ବନ୍ଧୁ ହେବ ତ ଏମିତି...ଏବେ ନୁହେଁ ୫୦ ବର୍ଷ ହେଲାଣି ସାଙ୍ଗ ହୋଇ ବୁଲୁଛନ୍ତି, ଚଳୁଛନ୍ତି...ଜଣେ ଏବେ ପାରାଲିସିସ୍ ରୋଗରେ ପଡିବା ପରେ ବି ଅନ୍ୟ ଜଣେ ଆଉ ଜଣଙ୍କର କରୁଛି ସେବା
Published: Pallipuspa Samal
Last updated: 03 March 2023, 04:35 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।