• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Driver Protest
ନିଆରା ଢ଼ଙ୍ଗରେ ଡ୍ରାଇଭର ସଙ୍ଘର ପ୍ରତିବାଦ; କେଉଁଠି ଫୁଲମାଳ ତ କେଉଁଠି ଚନ୍ଦନ ଟିକା..

ଗାଡ଼ି ଛାଡ଼ି ଗର୍ଜନ, ହଲ୍ଲାବୋଲ୍ ଏବଂ ହଳଦିଆ ନମ୍ବରପ୍ଲେଟ୍ ଗାଡ଼ିକୁ ଟାର୍ଗେଟ୍ । ୧୦ ଦଫା ଦାବିରେ ସାରା ରାଜ୍ୟରେ ଆଜି ଏମିତି ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇ ପ୍ରତିବାଦ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ ।

Naked cleaner who earns thousands
୬ ବର୍ଷ ହେଲା ନେକେଡ୍ କ୍ଲିନର୍ ଭାବେ କାମ କରୁଛନ୍ତି ଏହି ଯୁବତୀ, ହେଲେ କାହିଁକି…

ଏଠି ଅନେକ ବୈଚିତ୍ର ଦେଖାଯାଏ। କେହି କେହି ନିଜ ଖୁସି ପାଇଁ ଅନେକ ଅଜବ କଥାକୁ ଆପଣେଇ ନେଉଥିବା ବେଳେ ଆଉ କାହାକୁ ପରିସ୍ଥିତି ବାଧ୍ୟକରେ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ନେକେଡ୍ କ୍ଲିନର୍ ଭାବେ କାମ କରନ୍ତି।

divyang girl
ନବମ ଛାତ୍ରୀ ଦେଲେ ମାଟ୍ରିକ୍ ପରୀକ୍ଷା

ଗୋଟିଏ ପରୀକ୍ଷା ସଜାଡିବ ଦୁଇ ଜଣଙ୍କ ଭାଗ୍ୟ। ପାସ ହେଲେ ଜଣେ କଲେଜ୍ ଯିବେ ଆଉ ଅନ୍ୟ ଜଣଙ୍କ ଆତ୍ମ ବିଶ୍ୱାସ ଦୃଢ ହେବ। କିନ୍ତୁ ଏବେ ଉଭୟେ ସମାଜ ପାଇଁ ପ୍ରେରଣା ସାଜିଛନ୍ତି।

This sarpanch in Nayagarh
ସରପଞ୍ଚ ହେବ ତ ଏମିତି

ସରପଞ୍ଚ ହେବ ତ ଏମିତି..ହାତରେ କୋଦାଳ, ମନରେ ସବୁଜ ବନାନୀର ସ୍ୱପ୍ନ

 Asia's 1st woman loco pilot
ଦିନେ ଲୋକେ ପାଇଲଟ୍‌ ଥିଲେ, ଏବେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ସାରଥୀ

ଦିନେ ଲୋକୋ ପାଇଲଟ୍‌ ଥିଲେ, ଏବେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ସାରଥୀ । ଜାଣନ୍ତୁ କେମିତି ଥିଲା ସଫଳତାର ଏହି ଯାତ୍ରା

 Peacock
ପୁଅ ପରି ପାଳୁଛୁ ମୟୂର

ପୁଅ ପରି ପାଳୁଛୁ ମୟୂର, ନିର୍ଭୟରେ ବିଚରଣ କରୁଛନ୍ତି ହଜାର ହଜାର ମୟୂର

Twin City Police Commisioner
'ରାସ୍ତାରେ କାଲି ଗାଡ଼ି ଅଟକାଇଲେ, ୧୧୨କୁ କଲ୍‌ କରନ୍ତୁ'

ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।

Driver Protest
ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ

ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା । ଠପ୍ ହୋଇପାରେ ହଳଦିଆ ନମ୍ବରପ୍ଲେଟ ଥିବା ଗାଡ଼ି ଚଳାଚଳ ।

Odisha Forest Fire
ବେକାବୁ ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ତାତି

ଧୂଆଁମୟ ସାରା ପରିବେଶ । ଛାରଖାର୍ ହେଉଛି ଶହ ଶହ ହେକ୍ଟର ଜଙ୍ଗଲ । ତ୍ରାହି ତ୍ରାହି ଡାକିଲେଣି ସ୍ଥାନୀୟ ବାସିନ୍ଦା । ଜଙ୍ଗଲ ନିଆଁ ଆୟତ୍ତ ପାଇଁ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ତତ୍ପରତା ।

Odisha Forest Fire
ଜଙ୍ଗଲ ନିଆଁକୁ ନେଇ ଟେନସନରେ ରାଜ୍ୟ ସରକାର

ଜଙ୍ଗଲ ନିଆଁକୁ ନେଇ ଟେନସନ୍ ରେ ରାଜ୍ୟ ସରକାର। ନିଆଁ ଆୟତ୍ତ କରିବାକୁ ବାଟ ପାଉନି ଜଙ୍ଗଲ ବିଭାଗ। ଦିନେ କି ଦୁଇ ଦିନ ନୁହେଁ, ଲଗାତର ୨ ମାସ ହେଲାଣି ଜଳୁଛି ଜଙ୍ଗଲ ।

Elephant Death
ବଣ ବଦଳରେ ବହି ଚିତ୍ରରେ ସୀମିତ ରହିବେନି ତ ହାତୀ ?

