• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର। ଚନ୍ଦ୍ର- ମକର ନିଶାନ୍ତ ୦୪.୩୬ ଗତେ କୁମ୍ଭତିଥି- ୧୩ଶୀ ଦିବା ୧୧.୦୮ ଗତେ ୧୪ଶୀ, ଘାତଚନ୍ଦ୍ର- ସିଂହ ରାଶିର, ନିଶାନ୍ତ ୦୪.୩୬ ଗତେ ମିଥୁନ ଓ ମୀନ ରାଶିର, ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି।

ଶୁଭସମୟ:

ପ୍ରାତଃ- ୦୬.୧୨ ରୁ ୦୭.୪୪

ଦିବା- ୧୦.୩୨ ରୁ ୧୧.୩୬

ଦିବା- ୦୧.୫୫ ରୁ ୦୫.୦୦

ସନ୍ଧ୍ୟା- ୦୬.୩୬ ରୁ ୧୦.୪୪

ରାତ୍ରି- ୦୨.୦୩ ରୁ ୦୩.୦୫

ନିଶାନ୍ତ- ୦୪.୩୮ ରୁ ୦୬.୧୧

ଅଶୁଭସମୟ:

ରାହୁକାଳ- ଦିବା ୧୧.୫୯ ରୁ ୦୧.୨୬

କାଳବେଳା- ଦିବା ୦୯.୦୫ ରୁ ୧୦.୩୨

ବାରବେଳା- ଦିବା ୧୧.୫୯ ରୁ ୦୧.୨୬

କାଳରାତ୍ରି- ରାତ୍ରି ୦୩.୦୫ ରୁ ୦୪.୩୮

OTV is now on Whatsapp

Join and get latest news update delivered to you via whatsapp

Join Now