥା ସରିଲା । ସିଗନାଲ ତ ମିଳିଥିବ କିନ୍ତୁ ଗାଡି ଆଗକୁ ବଢିପାରୁନାହିଁ। ଯାହାକୁ ନେଇ ଏବେ ଚିନ୍ତାରେ ରାଜଧାନୀବାସୀ ।

Bride Dies Of Heart Attack, Sister Marries The Groom
ବିବାହ ଦିନ କନ୍ୟାଙ୍କ ହୋଇଗଲା ମୃତ୍ୟୁ; ଶାଳୀ ହେଲା ସ୍ତ୍ରୀ

ଯୁବତୀଙ୍କ ବିବାହ ଦିନ ତାଙ୍କର ଶେଷ ଦିନ ପାଲଟିଛି। ଗୁଜୁରାଟର ଭାବନଗରର ସୁଭାଷନଗର ଅଞ୍ଚଳରେ ଏକ ବିବାହ ଉତ୍ସବରେ ଜଣେ କନ୍ୟା ହୃଦଘାତରେ ମୃତ୍ୟୁବରଣ କରିଛି। ଏହା ପରେ କ’ଣ ଘଟିଲା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

Girl elopes with ‘boyfriend’
ରେଡି ଥିଲେ ବର ଓ କନିଆଁ : ପ୍ରେମିକ ସହ କନିଆଁ ଫେରାର

ହଳଦୀ ସରିଥିଲା, ମେହେନ୍ଦୀ ଲାଗିଥିଲା। ବେଦି ଓ ବର ସମସ୍ତେ ରେଡି ଥିଲେ...ବାସ୍‌ ଏତିକି ବେଳେ ପ୍ରେମିକ ସହ ଫେରାର ହୋଇଗଲେ କନିଆଁ । ସବୁ ସତ ଜାଣିବା ପରେ ବର....

Allegation against father-in-law
ଶ୍ୱଶୁର ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ସ୍ୱାମୀ କି ଶାଶୂ ଘରେ କେହି ନଥିଲେ। ଏକୁଟିଆ ସୁଯୋଗ ନେଇ ବୋହୂର ଶୋଇବା ଘରେ ପଶିଗଲା ଶ୍ୱଶୁର । ଅଳ୍ପକେ ଦୁଷ୍କର୍ମ ହେବାରୁ ବଞ୍ଚିଗଲେ ବୋହୂ । ଏବେ ବାପଘର ଲୋକ ଶ୍ୱଶୁରଙ୍କୁ ବହେ ଛେଚିଲେ, ଜୋତାମାଳ ପିନ୍ଧାଇଲେ

Being married can improve life expectancy!
ଆଶ୍ଚର୍ଯ୍ୟ !! ବାହା ହେଉଥିଲେ ଅଧିକ ଦିନ ବଞ୍ଚିବେ ପୁରୁଷ

ବାହା ହେବା ପୁରୁଷ ଅଧିକ ଦିନ ବଞ୍ଚୁଛନ୍ତି । ରକ୍ତଚାପ, ହାର୍ଟଆଟାକ୍‌ ପରି ରୋଗ ବି କମ୍‌ ହେଉଛି। ଜାଣନ୍ତୁ ଏମିତି କେମିତି ହେଉଛି ସମ୍ଭବ ?

Girl elopes with ‘boyfriend’
ବର ଓ ବେଦି ପ୍ରସ୍ତୁତ ଥିଲା...ପ୍ରେମିକ ସହ ପଳାଇଲା ମଙ୍ଗୁଳା କନିଆଁ

ବାହାଘରର କିଛି ଘଂଟା ପୂର୍ବରୁ ପୁଣି ଥରେ ଚମ୍ପଟ ମାରିଲା ମଙ୍ଗୁଳା କନିଆଁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀରରେ। ଏବେ ପୁଣିଥରେ ବାହାଘର ପୂର୍ବରୁ ଫେରାର ମାରିଛି ମଙ୍ଗୁଳା କନିଆଁ । ବଲାଙ୍ଗିର ପୁଇଁତଲା ଥାନା ବୁଢ଼ିସିଣ୍ଡୋଲ ଗାଁର ଝିଅ ବାହାଘର ହେବାରେ ଥିଲା। ରିତିକାନ୍ତି ଅନୁସାରେ ହଳଦୀ କାର୍ଯ୍ୟକ୍ରମ ବି ସରିଯାଇଥିଲା

PK JENA
ଦାୟିତ୍ୱ ନେବେ ମୁଖ୍ୟ ଶାସନ ସଚିବ: ସାମ୍ନା କରିପାରନ୍ତି ଏଇ ୭ ଚ୍ୟାଲେଞ୍ଜ

ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଚଳିତ ବର୍ଷ ସଠିକ୍ ଭାବେ ପ୍ରଣୟନ କରିବା ନୂଆ CSଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ୨୦୨୩-୨୪ ବଜେଟ୍‌ରେ ରାଜ୍ୟ ସରକାର ୨୦ ଟି ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାଗୁଡିକୁ କିଭଳି ସଫଳ ଭାବେ କାର୍ଯ୍ୟକରୀ କରାଯିବ ତାର ରୋଡମ୍ୟାପ ପ୍ରସ୍ତୁତ କରିବେ ମୁଖ୍ୟ ସଚିବ।

VSSUT girl student jumps off Power Channel Bridge, goes missing
ବ୍ରିଜ୍‌ରୁ ଡେଇଁଲେ ଭିସୁଟ୍ ଛାତ୍ରୀ, ଚରମ ନିଷ୍ପତ୍ତି ପୂର୍ବରୁ ଯୁବକଙ୍କ ସହ ହୋଇଥିଲା ପାଟିତୁଣ୍ଡ...

ବ୍ରିଜ୍‌ରୁ ଡେଇଁଲେ ଭିସୁଟ୍ ଛାତ୍ରୀ। ବୁର୍ଲା ଭିସୁଟ୍‌ର ଜଣେ ପୂର୍ବତନ ଛାତ୍ରୀ ପାୱାର ଚାନେଲ୍‌ ବ୍ରିଜ୍‌ରୁ ପାଣିକୁ ଡେଇଁ ନିଖୋଜ ଥିବା ସୂଚନା ମିଳିଛି।

OTV Impact
ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଲା ତାଲା...ଏବେ ସୁରକ୍ଷିତ କୁନି କୁନି ପିଲା

ଫେବୃୟାରୀ ୨୦ରେ ଶଙ୍କରା-୬ ଖଇରାପଡାର ଭଙ୍ଗାଦଦରା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥାକୁ ନେଇ ଓଟିଭିରେ ଏକ ରିପୋର୍ଟ ପରିବେଷଣ କରାଯାଇଥିଲା । ଯାହାପରେ ପ୍ରଶାସନ ତତ୍ପରତା ଦେଖାଇଛି.। ପୂର୍ବରୁ ଗ୍ରାମବାସୀ ଯେତେ ଅଭିଯୋଗ କଲେ ବି ପ୍ରଶାସନ କର୍ଣ୍ଣପାତ କରୁନଥିଲେ କିନ୍ତୁ ଖବର ପ୍ରସାରଣ ପରେ ବିନିକା ବିଡିଓ, ସ୍ଥାନୀୟ ସରପଞ୍ଚ ପହଞ୍ଚି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବା ସହ ନିକଟସ୍ଥ ଏକ ସ୍କୁଲରେ ପିଲାଙ୍କ ପାଠପଢା ଲାଗି ବ୍ୟବସ୍ଥା କରାଇଛନ୍ତି।