ଆଜି ଆମେ ଆପଣଙ୍କୁ ଯେଉଁ ଧନୀ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେ ତାଙ୍କର ସରଳତାରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ।
ନା ବାବା ନା...ସଂଧ୍ୟା ହେଲେ ପଟିଆକୁ ଜୁହାର । ଜୟଦେବବିହାର-ନନ୍ଦନକାନନ...ଏ ରାସ୍ତାରେ ଯିବାକୁ ଚାହୁଁନାହାନ୍ତି ରାଜଧାନୀବାସୀ । ଜାମ୍ ପାଇଁ ଲାଗୁଛି ଛାନିଆଁ
ଆଉ ମାତାଲ ଯୁବତୀ ଜଣକ ରାସ୍ତା ଉପରେ ଯେଉଁ ହରକତ୍ କରିବା ଆରମ୍ଭ କଲେ ତାହା ଆହୁରି ଚିନ୍ତା ଜନକ ଥିଲା। କେତେବେଳେ ରାସ୍ତା ଉପରେ ବସିପଡ଼ୁଥିଲେ ପୁଣି କେତେବେଳେ ଶୋଇ ପଡ଼ୁଥିଲେ। କେବଳ ଏତିକି ନୁହେଁ ବରଂ ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକାଇବା ଲାଗି ଚେଷ୍ଟା ମଧ୍ୟ କରୁଥିଲେ। ଆଉ ଏହାରି ମଧ୍ୟରେ ଯୁବତୀଙ୍କର ଏପରି କାର୍ଯ୍ୟର କେହି ଜଣେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଲା। ଆଉ ଏହି ଭିଡ଼ିଓ ବର୍ତ୍ତମାନ ସମୟରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।