ଓଡ଼ିଶା ଜଙ୍ଗଲରୁ ସଫା ହୋଇଯିବେ କି ଗଜରାଜ ? ଆଉ ବଣରେ ନୁହେଁ ବହି ଚିତ୍ରରେ ସୀମିତ ହୋଇଯିବେନି ତ ସ୍ଥଳଭାଗର ଏ ବଡ଼ ଜୀବ ? ପ୍ରଶ୍ନ ଉଠିଛି ବିଧାନସଭାରେ, କାରଣ ହାତୀ ମୃତ୍ୟୁକୁ ନେଇ ରାଜ୍ୟ ସରକାର ରଖିଛନ୍ତି ଅତି ଚିନ୍ତାଜନକ ତଥ୍ୟ ।

Elephant Death
ଓଡ଼ିଶା ଜଙ୍ଗଲରୁ ନିପାତ ହୋଇଯିବେ କି ଗଜରାଜ ?

ଓଡ଼ିଶାରେ ହୁ ହୁ ବଢୁଛି ହାତୀମୃତ୍ୟୁ । ୨୦୧୨ରୁ ୨୨, ଗତ ୧୦ବର୍ଷରେ ବିଭିନ୍ନ କାରଣରୁ ମରିଛନ୍ତି ୭୮୪ ହାତୀ । ସେମିତି ହାତୀ-ମଣିଷ ଲଢ଼େଇରେ ବି ୯୨୫ ଲୋକଙ୍କ ଜୀବନ ବି ଯାଇଥିବା ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲମନ୍ତ୍ରୀ ।

driver
ବସ୍ ମାଲିକ-ଡ୍ରାଇଭର ସଂଘ ମୁହାଁମୁହିଁ : ଆନ୍ଦୋଳନରେ ସାମିଲ ହେବନି ନିଖିଳ ଓଡିଶା ଅଟୋ ମହାସଂଘ

ଘରୋଇ ବସ୍ ଆସନ୍ତାକାଲି ଚାଲିବ ସ୍ପଷ୍ଟ କଲା ମାଲିକ ସଂଘ

  • Tuesday, 14 March 2023
Asst professor's daredevil bike stunts leave all stunned
ଜିନା ମ୍ୟାଡାମଙ୍କ ବୁଲେଟ୍ ଷ୍ଟଣ୍ଟ୍, ଲୋକେ କହୁଛନ୍ତି ଓ୍ୱାଃ ଓ୍ୱାଃ

ଜିନା ମ୍ୟାଡାମ୍ ଏପଟେ କ୍ଲାସରେ ପିଲାଙ୍କୁ ଇତିହାସ ପଢାନ୍ତି.. ସେପଟେ ଦୁଃସାହସିକ ବୁଲେଟ୍ ଷ୍ଟଣ୍ଟ୍ କରନ୍ତି.. ଇଏ ହେଉଛନ୍ତି ଫକୀରମୋହନ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଜିନା ପ୍ରିୟଙ୍କା ଜେଠୀ

News Fuse
ହଇରେ ନାରଣ..ସହଜେ ଗ୍ୟାସ ଦର ଯାହା ସରକାରକୁ ଆସିଲେ କହିଲେଣି ଆହୁରି ବଢେଇବେ...

ହେ ପ୍ରଭୁ କେଉଁଠି ମୁଣ୍ଡ ପିଟିବି, ସହଜେ ଗ୍ୟାସ ଦର ଯାହା ସରକାରକୁ ଆସିଲେ କହିଲେଣି ଆହୁରି ବଢେଇବେ

Fire In Forest In Various Places Across Odisha
ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ: ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ଏଥିରେ ଲାଗି ପାରୁନି ରୋକ୍‌। ପ୍ରାୟ ୧୫ ହଜାର ସ୍ଥାନରେ ନିଆଁ ଲାଗିଥିବା ପଛରେ ନିଆଁ ଲିଭାଇବା କାମରେ ବନ କର୍ମଚାରୀ ଲାଗିଛନ୍ତି।

3 kids to join Indian Army
କୋରାପୁଟରେ ଦଙ୍ଗଲ କାହାଣୀ

ନିଜେ ସେନାରେ ସାମିଲ ହୋଇ ଦେଶ ସେବା କରିବାକୁ ସ୍ୱପ୍ନ ଦେଖିଥିଲେ ହେଲେ ନିରାଶ ହେଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଏବେ ପିଲାମାନେ ଅଣ୍ଟା ଭିଡ଼ିଛନ୍ତି ୩ ଭାଇ ଭଉଣୀ ।

potato farming
ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ ହେଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ

ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ।

Potato Farming
ନୂଆପଡ଼ା ଚାଷୀଙ୍କୁ ଆଳୁ ଦେଇଛି ନୂଆ ରୋଜଗାର

ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ।

Primary teacher sukanya mondal annual income 1 crore
ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ବାର୍ଷିକ ଆୟ ୧ କୋଟି ଟଙ୍କା!

