Advertisment

କୋଟିଆ ଉପରୁ ହଟୁନି ଆନ୍ଧ୍ରର ଆଖି; ଷ୍ଟ୍ରବେରୀ ଓ ତେନ୍ତୁଳି ପରେ ଏବେ ଝାଡ଼ୁ ଉପରେ ନଜର

କୋଟିଆରେ ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଫୁଲଝାଡୁର ସମ୍ଭାବନାକୁ ଦେଖି କିଛି ବର୍ଷ ଆଗରୁ ଏଠାରେ ଅଞ୍ଚଳବାସୀଙ୍କୁ ଫୁଲଝାଡୁ ଚାଷକୁ ବ୍ୟବସ୍ଥିତ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ଓଡ଼ିଶା ସରକାର ।

author-image
Tanmay Kumar Mahalik

ଷ୍ଟ୍ରବେରୀ ଓ ତେନ୍ତୁଳି ପରେ ଝାଡ଼ୁ । କୋରାପୁଟ କୋଟିଆରେ ବହୁଳ ପରିମାଣରେ ମିଳୁଥିବା ଫୁଲଝାଡୁ ଉପରେ ଏବେ ଆନ୍ଧ୍ର ବ୍ୟବସାୟୀଙ୍କ ନଜର । ଏଠାରେ ଫୁଲଝାଡୁ ଚାଷ ଓ ପ୍ରସ୍ତୁତି ପାଇଁ ଓଡ଼ିଶା ସରକାର ଯୋଗାଇ ଦେଉଛନ୍ତି ପ୍ରୋତ୍ସାହନ। କିନ୍ତୁ ଠିକ୍ ଅମଳ ଓ ପ୍ରସ୍ତୁତି ପରେ ଶସ୍ତାରେ କିଣି ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ ।

Advertisment
Andhra Pradesh Kotia
Advertisment
Advertisment