• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Mobile phone
ସ୍ମାର୍ଟ ଫୋନ୍‌ ପାଇଁ ସ୍ୱାମୀକୁ ଛାଡିଲା ସ୍ତ୍ରୀ

କେବଳ ସ୍ମାର୍ଟ ଫୋନ୍‌ ପାଇଁ...ସ୍ୱାମୀକୁ ଛାଡିଲା ସ୍ତ୍ରୀ । କହିଲା, ତୁମଠୁ ଅଧିକ ମୋର ଫୋନ୍‌ ଦରକାର

Lamtaput ranger caught by vigilance with huge amount of money
ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ...

ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଲମତାପୁଟ ଏସିଏଫ୍ ସୁରଜିତ୍‌ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

Vulgar dance performances bans on Jatra and Melody stages
ଯାତ୍ରା, ମେଲୋଡିରେ ଅଶ୍ଳୀଳତା ପ୍ରଦର୍ଶନ ଉପରେ ଲାଗିଲା କଟକଣା

ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନ ପ୍ରଦର୍ଶନକୁ ଆଦ୍ରୌ ପ୍ରଶୟ ଦିଆଯିବ ନାହିଁ। ଏପରିକି ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି।

Bride Lands In ICU
ମେକ୍‌ଅପ୍ ପାଇଁ ବାହାଘର ଭାଙ୍ଗିଲା : କନ୍ୟାର ମୁହଁ ଦେଖି ବେଦିରୁ ଉଠିଗଲା ବର

ମୁହଁ ଫୁଲେଇଦେଲା ନୂଆ ପ୍ରକାର ମେକ୍‌ଅପ୍‌ . . . ବିବାହ କରିବାକୁ ମନା କରିଦେଲା ବର ....

5t school
5T ସ୍କୁଲ ଭିତରେ ଝୁଲୁଛି ସିମେଣ୍ଟ ଭୂତ

ଏ ସ୍କୁଲ ଗୋପବନ୍ଧୁ ତିଆରି କରିଥିଲେ । ଭୂତକୋଠି ପାଲଟି ଗଲାଣି ସ୍କୁଲ । ପାଠ ପଢେଇବାକୁ ପଢିବାକୁ ଡରୁଛନ୍ତି ପିଲା ଆଉ ଶିକ୍ଷକ । ଛାତରୁ ଖସୁଛି ବଡ ବଡ ପ୍ଳାଷ୍ଟର୍ ।

ବାପା ବେକରେ ଚପଲ ମାଳ, ପୁଅ ଭାଗରେ ମାରିଦେଲେ ହାତ

କି ଯୁଗ ହେଲାରେ ନାରଣ । ବାପା ବେକରେ ଚପଲ ମାଳ । ବୋହୂ ସହ ଲାଗିବାକୁ କିଏ କହୁଥିଲା ?

  • Monday, 06 March 2023
News Fuse
ବାପା ବେକରେ ଚପଲ ମାଳ, ପୁଅ ଭାଗରେ ମାରିଦେଲେ ହାତ

କି ଯୁଗ ହେଲାରେ ନାରଣ । ବାପା ବେକରେ ଚପଲ ମାଳ । ବୋହୂ ସହ ଲାଗିବାକୁ କିଏ କହୁଥିଲା ?

Balasore News
ସବୁ ବିଦାୟରେ ନଥାଏ ବିଷାଦ

ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ ।

DAKOTA
ପୁନର୍ଜନ୍ମ ପାଇଲା ବିଜୁ ବାବୁଙ୍କ ଡାକୋଟା ବିମାନ

ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବି ଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।

Balasore News
ସବୁ ବିଦାୟରେ ନଥାଏ ବିଷାଦ

ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ ।

DAKOTA
ପୁନର୍ଜନ୍ମ ପାଇଲା ବିଜୁ ବାବୁଙ୍କ ଡାକୋଟା ବିମାନ

ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବିଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।

Water Scarcity
ଗ୍ରୀଷ୍ମୠତୁ ଆରମ୍ଭ ନହେଉଣୁ ଜଳ କଷ୍ଟ : କେନାଲ, ଗାଡିଆ, ପୋଖରୀ ସବୁ ଶୁଖିଲା

ଗ୍ରୀଷ୍ମୠତୁ ଆରମ୍ଭ ନହେଉଣୁ ଜଳ କଷ୍ଟ ଭୋଗିଲେଣି ଲୋକେ । କେଉଁଠି କେନାଲରେ ଆସୁନି ପାଣି, କେଉଁଠି ଗାଡିଆ ପୋଖରୀ ଶୁଖିଲା, ତ ଆଉ କେଉଁଠି ନଳକୂଅରେ ଉଠୁନି ପାଣି । ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ସମସ୍ତେ । କଟକ, ପୁରୀ ଏବଂ ସାଲେପୁରରେ ଏପରି ସମସ୍ୟା ଦେଖିବା ପାଇଁ ମିଳୁଛି ।

Bargarh man dies at 105 years, people celebrate death procession
ବାଜିଲା DJ, ଉଠିଲା କୋକେଇ: ନାଚି ନାଚି ମଶାଣିକୁ ନେଲେ ଶବ

୧୦୫ ବର୍ଷୀୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କୁ ଶୋଭାଯାତ୍ରାରେ ମଶାଣିକୁ ନିଆଯାଇଥିଲା। ଏହି ସମୟରେ ଡିଜେ ସାଉଣ୍ଡ ସହ ସମସ୍ତେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

  • Sunday, 05 March 2023
Maiden flight takes off for Bhubaneswar from Rangeilunda airstrip in Berhampur
ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ଉଡ଼ିଲା ବିମାନ

ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ ।

Illegal sand mining
ମାତିଛନ୍ତି ବାଲି ମାଫିଆ, ନଦୀରେ ଲାଗିଛି ମେସିନ୍ । ଖୋଳା ଚାଲିଛି ନଦୀ, ବୁହା ଚାଲିଛି ଟ୍ରକ୍ ଟ୍ରକ୍ ବାଲି

ଏଠି ଆଖିରେ କପଡ଼ା ବାନ୍ଧି ଦେଇଛି ପ୍ରଶାସନ । ସରକାରୀ ଅଧିକାରୀଙ୍କ ନାକ ନିଶ ତଳେ ଲୁଟ୍ ହେଉଛି ଟନ୍ ଟନ୍ ବାଲି । ଦିନ ଦ୍ୱିପ୍ରହରରେ ଏ ପ୍ରହସନ କୁଆଡ଼େ ନ ଦେଖିବା ପାଇଁ ବାବୁମାନେ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହୁଥିବା ଅଭିଯୋଗ କରିଛନ୍ତି ସଚେତନ ନାଗରିକ…..

Seized vehicles
ବିଭିନ୍ନ ଥାନାରେ ଖତ ଖାଉଥିବା ଜବତ ଗାଡ଼ିର କ’ଣ ହେବ ଭାଗ୍ୟ ?

ପୁରୁଣା ଗାଡ଼ିକୁ ସ୍କ୍ରାପରେ ବିକ୍ରି ପାଇଁ ସରକାର ଆଣିଛନ୍ତି ନୂଆ ପଲିସି । ହେଲେ ଖତ ଖାଉଥିବା ଜବତ ଗାଡ଼ି ଗୁଡ଼ିକର କଣ ହେବ ଭାଗ୍ୟ?

NH road infra in Odisha
ଫରେନ୍ ଫରେନ୍ ଲାଗିବ ଦେଶି ରୋଡ୍, ଫିଲ୍ ହେବ ଆମେରିକା ଆମେରିକା

2024 ସୁଦ୍ଧା ଓଡ଼ିଶାର ଜାତୀୟ ରାଜପଥ ସବୁ ଆମେରିକାର ହାଇୱେ ଭଳି ଚକାଚକ ଦିଶିବ । କେବଳ ଚକାଚକ କାହିଁକି ଆପଣ ସୁଖଦ ଯାତ୍ରାର ଆନନ୍ଦ ନେବେ । କାର୍ ହେଉ କି ବାଇକ ଯଦି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବୋର୍ ହେବେନି…

Drunk man kills self after quarrel
ଇଏ କେମିତିକା ପ୍ରେମ! ଉଜୁଡ଼ିଗଲା ପ୍ରେମର ମନ୍ଦିର ଆଉ ପଡ଼ି ରହିଲା ସ୍ୱାମୀର ଶବ

ବଲାଙ୍ଗିରର ପ୍ରେମୀ ଯୁଗଳ ରୋହିତ ଓ କବିତା । 4 ବର୍ଷର ପ୍ରେମ, ରୋହିତ ମଦ୍ୟପ ଜାଣି ମଧ୍ୟ ଜୀବନ ଚଲାବାଟରେ ଚାଲିବାକୁ ରାଜି ହେଲେ କବିତା । ଶେଷରେ ଏମିତି ଅବସ୍ଥାରେ ଉଜୁଡ଼ିଗଲା ସୁନାର ସଂସାର...

Monkey mourns demise of woman in Jagatsinghpur
ମଣିଷର ମୃତ୍ୟୁ ପରେ ଆଖିରୁ ଲୁହ ଝରାଇଲା ମାଙ୍କଡ଼

କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।

Forest fire triggering panic among locals in Odisha
ଶିମିଳିପାଳରୁ କୁଲଡିହା, ସବୁଠି ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ

କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ ।

Monkey mourns demise of woman in Jagatsinghpur
ମଣିଷର ମୃତ୍ୟୁ ପରେ ଆଖିରୁ ଲୁହ ଝରାଇଲା ମାଙ୍କଡ଼

କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।

Forest fire triggering panic among locals in Odisha
ଶିମିଳିପାଳରୁ କୁଲଡିହା, ସବୁଠି ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ

କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ ।

Odisha Women Commission grappling with huge pendency
ଷ୍ଟାଫ୍ ଅଛନ୍ତି, ମେମ୍ବର ଅଛନ୍ତି... ତଥାପି ୫ ହଜାର କେସ୍‌ ପେଣ୍ଡିଂ

ଏବେ ବି ଅନେକ ମହିଳାଙ୍କ ପାଇଁ ଅପହଞ୍ଚ କମିଶନ। ଷ୍ଟାଫ୍ ଅଛନ୍ତି, ମେମ୍ବର ଅଛନ୍ତି ତଥାପି ୫ ହଜାର କେସ୍‌ ପେଣ୍ଡିଂ ଅଛି।

OTV Foresight International Standard Road Infrastructure By 2024 End Odisha Says Nitin Gadkari
‘୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ଭଳି ରାସ୍ତା ହେବ’

୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଓଟିଭି ଫୋରସାଇଟ୍‌-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି।

Haryana girl reaches Odisha reportedly to marry her girlfriend
ନାବାଳିକାଙ୍କ ପ୍ରେମରେ ପାଗଳ ଯୁବତୀ, ବାହା ହେବା ପାଇଁ ହରିୟାଣାରୁ ଧାଇଁ ଆସିଲେ ଓଡ଼ିଶା...

ନାବାଳିକାଙ୍କ ପ୍ରେମରେ ପାଗଳ ହୋଇ ହରିୟାଣାରୁ ଓଡ଼ିଶା ଧାଇଁ ଆସିଥିଲେ ଯୁବତୀ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ପୋଲିସ୍‌ ଜିମା ଦେଇଛନ୍ତି। 

  • Saturday, 04 March 2023