• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Railway Minister clears doubts of the students
ରେଳରେ ପିଲାଙ୍କ ଫଣ୍ଡା କ୍ଲିୟର୍

ହଇରେ ନାରଣ ସାର୍ ପଚାରିଲେ ଟ୍ରେନ୍ କିଏ ଚଳେଇଛି..ପିଲା କହିଲେ ଲୋକୋ ପାଇଲଟ୍ । ରେଳରେ ପିଲାଙ୍କ ଫଣ୍ଡା କ୍ଳିୟର କଲେ କେନ୍ଦ୍ରମନ୍ତ୍ରୀ...

  • Wednesday, 24 May 2023
Elephant and Tiger
ରାଜ୍ୟ ସରକାର ନିଜେ କରିବେ ବାଘ ଓ ହାତୀ ଗଣନା

୨୦୧୭ରେ ହୋଇଥିବା ହାତୀ ଗଣନା ବେଳେ ରାଜ୍ୟରେ ୧୯୭୬ ହାତୀ ଥିବାବେଳେ ୨୦୧୮ ବାଘ ଗଣନା ବେଳେ ଓଡିଶାରେ ୨୮ଟି ବାଘ ଥିଲା।

Apana Eka Nuhanty
ସ୍ୱାମୀ ଶଯ୍ୟାଶାୟୀ, କୋଳରେ ଛୁଆ

ଟଙ୍କା ଟିଏ ବି ଇନକମ୍ ନାହିଁ.. ହେଲେ ସ୍ୱାମୀଙ୍କୁ ବଞ୍ଚାଇ ରଖିବାକୁ ପ୍ରତିଦିନ ଅକ୍ସିଜେନ୍ ପିଛା ୧୫ ଶହ ଟଙ୍କା ଆଉ ମାସକୁ ୪ ହଜାର ଟଙ୍କାର ମେଡିସିନ୍.. କୋଳରେ କୁନି ଛୁଆ.. ଅସହାୟତାର ଲୁହ ଝରାଇ ସହାୟତା ପାଇଁ ଗୁହାରି କରୁଛି ସ୍ତ୍ରୀ..

Massive irregularities surfaces
୧୬ କିମି ରାସ୍ତାକୁ, ୨୫ କୋଟି ଟଙ୍କା.. କିନ୍ତୁ କାମ ଚାଲିଛି ର-ଠ

୧୬ କିମି ରାସ୍ତାକୁ, ୨୫ କୋଟି ଟଙ୍କା.. କିନ୍ତୁ କାମ ଚାଲିଛି ର-ଠ

Divyanga
ତୁମକୁ ଶହେ ସଲାମ୍ ....ରାଜୁ ଦିଗଲ୍ !

ଚାକିରି ନାହିଁ, ସୁଯୋଗ ନାହିଁ, ଭାଗ୍ୟ ଖରାପ ଏମିତି ଅନେକ କିଛି ବାହାନା କରି ପଢୁଆ, ବେରୋଜଗାର କର୍ମକୁଢ ଯୁବକଯୁବତୀଙ୍କୁ ତ ଆପଣମାନେ ଦେଖିଥିବେ.. ହେଲେ ଏମିତି ଜଣେ ସ୍ୱାଭିମାନୀ କର୍ମଠ ଦିବ୍ୟାଙ୍ଗ ଯୁବକଙ୍କୁ ଆପଣ କେବେ ଦେଖିନଥିବେ.. ଯିଏ ଗୋଟିଏ ଗୋଡ଼ରେ ଏ ସବୁ ସୁନାର ଫସଲ ଫଳାଇଛନ୍ତି, ଗ୍ୟାସ ସିଲିଣ୍ଡର ଡେଲିଭରି କାମ କରୁଛନ୍ତି, ପରିବାର ଚଳାଉଛନ୍ତି ଆଉ ସମାଜ ସେବା ବି କରୁଛନ୍ତି.

Baba Balia
‘ଗଞ୍ଜେଇ ନିଷେଧ ସ୍ୱାଗତଯୋଗ୍ୟ, ଏବେ ପୁଅଙ୍କ ସହ ଝିଅମାନେ ବି ଟାଣୁଛନ୍ତି ଗଞ୍ଜେଇ’

ଗଞ୍ଜେଇ ବ୍ୟାନ୍ ପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଥିଲେ ବାବା ବଳିଆ । ଓଡ଼ିଶା ସରକାର ବ୍ୟାନ୍ କରିଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି ।

Ganja banned in Shiva shrines in Odisha
ଶୈବପୀଠରେ ଲାଗିଲା କଟକଣା; ଏଣିକି ବ୍ୟବହାର ହେବନି ଗଞ୍ଜେଇ !

