ଘରେ ପଶୁ ପଶୁ ଚାଳ ବାଜିଲାଣି। ଦୁଇ ମାସ ହେବ ଦୋକାନ ଆଲର୍ଟମେଣ୍ଟ ହୋଇଛି। ହେଲେ ସମସ୍ୟା ଯେ କାହିଁରେ କଣ। ରାଉରକେଲା ସହରକୁ ପ୍ରବେଶ ପଥ ନିକଟରେ ନିର୍ମାଣ ହୋଇଛି ପାନପୋଷ ମାର୍କେଟ୍।
୧୬ କିମି ରାସ୍ତାକୁ, ୨୫ କୋଟି ଟଙ୍କା.. କିନ୍ତୁ କାମ ଚାଲିଛି ର-ଠ
ଆଉ କେତେ ପ୍ରତିଶ୍ରୁତି? ବସ୍ତି ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଦେଇଦେଲେ ହେଲେ ଆଜିଯାଏଁ ଘର ମିଳିଲାନି...ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ ଲାଭ ପାଉନାହାନ୍ତି ଜନତା
ପଦାକୁ ଆସିଲା ଅସଲ କଥା। କାମ ନ କରି ଲଗାଇ ଦେଲେ ଫଳକ। ଆଉ ଫଳକ ଲଗାଇ ଦେଇ ଚଳୁ କରି ଦେଲେ ଲକ୍ଷ ଲକ୍ଷ ଟଙ୍କା। ଏବେ ସତ ପଦାକୁ ଆସିବା ପରେ...