/odishatv-khabar/media/post_attachments/uploadimage/library/16_9/16_9_0/s_1677810171.jpg)
Earthquake Hits In Koraput
ଆଜି ସକାଳୁ ସକାଳୁ କୋରାପୁଟ ରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ନାରାୟଣପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ସକାଳ ୫ଟା ୫ ମିନିଟରେ ଭୂକମ୍ପ ହୋଇଥିଲା।
Advertisment
ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ଥିବାବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ଜଗଦଲପୁର ଠାରୁ ୧୨୯ କି.ମି. ଦୂର ବୋଲି ଜଣାପଡ଼ିଛି। ଖବର ଲେଖାଯିବା ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିପାରି ନାହିଁ।
#କୋରାପୁଟରେ_ମୃଦୁ_ଭୂକମ୍ପ
-ସକାଳ ୫ଟା ୫ ମିନିଟରେ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ
-ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮#Earthquake#Koraput#Odishapic.twitter.com/pkUgKco1aA— ଓଟିଭି (@otvkhabar) March 3, 2023
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)