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ପଦକ୍ଷେପ ନେବା ପାଇଁ କୁହାଯାଇଛି ।

Balasore divyang couple
ବାବୁଲି ଓ କିରଣଙ୍କ ପ୍ରେମ କାହାଣୀ; ଫେସବୁକ୍‌ ପକାଇଦେଲା ହାତଗଣ୍ଠି

ଲୋକେ କୁହନ୍ତି ପ୍ରେମକୁ କାଳେ ଶବ୍ଦରେ ବର୍ଣ୍ଣନା କରି ହୁଏନା.. କିନ୍ତୁ ପ୍ରକୃତ ପ୍ରେମକୁ ପରିପ୍ରକାଶ କରିବାକୁ ଶବ୍ଦର ବି ଲୋଡା ପଡେନା.. ସେଥିପାଇଁ ତ ଆଜି ଖିଲି ଖିଲି ହସୁଛନ୍ତି ଏଇ ପ୍ରେମପକ୍ଷୀ..

Son fulfill father’s dream
IIM ଛାଡ଼ି ମିଲିଟାରୀ ଏକାଡେମୀ

ସହିଦ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ସେ IIM ଛାଡ଼ି ଇଣ୍ଡିଆନ ମିଲିଟାରୀ ଏକାଡେମୀକୁ ବାଛିଲେ ପୁଅ..

News Fuse
ସରକାରୀ ମେଡିକାଲରେ ମାଆଙ୍କ ପାଇଁ ମହୁ ଚାଷ!

ସରକାରୀ ମେଡିକାଲରେ ମାଆଙ୍କ ପାଇଁ ମହୁ ଚାଷ!

Pahala sweet traders stage mass protest after Chhena price hike
ମହଙ୍ଗା ହେବ ପାହାଳ ମିଠା: ୨୦ରୁ ୩୦ ଟଙ୍କା ବଢିଯିବ ଛେନାଗଜା ଓ ଛେନାପୋଡ଼ ରେଟ୍‌

ବିଭିନ୍ନ କିସମର ମିଠା ଦାମ୍ ବୃଦ୍ଧି ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଅବଗତ କରାଇବାକୁ ଆଜିକୁ ୩ ଦିନ ହେବ ଦୋକାନ ବନ୍ଦ ରଖିଛନ୍ତି ସମସ୍ତ ବ୍ୟବସାୟୀ।

  • Monday, 22 May 2023
Kotia Issue
କୋଟିଆ ଉପରୁ ହଟୁନି ଆନ୍ଧ୍ରର ଆଖି; ଷ୍ଟ୍ରବେରୀ ଓ ତେନ୍ତୁଳି ପରେ ଏବେ ଝାଡ଼ୁ ଉପରେ ନଜର

କୋଟିଆରେ ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଫୁଲଝାଡୁର ସମ୍ଭାବନାକୁ ଦେଖି କିଛି ବର୍ଷ ଆଗରୁ ଏଠାରେ ଅଞ୍ଚଳବାସୀଙ୍କୁ ଫୁଲଝାଡୁ ଚାଷକୁ ବ୍ୟବସ୍ଥିତ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ଓଡ଼ିଶା ସରକାର ।

Kotia Issue
କୋଟିଆ ଉପରୁ ହଟୁନି ଆନ୍ଧ୍ରର ଆଖି; ଷ୍ଟ୍ରବେରୀ ଓ ତେନ୍ତୁଳି ପରେ ଏବେ ଝାଡ଼ୁ ଉପରେ ନଜର

କୋଟିଆରେ ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଫୁଲଝାଡୁର ସମ୍ଭାବନାକୁ ଦେଖି କିଛି ବର୍ଷ ଆଗରୁ ଏଠାରେ ଅଞ୍ଚଳବାସୀଙ୍କୁ ଫୁଲଝାଡୁ ଚାଷକୁ ବ୍ୟବସ୍ଥିତ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ଓଡ଼ିଶା ସରକାର ।

shree mandira
କେବେ ଖୋଲିବ ଶ୍ରୀମନ୍ଦିରର ସବୁ ଦ୍ୱାର ? ଗର୍ଜିଲେଣି ସେବାୟତ

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣି ଗର୍ଜିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବ ସଭାପତି ଦାମୋଦର ମହାସୁଆର ।

shree mandira
କେବେ ଖୋଲିବ ଶ୍ରୀମନ୍ଦିରର ସବୁ ଦ୍ୱାର ? ଗର୍ଜିଲେଣି ସେବାୟତ

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣି ଗର୍ଜିଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବ ସଭାପତି ଦାମୋଦର ମହାସୁଆର ।

mid day meal
ମଧ୍ୟାହ୍ନ ଭୋଜନରେ ବାହାରିଲା ଝିଟିପିଟି, ୩୬ ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି

ସପୃକ୍ତ NGO ସଂସ୍ଥା ଏନେଇ ଦାୟୀ ଓ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି SDM।

FICCI team led by Subhrakanta Panda meets President
ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିଲେ ଫିକି ପ୍ରତିନିଧି ଦଳ

ପ୍ରତିନିଧି ଦଳର ପ୍ରତିଟି ସଦସ୍ୟ ନିଜ ମତ ରଖିଥିଲେ। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅନୁଭୂତିରୁ ମତାମତ ପ୍ରଦାନ କରିଥିଲେ।

Baijayant Panda
ବିଶିଷ୍ଟ ଶିଳ୍ପପତି ଡକ୍ଟର ବଂଶୀଧର ପଣ୍ଡାଙ୍କ ଆଜି ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ

ଦେଶ ଏବଂ ଓଡ଼ିଶା ପାଇଁ ବଂଶୀଧରଙ୍କ ଅବଦାନ, ନିଯୁକ୍ତି ସୁଯୋଗ ଓ ଉପାନ୍ତରେ ରହୁଥିବା ହଜାର ହଜାର ଲୋକଙ୍କୁ ବଞ୍ଚିବାର ରାସ୍ତା ଦେଖାଇଥିଲେ ।

Khola Katha
“ଆମେ ହାରିଛୁ ମାନେ ନିଶ୍ଚୟ ଜିତିବୁ”

ପରାଜୟ ସ୍ୱୀକାର କରୁଛୁ, ଆଗାମୀ ନିର୍ବାଚନରେ ଜିତିବୁ । ନବ ବାବୁଙ୍କ ହତ୍ୟାକାରୀ ଆଜିଯାଏଁ ଧରିପଡିଲା ନାହିଁ । ପ୍ରସଙ୍ଗ ଥିବା ପରେ ବି ନିର୍ବାଚନରେ କଂଗ୍ରେସ କାହିଁକି ବାଜି ମାରିଲା ନାହିଁ? ଶୁଣନ୍ତୁ କଣ କହୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ

Taste of Odisha
ସୋରିଷ, ଜିରା ଓ ଲଙ୍କା ଦେଇ କରନ୍ତୁ ସୁନସୁନିଆ ଶାଗ କଦଳୀପତ୍ର ସେକା

କେବେ ଖାଇଛନ୍ତି କି ସୁନସୁନିଆ ଶାଗ କଦଳୀପତ୍ର ସେକା ? ସୋରିଷ, ଜିରା ଓ ଲଙ୍କା ଦେଇ ଏମିତି କରନ୍ତୁ ଏହି ସ୍ୱତନ୍ତ୍ର ଡିସ୍‌...ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା

mother secures more marks than son
ମାଟ୍ରିକ୍‌ରେ ପୁଅଠୁ ଅଧିକ ନମ୍ବର ରଖିଲା ମାଆ

ଏକା ସାଙ୍ଗରେ ମାଟ୍ରିକ୍‌ ଦେଇଥିଲେ ମାଆ-ପୁଅ । ରେଜଲ୍ଚ ବାହାରିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ...କାରଣ ମାଆଠାରୁ ଅଧିକ ନମ୍ବର ରଖିଥିଲା ପୁଅ

News Fuse
ପାଣି ଲାଗି କୂଅ ଭିତରେ ପଶ

ଆଲୋ ଆଲୋ...ଇଏ କ’ଣ ? ଏଇଟା କୂଅକୁ ନା ପାତାଳକୁ ରାସ୍ତା?

woman forget two children in car for 15 hours
କାର୍‌ ଭିତରେ ୨ ଛୁଆଙ୍କୁ ଛାଡ଼ି ପଳାଇଲା ମା’, ୧୫ ଘଣ୍ଟା ପରେ ନିଦ ଭାଙ୍ଗିଲା ବେଳକୁ...

ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୧୫ ଘଣ୍ଟାରୁ ଅଧିକ ସମୟ ଧରି ୨ ଶିଶୁ କାର୍‌ ଭିତରେ ସେମିତି ହିଁ ଥିଲେ। ୧୫ ଘଣ୍ଟା ପରେ ଯେତେବେଳେ ସମ୍ପୃକ୍ତ ମହିଳାଙ୍କ ନିଦ ଭାଙ୍ଗିଥିଲା ଓ ଛୁଆଙ୍କ କଥା ତାଙ୍କର ମନେ ପଡ଼ିଥିଲା, ସେତେବେଳକୁ ସେ ଜଣେ ଛୁଆକୁ ସେ ସବୁଦିନ ପାଇଁ ହରାଇ ସାରିଥିଲେ।

  • Monday, 22 May 2023
Mango
ଗାଁରେ ବସିଲା ଆମ୍ବ ପସରା...କମ୍‌ ଦାମରେ ସୁଆଦିଆ ଆମ୍ବ ପାଇବେ ଗ୍ରାହକ

ଗାଁ ମୁଣ୍ଡରେ ବସିଲା ଆମ୍ବ ମାର୍କେଟ୍‌ । କମ୍‌ ଦାମ୍‌ରେ ସୁସ୍ୱାଦୁ ଆମ୍ବ ପାଇବେ ଗ୍ରାହକ... ଭଲ ରୋଜଗାର କରିବେ ଚାଷୀ ।

Electric Bill
୪ ହଜାର ବଦଳରେ ଆସିଲା ୭ କୋଟି ଟଙ୍କାର ଇଲେକ୍ଟ୍ରି ବିଲ୍‌, କ୍ଷମା ମାଗିଲା କମ୍ପାନୀ

ସ୍ମାର୍ଟ ମିଟରରେ ନୀଳାଦ୍ରି ବିହାର ଅଞ୍ଚଳର ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ମେ ମାସ ଲାଗି ଆସିଥିଲା ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କାର ବିଦ୍ୟୁତ ବିଲ୍। ଆଉ ତାପରେ...