ଜଣେ ପ୍ରାଥମିକ ଶିକ୍ଷକ ବର୍ଷକୁ କେତେ ବା ରୋଜଗାର କରିପାରିବେ? ଅତିବେଶିରେ ଲକ୍ଷେ ଟଙ୍କା। ଆପଣ କେବେ ଭାବି ପାରୁଛନ୍ତି କି ଜଣେ ପ୍ରାଥମିକ ଶିକ୍ଷକଙ୍କ ବାର୍ଷିକ ଆୟ ଏକ କୋଟି ହୋଇପାରେ! ଏହା କିନ୍ତୁ ସତ। ଏମିତି ଏକ ଖବର ସାମ୍ନାକୁ ଆସିଛି।

Drunk groom slept at mandap during wedding bride refuses to marry
ମଦ ପି‍ଇ ପହଞ୍ଚିଲା ବର; ବିବାହ କରିବାକୁ ମନା କଲା କନ୍ୟା

ଅଗ୍ନିକୁ ସାକ୍ଷୀ ରଖି ବ୍ରାହ୍ମଣଙ୍କ ବେଦ ମନ୍ତ୍ର ସହିତ ବର-କନ୍ୟା ପରସ୍ପରକୁ ନିଜର କରିବାରର ପରମ୍ପରା କୌଣସି ଗୁରୁତ୍ୱପୂର୍ଣ୍ଣ ପୂଜାଠାରୁ ବି କମ୍ ନୁହେଁ। ଏଭଳି ଏକ ପବିତ୍ର ଦିନରେ ବର ମଦ୍ୟପାନ କରି ମଣ୍ଡପରେ ପହଞ୍ଚିଲା। ବରର ଅବସ୍ଥା ଦେଖି ବିବାହ କରିବାକୁ ମନାକଲା କନ୍ୟା।

old marriage
ନିଆରା ବାହାଘର; ଘୋଡ଼ାରେ ବର, ଶଗଡ଼ରେ କନିଆଁ

୨୦୨୩ରେ ଆଗକାଳ ଭଳି ବିବାହ ଶୋଭାଯାତ୍ରାର ଚିତ୍ର । ବିଳାସପୂର୍ଣ୍ଣ କାର ବଦଳରେ ପୁରୁଣାକାଳିଆ ଶଗଡ଼ ଗାଡ଼ି ଆଉ ଶୀତତାପ ନିୟନ୍ତ୍ରିତ ଆବଦ୍ଧ ସ୍ଥାନ ବଦଳରେ ବାଉଁଶ ପାତିଆର ଆଢୁଆଳ । ତାରି ଭିତରେ ବୋହୂ ଯାଉଛି ଶାଶୁଘର । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଙ୍କତରା ଗାଁର ଏ ଦୃଶ୍ୟ ଆଜି ଦିନରେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ ।

  • Sunday, 12 March 2023
Mission Shakti
SHG ଗ୍ରୁପ୍‌ର ଖୋଲିଲା ଗୁମର: ଲୋନ୍ ନେଉଛନ୍ତି, ସୁଝୁନାହାନ୍ତି..

ମିଶନ୍ ଶକ୍ତି ସଂପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ନେଇ ଅକଳରେ ସରକାର । ସ୍ୱୟଂ ସହୟିକା ଗୋଷ୍ଠୀ ଲୋନ୍ ବିନିଯୋଗର ପର୍ଦ୍ଦାଫାଶ ଲୋନ୍ ନେଉଛନ୍ତି,କିନ୍ତୁ ସୁଝୁନାହାନ୍ତି । ସଠିକ ଭାବେ ବିନିଯୋଗ ହେଉନି ଋଣ ବାବଦ ମିଳୁଥିବା ଅର୍ଥ ।

water problem
ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ହେଲାଣି ଜଳକଷ୍ଟ; ଦେଖାଦେଲାଣି ପିଇବା ପାଣି ସମସ୍ୟା

ଉପାନ୍ତ ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତର ବାସିନ୍ଦାଙ୍କ ହାତରେ ଗରା ଓ ବାଲଟି ଧରି ଆସିଛନ୍ତି ସିଧା ଜିଲ୍ଲା ମୁଖିଆ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ । ଏବର୍ଷ ଖରାଦିନ ନୁହେଁ, ପୂର୍ବରୁ ବି ବହୁ ବାର ଗାଁରେ ନଳକୂପଟିଏ ବସାଇବାକୁ ଦାବି କରି ଆସୁଛନ୍ତି । କିନ୍ତୁ ବାରମ୍ବାର ଦାବି ପରେ ବି ପୂରଣ ନହେବାରୁ ଏଥର ପଞ୍ଚାୟତର ମହିଳାମାନେ ଏକାଠି ହୋଇ ଏଭଳି ଆନ୍ଦୋଲନାତ୍ମକ ପନ୍ଥା ବାଛିଛନ୍ତି ।